Home Left

ମନ୍ଦିର ରୋଷେଇ ଘରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଉମରକୋଟ, ୨୨।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ଗ୍ରାମରେ ଥିବା ଅଲେଖ ମହିମା ମନ୍ଦିର ପରିସର ନିକଟ ରୋଷେଇଘରୁ ସୋମବାର ସକାଳେ ପ୍ରେମୀ ଯୁଗଳଙ୍କ ଝୁଳନ୍ତା ମୃତଦେହ ମିଳିଛି। ମୃତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଜଗଦୀଶ କଲାରଙ୍କ ପୁଅ…

ସ୍ପେଶିଆଲ ୨୬ ଭଳି ଲୋକଙ୍କୁ ଲୁଟୁଥିଲେ ନକଲି ଆୟକର ଅଧିକାରୀ

ମୁମ୍ବାଇ,୨୨।୮: ଖିଲାଡୀ ବୟ ଅକ୍ଷୟ କୁମାରଙ୍କ ହିନ୍ଦୀ ଫିଲ୍ମ ସ୍ପେଶିଆଲ ୨୬ ଭଳି ଫିଲ୍ମ ଷ୍ଟାଇଲ୍‌ରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ସୋମବାର ମହାରାଷ୍ଟ୍ରର ଚନ୍ଦ୍ରପୁର ବଲ୍ଲାରପୁର ପୋଲିସ ଜଣେ ନକଲି ଆୟକର ଅଧିକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ…

ବର୍ଷାରେ ଧସିଲା କାନ୍ଥ: ଅଳ୍ପକେ ବର୍ତ୍ତିଲେ ପରିବାର

ଜମନକିରା,୨୨।୮: ସମ୍ବଲପୁର ଜିଲା ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ନୂଆଡିହି ଗ୍ରାମରେ ବର୍ଷା ଯୋଗୁ ଘର ଧସି ଯାଇଛି। ତେବେ ଭାଗ୍ୟବଶତଃ ସପରିବାର ଅନ୍ୟ କୋଠରୀ ପଟେ ଥିବାରୁ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସେହି ଘରେ କୁଞ୍ଜବନ କୁମୂରା(୪୫) ନିଜ…

ଫୁଟସାଲ ଦଳର ଜର୍ସି ଉନ୍ମୋଚିତ

ଟିଟିଲାଗଡ଼,୨୨ା୮(ଡି.ଏନ.ଏ.): ମହାରାଷ୍ଟ୍ରର ନାସିକସ୍ଥିତ ଡିଭିଜିନାଲ ସ୍ପୋଟର୍‌ସ କମ୍ପ୍ଲେକ୍ସ ପରିସରରେ ଆସନ୍ତା ୨୬ରୁ ୨୯ ପର୍ଯ୍ୟନ୍ତ ଇନ୍‌ଡୋର ୟୁରୋପିଆନ ଗେମ୍‌ର ପଞ୍ଚମ ଫୁଟସାଲ ଜାତୀୟ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଓଡିଶାରୁ ୧୨ଜଣିଆ ଦଳ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ସୋମବାର…

ବନ୍ୟା ଜଳରେ ବୁଡ଼ିଗଲେ ନାବାଳକ: ୩ଘଣ୍ଟା ପରେ ମିଳିଲା ମୃତଦେହ

ବସ୍ତା/ରୂପସା,୨୨।୮(ଡି.ଏନ.ଏ.)- ବାଲେଶ୍ୱର ଜିଲାରେ ବନ୍ୟା ବିଭୀଷିକା ଦେଖାଦେଇଥିବା ବେଳେ ବସ୍ତା ଥାନା ପଳାସିଆ ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି। ଜଳକା ନଦୀର ଶାଖା ମଟକାଶୋଳ ନଦୀ ପାଖକୁ ଗାଈ ଆଣିବାକୁ ଯାଇଥିବା ଜଣେ ନାବାଳକ ବନ୍ୟାଜଳରେ ବୁଡ଼ି ପ୍ରାଣ…

ସ୍ବାମୀଙ୍କ ଚିକିତ୍ସା ପାଇଁ ଆସିଥିଲେ ଏମ୍‌କେସିଜି: ଶୋଇଥିଲା ବେଳେ ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୨ା୮: ଏମ୍‌କେସିଜି ହସ୍ପିଟାଲ ମେଡିସିନ ୱାର୍ଡରୁ ଜଣେ ମହିଳାଙ୍କ ଭ୍ୟାନିଟିରୁ ଟଙ୍କା, ବିଭିନ୍ନ କାଗଜପତ୍ର ସହ ମୋବାଇଲ ଚୋରି ହୋଇଛି। ଏନେଇ ସେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ.୨୯୦/୨୨) ରୁଜୁ କରିଛି। ଲୁଟେରାଙ୍କୁ…

ବିଲରୁ ଘରକୁ ଫେରିବା ବେଳେ ଚାହିଁ ରହିଥିଲା ବିପଦ

ଜଳେଶ୍ବର,୨୨।୮(ଡି.ଏନ୍‌.ଏ.): ବିଲରୁ ଘରକୁ ଫେରୁଥିବା ବେଳେ ଭାସିଗଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳ ଜଳକା ନଦୀର ଶାଖା ନଦୀ ବନ୍ୟା ପାଣିରେ। ନାବାଳକ ଜଣକ ହେଲେ ପଳାସିଆ ଗ୍ରାମର ଜନ୍ମଜୟ ମହାପାତ୍ର (୧୩)।…

ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ୪ ମୃତ

ଗୁରୁଗ୍ରାମ,୨୨।୮: ହରିୟାଣାର ଗୁରୁଗ୍ରାମ-ଫାରୁଖନଗର ରାସ୍ତାରେ ଥିବା ଖେଟାୱାସ ଗ୍ରାମ ନିକଟ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ବସ୍‌-କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାର୍‌ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ…

ଏଏପିର ଗୁଜରାଟ ମିଶନ: ଛୁଟୁଛି ପ୍ରତିଶ୍ରୁତିର ସୁଅ

ଅହମ୍ମଦାବାଦ,୨୨।୮: ଗୁଜରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ସରଗରମ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟରେ ସରକାର ଗଠନ କରିବା ପାଇଁ ଏବେଠୁ କସରତ କରୁଛି। ଇତିମଧ୍ୟରେ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ଗଞ୍ଜାମରେ ବଢୁଛି ପରିବା ଦର

ଗଞ୍ଜାମ,୨୨ା୮(ଡି.ଏନ.ଏ.): ଗତ କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ବ୍ୟାପକ ଫସଲ କ୍ଷତି ହୋଇଥିବା ଜଣାପଡିଛି। ବିଶେଷ କରି ଧାନ ଓ ପନିପରିବା ବର୍ଷା ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଫସଲ ଆମଦାନୀ ସମୟରେ…

ଶିଆଳି ପତ୍ର ତୋଳିବାକୁ ଯାଇଥିଲେ, ଝାମ୍ପିଲା ଭାଲୁ

ବାଲିଗୁଡ଼ା,୨୨।୮:(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଭାଲୁ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଓ ଝିଅ ଆହତ ହୋଇଛନ୍ତି । ସକାଳୁ ବାଞ୍ଛା ମଲିକ, ସ୍ତ୍ରୀ ବୁଡାଳି…

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ପାଇଁ ସିଭିଲ ସୋସାଇଟିର ପ୍ରତିନିଧଙ୍କ ସହ ହେଲା ବୈଠକ

ନୂଆଦିଲ୍ଲୀ,୨୨ ।୮: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ପାଇଁ ଦିଲ୍ଲୀର କନଷ୍ଟିଚ୍ୟୁଏଶନ କ୍ଲବ ଅଫ୍ ଇଣ୍ଡିଆରେ ସାରା ଦେଶର ସିଭିଲ ସୋସାଇଟିର ପ୍ରତିନିଧି ଓ ବଡ ବଡ ବ୍ୟକ୍ତି ବିଶେଷଙ୍କ ସହ ବୈଠକ ହୋଇଛି । ଏହି ବୈଠକରେ କଂଗ୍ରେସ ଏମ୍‌ପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?