Home Left

ଜାଣନ୍ତୁ ‘ଭୁଲ ଭୁଲେୟା-୨’ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଟଙ୍କା ନେଇଛନ୍ତି

ବହୁ ପ୍ରତୀକ୍ଷିତ ଫିଲ୍ମ‘ଭୁଲ ଭୁଲେୟା-୨’ ଆସନ୍ତା ମେ’ ୨୦ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମଟି ଅକ୍ଷୟ କୁମାରଙ୍କ ସୁପରହିଟ୍‌ ଫିଲ୍ମ ଭୁଲ ଭୁଲେୟାର ଏକ ସିକ୍ୱେଲ। ତେବେ ଏହି ଫିଲ୍ମ ପାଇଁ କେଉଁ ଷ୍ଟାରକାଷ୍ଟ କେତେ ଟଙ୍କା ନେଇଛନ୍ତି, ଜାଣିଲେ ଆଶ୍ଚର୍ଯ୍ୟ…

ଜେଲ୍‌ରୁ ମୁକୁଳିବା ପରେ ହସ୍ପିଟାଲ ଗଲେ ନବନୀତ

ମୁମ୍ବାଇ,୫।୫: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଦୀର୍ଘ ୧୨ ଦିନ ପରେ ଗୁରୁବାର ଜେଲ୍‌ରୁ ମୁକୁଳିଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସମୟ ପୂର୍ବରୁ ସେ ଜେଲ୍‌ରୁ ମୁକୁଳିଥିବା ଜଣାପଡ଼ିଛି। ତେବେ ଗୁରୁବାର ସନ୍ଧ୍ୟାରେ…

ଧୋନୀ-ରୋହିତ ପ୍ଲେ-ଅଫ୍‌ ଦୌଡ଼ରୁ ବାହାର ! ଟପ୍‌-୪ ଦୌଡ଼ରେ…

ମୁମ୍ବାଇ,୫।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)୨୦୨୨ରେ ଏଯାବତ ୪୯ ମ୍ୟାଚ୍‌ ଖେଳା ସରିଛି। ଦଳଗୁଡ଼ିକର ପ୍ରଦର୍ଶନ ଅନୁଯାୟୀ ପ୍ଲେ ଅଫ୍‌ ପାଇଁ ୮ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବିଶେଷକରି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ…

କିମ୍‌ଙ୍କ ନୂଆ ନିୟମ: ଟାଇଟ୍‌ ପ୍ୟାଣ୍ଟ୍‌ ପିନ୍ଧିଲେ ମିଳିବ ଏମିତି ଦଣ୍ଡ

ଉତ୍ତର କୋରିଆ ହେଉଛି ବିଶ୍ୱର ସବୁଠାରୁ ଗୁପ୍ତ ଦେଶ। ଏଠାରେ ସବୁକିଛି ଏକଛତ୍ରବାଦୀ ଶାସକ କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏଭଳି ପରିସ୍ଥିତିରେ ଏକଛତ୍ରବାଦୀ ଶାସନର ଇଚ୍ଛା ବିରୋଧରେ ଦେଶର କୌଣସି ସୂଚନା ବାହାରକୁ ଆସିପାରିବ ନାହିଁ। ଏହି ଏକଛତ୍ରବାଦୀ ଶାସକ…

ସଂଘାଇ ପରେ ଏବେ ବେଜିଂ ପାଳି: ହେବ ଲକ୍‌ଡାଉନ

ବେଜିଂ,୫।୫: ଗୋଟିଏ ପଟେ ସାରା ବିଶ୍ୱରେ ଯେଉଁଠି କରୋନା ନିୟନ୍ତ୍ରଣରେ ଆସୁଥିବା ବେଳେ କିନ୍ତୁ ଏନ୍ତୁଡିଶାଳ କୁହାଯାଉଥିବା ଚାଇନାର ସ୍ଥିତି ଏବେ ଅଣାୟତ୍ତ ହେବାରେ ଲାଗିଛି। ଚାଇନାର ସଂଘାଇ ପରେ ଏବେ ରାଜଧାନୀ ବେଜିଂରେ କରୋନା ପ୍ରକୋପ ବଢ଼ିବାରେ ଲାଗିଛି। କରୋନା…

୧୨ ରୁଷିଆ ଜେନେରାଲଙ୍କୁ ହତ୍ୟା କରିଥିବା ଦାବି କଲା ୟୁକ୍ରେନ

କ୍ୱିଭ୍‌,୫।୫: ଦୁଇ ମାସରୁ ଅଧିକ ସମୟ ଧରି ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆର ଆକ୍ରମଣରେ ୟୁକ୍ରେନର ଅନେକ ସହର ଧ୍ୱଂସ ହୋଇଥିବା ବେଳେ ଏହି ଯୁଦ୍ଧରେ ବହୁ ସଂଖ୍ୟକ ସୈନ୍ୟ ଏବଂ ସାଧାରଣ ନାଗରିକ ନିଜର…

‘ଆମେ ନେବୁନି କି କାହାକୁ ନେବାକୁ ଦେବୁନି’

ଛତ୍ରପୁର,୫।୫(ଡି.ଏନ୍‌.ଏ. )- ଗଞ୍ଜାମ ଜ଼ିଲା ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା, ଉପାଧ୍ୟକ୍ଷା ଓ କାଉନସିଲରମାନଙ୍କୁ ଗୁରୁବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ବିକାଶର ମନ୍ତ୍ର ଦେଇଛନ୍ତି। ‘ଆମେ ନେବୁନି କାହାକୁ ନେବାକୁ ଦେବୁନି’ ଏହି ନୀତିରେ ଚାଲିବାକୁ ଜ଼ିଲାପାଳ ଉପସ୍ଥିତ କାଉନସିଲରମାନଙ୍କୁ ପରାମର୍ଶ…

ବ୍ରହ୍ମପୁର ବଜାରରେ ଆଳୁ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ,୫।୫: ଗରିବଠାରୁ ଧନୀ ପ୍ରତ୍ୟେକ ଶ୍ରେଣୀର ପ୍ରତି ବୟସର ଲୋକଙ୍କ ଖାଦ୍ୟରେ ନିୟମିତ ବ୍ୟବହୃତ ହେଉଥିବା ପରିବା ହେଉଛି ଆଳୁ। କିନ୍ତୁ ବ୍ରହ୍ମପୁର ବଜାରରେ ବର୍ତ୍ତମାନ ଆଳୁର ଚଢ଼ା ଦର ଶୁଣି ଗ୍ରାହକଙ୍କୁ ଝଟକା ଲାଗୁଛି। କିଛି ଜାଗାରେ ପାଇକାରୀ…

ଡ୍ରୋନ୍‌ ସାହାଯ୍ୟରେ ଆଇସ୍‌କ୍ରିମ୍‌ ଡେଲିଭରି: ଏହି ଦୁଇ ସହରରେ ଆରମ୍ଭ ହୋଇଛି ସେବା

ଆକାଶରେ କିମ୍ବା ଘରର ଛାତ ଉପରେ ଡ୍ରୋନ୍‌ ଉଡୁଥିବାର ନିଶ୍ଚିତ ଦେଖିଥିବେ। ଏହି ଡ୍ରୋନ୍‌ ସହାୟତାରେ ଅନେକ ସ୍ଥାନରେ ଗୋପନୀୟ ଫଟୋ ଉଠାଯାଏ। ଏହା ଦ୍ୱାରା ଆତଙ୍କବାଦୀ ଆକ୍ରମଣ ବି ହୋଇଥାଏ। ମାତ୍ର କିଛି ଡ୍ରୋନ୍‌କୁ ଏବେ ସାମଗ୍ରୀ ପଠାଇବାରେ ବ୍ୟବହାର…

ବିକିଙ୍କୁ ଛୁଇଁବା ମାତ୍ରେ ଯୁବତୀଙ୍କ ଆଖିରେ ଆସିଗଲା ଲୁହ

ବଲିଉଡ ଅଭିନେତା ବିକି କୌଶଲ ନିଜ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ବିକିଙ୍କ ଝଲକ୍‌ ଟିକେ ପାଇବାକୁ ପ୍ରଶଂସକ ଅପେକ୍ଷା କରିଥାନ୍ତି। ନିକଟରେ ଜଣେ ଯୁବତୀ ବିକିଙ୍କୁ ଦେଖି ଭାବପ୍ରବଣ ହୋଇପଡିଥିଲେ। ଏହାର ଭିଡିଓ ସୋସିଆଲ…

ବ୍ରଜରାଜନଗର ଷ୍ଟେଶନରେ ରେଳରୋକୋ, ଉଭୟ ପାର୍ଶ୍ୱରେ ଅଟକି ରହିଛି ଟ୍ରେନ୍‌

ଝାରସୁଗୁଡା ଅଫିସ,୫।୫: ରେଳ ରହଣି ଦାବିରେ ସ୍ଥାନୀୟ ନାଗରିକ କମିଟି ତରଫରୁ ଗୁରୁବାର ସକାଳ ୬ଟାରୁ ବ୍ରଜରାଜନଗର ଷ୍ଟେଶନରେ ରେଳରୋକୋ ଆରମ୍ଭ ହୋଇଛି। ଶତାଧିକ ଆନ୍ଦୋଳନକାରୀ ରେଳଧାରଣା ଉପରେ ଟେଣ୍ଡ ପକାଇ ବସି ରହିଛନ୍ତି। ଫଳରେ କେତେକ ଯାତ୍ରୀବାହୀ ଟ୍ରେନ୍‌ ଓ…

ହଠାତ୍‌ ଫାଟିଲା ଜେସିବି ଟାୟାର, ଚାଲିଗଲା ୨ ଜୀବନ

ରାୟପୁର,୫।୫: ଛତିଶଗଡର ରାୟପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜେସିବି ଟାୟାର୍‌ରେ ପମ୍ପ ଦିଆଯାଉଥିବାବେଳେ ତାହା ହଠାତ୍‌ ଫାଟିବାରୁ ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ କର୍ମଚାରୀଙ୍କ ନାମ ରାଜପାଲ ଏବଂ ପ୍ରାଞ୍ଜନ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri