Home Left

ହୋଲି ଖେଳି ନଦୀରେ ବୁଡ଼ିଗଲେ ୨ ସାଙ୍ଗ

କୁଚିଣ୍ଡା,୧୯।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପକଣ୍ଠସ୍ଥିତ ସଇଡା ଭେଡେନ ନଦୀ ଝିଲି ଘାଟରେ ଗାଧୋଉଥିବା ବେଳେ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶରୁ ଆସି କୁଚିଣ୍ଡାରେ ମିସ୍ତ୍ରୀ କାମ କରୁଥିବା କୈଳାଶ କୁମାର(୨୫)ଓ ମୁକେଶ ଯାଦବ(୨୭)ହୋଲି ଖେଳି ମଧ୍ୟାହ୍ନରେ ଗାଧୋଇବାକୁ…

ଛକ ଛକରେ ଜଗିଛି ପୋଲିସ, କଟକଣା ଭାଙ୍ଗିଲେ….

ଭୁବନେଶ୍ୱର,୧୯।୩(ବ୍ୟୁରୋ): ହୋଲି ପାଇଁ ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ସହରରେ ୩୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସହରର ପ୍ରମୁଖ ୨୦ଟି ଛକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୨୦ଟି ମୋବାଇଲ ପାଟ୍ରୋଲିଂ ଭ୍ୟାନ…

ସ୍ବଚ୍ଛ ପୌର ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସ୍ବଚ୍ଛ ପୌର ନିର୍ବାଚନ ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ବାଣିଜ୍ୟକର ଓ ଜିଏସ୍‌ଟିର ଯୁଗ୍ମ କମଶନର ଗୁଣନିଧି ପରିଡ଼ା ଓ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ବାଣିଜ୍ୟ ଓ…

ପୁଣି ଖୋଲିବ କଶ୍ମୀର ପଣ୍ଡିତଙ୍କ ନରସଂହାର ଫାଇଲ୍‌

ନୂଆଦିଲ୍ଲୀ,୧୯।୩: କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଦର୍ଶାଉଥିବା ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ’ ରିଲିଜ୍‌ ହେବା ପରେ ଏବେ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ବିତର୍କ ଜୋର ଧରିଛି। ଏହି ଫିଲ୍ମକୁ ଅନେକ ଲୋକ ବିରୋଧ କରୁଥିବା…

ପାରଳାଖେମୁଣ୍ଡି ଗସ୍ତରେ ଭାଜପା ରାଜ୍ୟ ସଭାପତି: ହୋଲି ଖେଳ ସହ ଜମିଲା ନିର୍ବାଚନ ପ୍ରଚାର

ପାରଳାଖେମୁଣ୍ଡି:୧୯।୩(ଡି.ଏନ୍‌.ଏ.): ଗଜପତି ଜିଲାରେ ରଙ୍ଗର ପର୍ବ ହୋଲିକୁ ଅତି ଧୁମ୍‌ଧାମରେ ପାଳନ କରିଛନ୍ତି ପାରଳାଖେମୁଣ୍ଡିବାସୀ। ନିକଟରେ ପୌର ନିର୍ବାଚନ ରହିଥିବାରୁ ରାଜନୈତିକ ମହଲ ସରଗରମ ଥିବାବେଳେ ଉଷ୍ମତା ମଧ୍ୟ ଦେଖାଦେଇଛି। ଏହି ଅବସରରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଦିନିକିଆ…

ଏଠାରେ ରଙ୍ଗ ନୁହେଁ, ପଚାଅଣ୍ଡାରେ ପାଳନ ହୁଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର ଲଗାଇ ପାଳନ କରୁଥିବାବେଳେ ଅନ୍ୟଦେଶରେ ଭିନ୍ନ ନାମ ଓ ଭିନ୍ନ ରୂପେ ପାଳନ କରାଯାଏ।…

ଶାନ୍ତିଶୃଙ୍ଖଳାରେ ଶେଷହେଲା ଦୋଳଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ଠାକୁର

ଗଞ୍ଜାମ,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ୩ ଦିନ ଧରି ଚାଲିଥିବା ଐତିହାସିକ ଦୋଳଯାତ୍ରା ଶୁକ୍ରବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ସମସ୍ତ ଠାକୁର ଦୋଳ ବିମାନରେ ସ୍ବମନ୍ଦିରକୁ ଫେରିଛନ୍ତି । ଫେରିବା ବେଳେ ଠାକୁରଙ୍କୁ ଚଣା ଶାକର ଭୋଗ ଲଗାଯାଇଛି ।…

ସାଙ୍ଗର ସ୍ତ୍ରୀଙ୍କୁ ରଙ୍ଗ ବୋଲିବା ମହଙ୍ଗା ପଡିଲା

କୋଲକାତା,୧୯।୩: ହୋଲି ପାଇଁ ସବୁଠି ଉତ୍ସବମୁଖର। ହେଲେ କୋଲକାତାର ରେଜିଣ୍ଟ ପାର୍କ ଅଞ୍ଚଳରେ ଏକ ଅଘଟଣ ଘଟିଛି। ବନ୍ଧୁଙ୍କ ସ୍ତ୍ରୀଙ୍କୁ ରଙ୍ଗ ବୋଲିବାକୁ ଉଦ୍ୟମ କରିବାରୁ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଦିଲୀପ ଚୌହ୍ବାନ। ସୂଚନା…

ଭିଡିଓ କଲ୍‌ରେ ଜିନ୍‌ପିଙ୍ଗ୍‌ଙ୍କୁ ଚେତାବନୀ ଦେଲେ ବାଇଡେନ

ଓ୍ବାଶିଂଟନ୍‌/ବେଜିଂ,୧୯।୩: ୟୁକ୍ରେନ ଓ ରୁଷିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ବାଇଡେନ ଜିନ୍‌ପିଙ୍ଗ୍‌ଙ୍କୁ ଏକପ୍ରକାର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,…

ରାସ୍ତାରେ ବାଇକ୍‌ ରଖି ରଶି ଲଗାଇ ଝୁଲିପଡ଼ିଲେ ଯୁବକ

ପାରଳାଖେମୁଣ୍ଡି,୧୯।୩: ରଙ୍ଗର ପର୍ବ ହୋଲିରେ ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠ ଗୁମ୍ମାଗଡା ନିକଟସ୍ଥ ରେଲ୍‌ୱେ ଇଲେକ୍ଟ୍ରି ପୋଲ୍‌ରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ରାଣୀପେଣ୍ଠ ଗ୍ରାମର ଏମ୍‌ କାର୍ତ୍ତିକ(୨୨)। ହୋଲି ଖେଳିବାକୁ ଆସିଥିବା ସ୍ଥାନୀୟ…

ଯୁଦ୍ଧକୁ ରୋକିବାର ସମୟ ଆସିଯାଇଛି, ନଚେତ ଆଗକୁ ପରିଣାମ ଭୟାବହ ହେବ

କ୍ୱିଭ୍‌,୧୯।୩: ଆମେରିକା ଓ ୟୁରୋପୀୟ ଦେଶ ସମେତ ସମସ୍ତ ଆନ୍ତର୍ଜାତୀୟ ଚାପ ସତ୍ତ୍ୱେ ମଧ୍ୟ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ବନ୍ଦ କରିବାର ନା ନେଉନି। ଶୁକ୍ରବାର ୟୁକ୍ରେନର ଏକ ଥିଏଟର ଉପରେ ରୁଷୀୟ ସୈନ୍ୟ ବୋମାମାଡ଼ କରିଥିଲେ। ଏଥିରେ ଶହ…

ପଞ୍ଜାବ ସରକାରରେ ଏକମାତ୍ର ମହିଳା ମନ୍ତ୍ରୀ ନିର୍ବାଚନ ପ୍ରଚାର ସମୟରେ କରୁଥିଲେ ଜନତାଙ୍କ ସେବା

ଚଣ୍ଡିଗଡ଼,୧୯ ।୩: ପଞ୍ଜାବ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ଏକମାତ୍ର ମହିଳା ମନ୍ତ୍ରୀ ଡାକ୍ତର ବଲଜିତ କୌର । ବଲଜିତ ପେଶାରେ ଜଣେ ଡାକ୍ତର ହୋଇଥିବା ବେଳେ ୧୮ ବର୍ଷ ହେବ ସରକାରୀ ହସ୍ପିଟାଲରେ ରୋଗୀଙ୍କ ସେବା କରି ଆସୁଥିଲେ ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri