ଏଫବିଆଇର ସୂଚନା: ଟ୍ରମ୍ପଙ୍କ ଫ୍ଲୋରିଡା ଘରେ ଚଢାଉ ପରେ ମିଳିଥିବା ୧୫ ବକ୍ସ ମଧ୍ୟରୁ ୧୪ଟିରୁ ଆମେରିକା ସୁରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଜବତ

ୱାଶିଂଟନ,୨୭ ।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘରେ କିଛିଦିନ ତଳେ ଏଫବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମୟରେ ଏଫବିଆଇକୁ ୧୫ଟି ବକ୍ସ ମିଳିଥିଲା । ଏଥିମଧ୍ୟରୁ ୧୪ଟିରୁ ଆମେରିକା ସୁରକ୍ଷା ସମ୍ପର୍କିତ ସିକ୍ରେଟ ଡକ୍ୟୁମେଣ୍ଟସ ଜବତ କରାଯାଇଥିବା ଏବେ ଏଫବିଆଇ ସୂଚନା ଦେଇଛି । ଏଫବିଆଇ ଶୁକ୍ରବାର ଏକ ଶପଥପତ୍ର ଜାରି କରି ଡୋନାଲ୍ଡ ଟ୍ରମ୍ପଙ୍କ ‘ମାର-ଏ-ଲାଗୋ ରିସର୍ଟ’ରେ ହୋଇଥିବା ଚଢାଉକୁ ନେଇ ସ୍ପଷ୍ଟିକରଣ ଦେଇଛି । ୩୪ ପୃଷ୍ଠାର ଶପଥପତ୍ରରେ ଆପରାଧିକ ଯାଞ୍ଚ ସମ୍ପର୍କିତ ଅନେକ ସୂଚନା ଦିଆଯାଇଛି ।
ଏଫବିଆଇ କହିଛି ଡୋନାଲ୍ଡ ଟ୍ରମ୍ପ ତାଙ୍କ ମାର-ଏ-ଲାଗୋ ରିସର୍ଟରେ ଡଜନ ଗୋପନୀୟ ତଥ୍ୟ ରଖିଥିଲେ ଯେଉଁଥିରେ ଟପ୍ ସିକ୍ରେଟ ଗୁଇନ୍ଦା ତଥ୍ୟ ବି ସାମିଲ ଅଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ୍‌ ଦେଲେ ୫ ଲକ୍ଷ ହଂକଂବାସୀ

ହଂକଂ,୧୩ା୭: ଚାଇନା ପକ୍ଷରୁ ହଂକଂରେ ଲାଗୁ ହୋଇଥିବା ନୂତନ ସୁରକ୍ଷା ଆଇନକୁ ସେଠାରେ ଜୋର୍‌ଦାର ବିରୋଧ କରାଯାଇଛି। ଲକ୍ଷାଧିକ ହଂକଂ ନାଗରିକ ଚାଇନାର ଏହି ଆଇନ...

ଚାଇନା ବାୟୁସୀମାରେ ଆମେରିକା ଗୁପ୍ତଚର ବିମାନ

ବେଜିଂ, ୨୭।୮: ସମରାଭ୍ୟାସ ବେଳେ ଆମେରିକା ସୈନ୍ୟବାହିନୀର ଏକ ବିମାନ ଚାଇନା ବାୟୁସୀମା ମଧ୍ୟରେ ପ୍ରବେଶ କରିବାରୁ ବେଜିଂ ପ୍ରତିବାଦ ଜଣାଇଛି। ଏଭଳି କାର୍ଯ୍ୟ ଉତ୍ତେଜନା...

୧୦ ଦିନରେ ନିର୍ମାଣ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ବେଜିଂ,୩।୨: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ମୃତ୍ୟୁ ଘଟଣା କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ଘଟିଛି।...

ହିଜାବ ବିବାଦ ମଧ୍ୟକୁ ଲମ୍ଫ ମାରିଲା ପାକିସ୍ତାନ, ମରିୟମ କଲେ ଟୁଇଟ୍‌

ଇସଲାମାବାଦ,୧୦ ।୨: କର୍ନାଟକ ଉଡୁପି ଜିଲାର ଏକ ସରକାରୀ କଲେଜରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଦେଶର କିଛି ରାଜ୍ୟକୁ ବ୍ୟାପିଲାଣି । ପାକିସ୍ତାନ...

‘ଭାରତ ନିକଟରେ ପାକିସ୍ତାନ ବିଭାଜନ ଯୋଜନା’

ଇସଲାମାବାଦ,୩ା୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏକ ବିବାଦୀୟ ବିବୃତ୍ତି ଦେଇ ସେ ଏହି ଚର୍ଚ୍ଚାକୁ ଆସିଛନ୍ତି। ଯାହାକୁ...

ସପ୍ତାହରେ ୪ଦିନ କାମ: ପରିଣାମ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମାଲିକ

ସରକାରୀ ହେଉ କି ବେସରକାରୀ କମ୍ପାନୀଗୁଡିକରେ କାମ କରୁଥିବା କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ସାପ୍ତାହିକ ଛୁଟି ମିଳିଥାଏ। ଆଜିକାଲି ବେସରକାରୀ କମ୍ପାନୀଗୁଡିକରେ କାର୍ଯ୍ୟ ଏତେ...

ଅଧିକ ସୁନ୍ଦରୀ ହୋଇଥିବାରୁ ପଦରୁ ଇସ୍ତଫା ଦେବାକୁ କରାଯାଉଛି ବାଧ୍ୟ

ଅଧିକ ସୁନ୍ଦରୀ ହେବା ମଧ୍ୟ ଚିନ୍ତାର କାରଣ ହୋଇପାରେ। ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏଭଳି ଏକ ଘଟଣା ରୋମାନିଆରେ ଘଟିଛି। ରୋମାନିଆର...

ବ୍ରିଫ୍‌କେସ୍‌କୁ ବିବାହ କଲେ ଏହି ଯୁବତୀ: ପ୍ରେମକାହାଣୀ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅନେକ ରୋଚକ ପ୍ରେମ କାହାଣୀ ବିଷୟରେ ଆପଣ ଜାଣିଥିବେ ଏବଂ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଥିବା ଏହି ପ୍ରେମ କାହାଣୀ ସମ୍ପୂର୍ଣ୍ଣ...

Advertisement
Archives

Model This Week