ଆଣ୍ଟି ଟେରର ଆକ୍ଟରେ ଇମ୍ରାନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

ଇସଲାମାବାଦ,୨୨ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯେ କୌଣସି ସମୟରେ ଗିରଫ ହୋଇ ପାରନ୍ତି । ଆଣ୍ଟି ଟେରର ଆକ୍ଟ ଅନୁଯାୟୀ ଇମ୍ରାନଙ୍କ ବିରୋଧରେ ଆରେଷ୍ଟ ୱାରଣ୍ଟ ଜାରି କରାଯାଇଛି । ଅଗଷ୍ଟ ୨୦ରେ ଇମ୍ରାନ ଖାଁ ଆଇଜି ଓ ଜଣେ ଜଜଙ୍କୁ ଧମକ ଦେଇଥିଲେ । ଆଉ ଏହାପରେ ଇମ୍ରାନଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା ଓ ବିଳମ୍ବିତ ରାତିରେ ଇସଲାମାବାଦର ଆଇଜିଙ୍କ ପକ୍ଷରୁ ଆରେଷ୍ଟ ୱାରଣ୍ଟ ଜାରି କରାଯାଇଥିବା ସୂଚନା ଦିଆଯାଇଥିଲା ।
ପାକିସ୍ତାନର ଏଆରୱାଇ ନ୍ୟୁଜର ସୂଚନା ଅନୁଯାୟୀ, ଶାହ ମହମୁଦ କୁରେଶି (ଉପାଧ୍ୟକ୍ଷ ପାକିସ୍ତାନ ତହରିକ-ଏ-ଇନସାଫ) କହିଛନ୍ତି ପାକିସ୍ତାନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଗିରଫ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଅନ୍ୟପଟେ ଶୁଣିବାକୁ ମିଳିଛି କି ଗିରଫ ହେବା ଭୟରେ ଇମ୍ରାନ ଏବେ କୌଣସି ଅଜ୍ଞାତ ସ୍ଥାନକୁ ଚାଲିଯାଇଛନ୍ତି । ହେଲେ ଦଳ ପକ୍ଷରୁ ଦାବି କରାଯାଇଛି କି ସେ ବନିଗାଲା ସ୍ଥିତ ତାଙ୍କ ଘରେ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ବୁଦ୍ଧି ଶିଖାଇବାକୁ ଭାରତ, ଜାପାନ, ଅଷ୍ଟ୍ରେଲିଆ ସହ କଥା ହେବ ଆମେରିକା!

ଓ୍ବାଶିଂଟନ,୩୦।୮: ଦକ୍ଷିଣ ଚୀନ୍‌ ସାଗରେ ଚାଇନା ତା’ର ଶକ୍ତି ବୃଦ୍ଧି କରି ଚାଲିଥିବା ବେଳେ ଆମେରିକା ଏହାର ମୁକାବିଲା କରିବାକୁ ଏବେଠାରୁ ପ୍ରସ୍ତୁତ ହେଲାଣି। ଏଥିପାଇଁ...

ତାଲିବାନ୍‌ ଶାସନରେ ୯ ଲକ୍ଷରୁ ଅଧିକ ହରାଇଲେଣି ଚାକିରି…

କାବୁଲ, ୧୧।୫ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନ ଫେରିବା ପରଠାରୁ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ଗତ ଅଗଷ୍ଟରେ ତାଲିବାନ...

ଆତଙ୍କବାଦ ନେଇ ଦୁଇ ପ୍ରକାର ମାନଦଣ୍ଡ ଆପଣେଇବା କ୍ଷତିକାରକ, ସୁରକ୍ଷା ପରିଷଦରେ ଭାରତର ଚେତାବନୀ…

ଜେନେଭା, ୧୦।୮ : ବିଶ୍ୱରେ ବୃଦ୍ଧି ପାଉଥିବା ଆତଙ୍କବାଦ କାର୍ଯ୍ୟକଳାପ ନେଇ ଭାରତ ପୁଣିଥରେ ବିଶ୍ୱ ସମୁଦାୟକୁ ଚେତାବନୀ ଦେଇଛି। ମିଳିତ ଜାତିସଂଘରେ ଭାରତର ରାଷ୍ଟ୍ରଦୂତ...

ମୋଷ୍ଟ ଓ୍ବାଣ୍ଟେଡ୍‌ ବାଘ ଶିକାରୀ ଗିରଫ

ଢାକା, ୧।୬: ୨୦ ବର୍ଷରେ ପ୍ରାୟ ୭୦ ବାଘଙ୍କ ଜୀବନ ନେଇଥିବା ମୋଷ୍ଟ ଓ୍ବାଣ୍ଟେଡ୍‌ ଶିକାରୀକୁ ଗିରଫ କରିଛି ବାଂଲାଦେଶ ପୋଲିସ। ‘ହବିବ ଟାଇଗର’ ଭାବେ...

ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି ପାକିସ୍ତାନ: ଜାତିସଂଘରେ ଭାରତର କଡ଼ା ଜବାବ

ଜେନେଭା,୨୮।୯: ପାକିସ୍ତାନ ଆତଙ୍କବାଦୀଙ୍କୁ ପେନସନ୍‌ ଦେଉଛି। ଏନେଇ ଜାତିସଂଘରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଜାତିସଂଘରେ ଥିବା ଭାରତୀୟ ପ୍ରଥମ ସଚିବ ବିଦିଶା ମିଶ୍ରା...

ବାଇଡେନ୍‌ଙ୍କ କୁକୁର ହ୍ବାଇଟ୍‌ ହାଉସ୍‌ରୁ ବିଦା

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୨ କୁକୁର ‘ମେଜର’ ଓ ‘ଚାମ୍ପ’ଙ୍କୁ ହ୍ବାଇଟ୍‌ ହାଉସ୍‌ରୁ ବାହାର କରାଯାଇଛି। ଜଣେ ସିକ୍ୟୁରିଟି ଏଜେଣ୍ଟଙ୍କୁ ମେଜର କାମୁଡ଼ି ଦେବା...

ସମୁଦ୍ର ମଝିରେ ବୋଟ୍‌ରେ ଲାଗିଲା ନିଆଁ, ୭ ମୃତ

ମାନିଲା,୨୩ା୫: ଫିଲିପାଇନ୍ସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୋମବାର ଉତ୍ତର-ପୂର୍ବ ଫିଲିପାଇନ୍ସ ନିକଟରେ ୧୨୦ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ ବୋଟ୍‌ରେ ନିଆଁ ଲାଗିଯାଇଥିଲା।...

ସ୍ଥାନାନ୍ତର ହେବ ଇଣ୍ଡୋନେସିଆ ରାଜଧାନୀ

ଜାକର୍ତ୍ତା,୧୮ା୮: ବିଶ୍ୱ ମାନଚିତ୍ରରୁ ହଜିବାକୁ ଯାଉଛି ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତା। ପରିବେଶ ବିଶେଷଜ୍ଞମାନଙ୍କ ମତରେ ଯଦି ବର୍ତ୍ତମାନ ହାରରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଏ ତେବେ...

Advertisement
Archives

Model This Week