ହତ୍ୟା କରି ଥାନାରେ ଆତ୍ମସମର୍ପଣ

ଉମରକୋଟ, ୨୧।୮(ସ୍ବ.ପ୍ର.): ପୂର୍ବ ଶତ୍ରୁତାକୁ ନେଇ ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ରବିବାର ଜଣଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ଓ ଦାଦା ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଘଟଣାରେ ମୃତକଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତକ ହେଲେ ଉମରକୋଟ ସହର ୧ ନଂ. ୱାର୍ଡ ଦର୍ଗାଗୁଡା ଗ୍ରାମର ସମଦାସ ପୂଜାରୀ। ଅଭିଯୁକ୍ତମାନେ ହେଲେ ସମଦାସଙ୍କ ସମ୍ପର୍କୀୟ ଭାଇ ତୁଳାରାମ ପୂଜାରୀ, ଚନ୍ଦନ ପୂଜାରୀ, ଦେବେନ୍ଦ୍ର ପୂଜାରୀ ଓ ଦାଦା ଅର୍ଜୁନ ପୂଜାରୀ। ପୋଲିସ ଏକ ମାମଲା (ନଂ.୩୧୧/୨୨) ରୁଜୁ କରି ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଦୀପକ କୁମାର ଜେନା କହିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ-ମାଓବାଦୀ ଗୁଳି ବିନିମୟ: ଜଣେ ମାଓବାଦୀ ମୃତ

ମାଲକାନଗିରି,୨୫ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାର ଚିନ୍ତାଗୁମ୍ଫା ଅଞ୍ଚଳ ନିକଟ ଜଙ୍ଗଲରେ ରବିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।...

ସମସିଆ ଘେରରେ ଗୋଠୁଗୁଡ଼ା ହାଇସ୍କୁଲ

ଝାରବନ୍ଧ, ୨୦।୨ (ଡି.ଏନ.ଏ)-  ରାଜ୍ୟ ସରକାର ଫିଏକ କିମି ଦୁରିଆଥି ପ୍ରାଇମେରି ସ୍କୁଲ, ୩ କିମିଥି ଏମ୍‌ଇସ୍କୁଲ ଆର ପଁଚେତ୍‌କ ଗୁଟେ ୟୁଜି ହାଇସ୍କୁଲ ଥାପନା...

ଶ୍ୱଶୁରଙ୍କୁ ହତ୍ୟା: ଜ୍ୱାଇଁଙ୍କୁ ଆଜୀବନ ଜେଲ୍‌

ବାରିପଦା ଅଫିସ,୧୨ା୧- ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌(୧) କୋର୍ଟରେ ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ସୁରେଶ ଚନ୍ଦ୍ର...

ନକଲି ମଦ କାରଖାନା ଠାବ, ୨ ଗିରଫ

ସିମୁଳିଆ, ୩୦।୧(ଡି.ଏନ.ଏ.)-କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଦ୍ୱାରା ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ସାହୁଖର୍ଦ୍ଦା ଅଞ୍ଚଳରେ ଚାଲିଥିବା ନକଲି ମଦ କାରଖାନା ଉପରେ ଚଢାଉ...

ମତ୍ସ୍ୟଜୀବୀଙ୍କ ଜାଲରେ ସାଙ୍କୁଚ

ମାଧପୁର, ୭।୧୦: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ ବେଲଦୁଲା ଗ୍ରାମର ଜଣେ ମତ୍ସ୍ୟଜୀବୀ ରବିବାର ମହାନଦୀରୁ ବିରଳ ପ୍ରଜାତିର ସାଙ୍କୁଚ ମାଛ ଧରିବା...

ଘରୁ ମଗାଇ ଖାଉଛନ୍ତି ପ୍ରବାସୀ

ବିଞ୍ଝାରପୁର,୨୫।୫(ଡି.ଏନ୍‌.ଏ.)-ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆଙ୍କୁ ସଙ୍ଗରୋଧ ଗୃହରେ ମେନୁ ହିସାବରେ ଖାଦ୍ୟ ଦିଆଯାଉନି। ପ୍ରାୟ ସବୁଦିନ ବାଇଗଣ ତରକାରୀ ମିଳୁଛି। ଏ ନେଇ ଯେତେ...

ଅନ୍‌ଲାଇନ୍‌ ପାଠପଢ଼ା ନାମକୁ ମାତ୍ର: ବାଦ୍‌ ପଡୁଛନ୍ତି ୬୦ ପ୍ରତିଶତ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୧୯।୭-ମହାମାରୀ କରୋନା ପ୍ରଭାବରେ ଚଳିତବର୍ଷ ଶିକ୍ଷାଦାନ ପ୍ରକ୍ରିୟା ବ୍ୟାହତ ହୋଇଛି। ବାଲେଶ୍ୱର ଜିଲାର ୩ଲକ୍ଷ ୪୫ହଜାର ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ବିଦ୍ୟାଳୟକୁ...

CORONAVIRUS UPDATE: ସୁନ୍ଦରଗଡ଼ ଜିଲାରେ ଆଉ ୪କରୋନା ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼,୨୮।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ମଙ୍ଗଳବାର ପୁଣି ଆଉ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ...

Advertisement
Archives

Model This Week