ସ୍ତ୍ରୀଙ୍କୁ ଭାଉଜ, ଝିଅକୁ ଝିଆରୀ କହୁଥିଲେ ପ୍ରେମିକ: ଧାରଣା ଦେଲେ ଗର୍ଭବତୀ ପ୍ରେମିକା
ପାପଡ଼ାହାଣ୍ଡି,୧୮ା୫(ଡି.ଏନ୍.ଏ.): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ୭ ବର୍ଷ ହେଲା ପ୍ରେମିକାଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ। ଏବେ ପ୍ରେମିକା ୭ ମାସର ଗର୍ଭବତୀ ହେବା ପରେ ହାତ ଛାଡ଼ି ଦେଇଛନ୍ତି ପ୍ରେମିକ ଜଣକ। ସେପଟେ ଗର୍ଭବତୀ ଯୁବତୀଙ୍କୁ ଘରେ ପୂରାଉ…
ବଳଦ ଖୋଜିବାକୁ ଯାଇ ହାତୀ ହାବୁଡ଼ରେ ପଡ଼ିଲେ ବୃଦ୍ଧ, ମୃତ୍ୟୁ ପୂର୍ବରୁ କହିଲେ ଶୁଣ୍ଢରେ ଟେକି କଚାଡ଼ିଲା
କେନ୍ଦୁଝର,୧୮ା୫(ସ୍ବ.ପ୍ର.): ତେଲକୋଇ ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ନିଧିଆ ନାୟକ (୬୫)। ତାଙ୍କ ଘର କୁଲାଡେରା ଗ୍ରାମରେ ବୋଲି ଜଣାପଡ଼ିଛି।ତାଙ୍କର ଏକ ବଳଦ ହଜିଯିବାରୁ ମଙ୍ଗଳବାର ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ। ରାତି ହୋଇଯିବାରୁ…
କଂଗ୍ରେସ ଅଧ୍ୟକ୍ଷ ପାଇଁ କାର୍ଯ୍ୟକର୍ତ୍ତାଙ୍କ ପ୍ରଥମ ପସନ୍ଦ ରାହୁଲ ଗାନ୍ଧୀ
ଥିରୁଭାନନ୍ତପୁରମ୍,୧୮।୫: ନିକଟରେ କଂଗ୍ରେସ ଦଳର ଚିନ୍ତନ ଶିବିର ରାଜସ୍ଥାନରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଦଳରେ ଅନେକ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପ ପାରିତ ହୋଇଥିଲା। ସେଥିମଧ୍ୟରେ ପାର୍ଟିରେ ୫୦ ପ୍ରତିଶତ ପଦବୀ ଯୁବକମାନଙ୍କୁ ଦିଆଯିବା ନେଇ ଏକ ପ୍ରସ୍ତାବ ମଧ୍ୟ…
ଇଣ୍ଡିଗୋର ନୂଆ ସିଇଓ ହେଲେ ପିଟର ଏଲବର୍ସ
ନୂଆଦିଲ୍ଲୀ,୧୮।୫: ଇଣ୍ଡିଗୋର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ପିଟର ଏଲବର୍ସଙ୍କୁ ନିଯୁକ୍ତି ମିଳିଛି। ଅନୁମୋଦନ ପରେ ଆସନ୍ତା ଅକ୍ଟୋବର ୧ କିମ୍ବା ପୂର୍ବରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ। ତେବେ ଏଲବର୍ସ ୨୦୧୪ରୁ କେଏଲ୍ଏମ୍ ରୟାଲ ଡଚ୍…
କର ବା ମର ମ୍ୟାଚ୍ରେ ଟସ୍ ହାରିଲା କୋଲକତା
ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ୬୬ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଲକ୍ଷ୍ନୌ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ ଉଭୟ ଦଳର ଶେଷ ଲିଗ୍ ମ୍ୟାଚ ଏବଂ…
ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୫ ଆକ୍ରାନ୍ତ
ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୯,୦୪୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ମିଛ କହି ଧରାପଡ଼ିଲେ
ମୁମ୍ବାଇ: ପୁଣି ବିବାଦରେ ଫସିଲେ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ନାଡିଜ୍। ବଲିଉଡର ଦବଙ୍ଗ ଖାନ୍ ସଲମାନଙ୍କ ନାଁ ନେଇ ମିଛ କହୁଥିବା ବେଳେ ସେ ଧରାପଡ଼ିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କ ମିଛ ଧରିଛି। ଫଳରେ ସେ ବିଦେଶ ଯିବା ପାଇଁ କରିଥିବା ଆବେଦନକୁ…
ଇସ୍ତଫା ଦେବା ପରେ ଭାଇରାଲ ହେଉଛି ହାର୍ଦ୍ଦିକଙ୍କ ପୁରୁଣା ଟୁଇଟ୍
ଗାନ୍ଧିନଗର,୧୮ ।୫: ଗୁଜରାଟରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । ରାଜ୍ୟରେ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଥିବା ହାର୍ଦ୍ଦିକ ପଟେଲ ବୁଧବାର ଇସ୍ତଫା ଦେଇଛନ୍ତି । ଏହି ଖବର ସେ ନିଜେ ଟୁଇଟ କରି ଜଣାଇଛନ୍ତି…
ସିଏସ୍କେକୁ ଚିଠି ଲେଖିଲେ ୧୬ ବର୍ଷର ବାଳକ, ଧୋନୀ ହେଲେ ଭାବପ୍ରବଣ
ମୁମ୍ବାଇ,୧୮।୫: ଆଇପିଏଲ୍ ୨୦୨୨ରେ ଏପର୍ଯ୍ୟନ୍ତ ୬୫ଟି ମ୍ୟାଚ ଖେଳାଯାଇଛି। ଗୁଜରାଟ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଚାରିଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ ଦୌଡ଼ରୁ ବାଦ ପଡିଛନ୍ତି। ଚେନ୍ନାଇ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳିଛି ଏବଂ…
ଲଭ ଆଡିକ୍ଟେଡ ଶର୍ଲି ସେତିଆ
ମୁମ୍ବାଇ: କ୍ୟୁଟ, ବବଲି ଆଉ ଚାର୍ମିଙ୍ଗ.. । ଫିଲ୍ମ ନିକମ୍ମା ଟ୍ରେଲରରେ ଲିଡ ଅଭିନେତ୍ରୀ ଶର୍ଲି ସେତିଆଙ୍କୁ ଦେଖିଲେ ଯେ କେହି ତାଙ୍କ କ୍ୟୁଟନେସର ଦିୱାନା ପାଲଟି ଯିବେ । ଶର୍ଲିଙ୍କୁ ନିକମ୍ମା ଟ୍ରେଲରରେ ବହୁତ ନୋଟିସ କରାଯାଉଛି । ଅଭିନେତ୍ରୀଙ୍କ…
ସବୁଠାରୁ ମହଙ୍ଗା ଖେଳାଳି, ହେଲେ ପୁରା ସିଜନରେ ଫ୍ଲପ୍
ମୁମ୍ବାଇ,୧୮।୫: ଚଳିତ ଆଇପିଏଲ୍ ୨୦୨୨ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଇଶାନ କିଶନ। ମୁମ୍ବାଇ ଇଣ୍ଡିଆନ୍ସ ଏହି ଯୁବ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ୧୫ କୋଟି ୨୫ ଲକ୍ଷ ଦେଇ କିଣିଥିଲା। ହେଲେ ଟୁର୍ନାମେଣ୍ଟ ଶେଷ ପର୍ଯ୍ୟନ୍ତ ସେ ଭଲ ପ୍ରଦର୍ଶନ…
ଟାଇଟନିକ୍ ପୋଜ୍ରେ ଶୁଟିଂ କରୁଥିଲେ ପ୍ରେମୀଯୁଗଳ, ପରେ ଯାହା ଘଟିଲା…
୧୯୯୭ରେ ହଲିଉଡ୍ ଫିଲ୍ମ ‘ଟାଇଟନିକ୍’ ସମ୍ପର୍କରେ କିଏ ବା ନ ଜାଣିଛି। ଏହି ଫିଲ୍ମ ସେତେବେଳେ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା। ଫିଲ୍ମଟି ଯୁବପିଢ଼ିଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏଥିରେ କିଛି ରୋମାଣ୍ଟିକ୍ ସିନ୍ ବା ଦୃଶ୍ୟ ଥିଲା। ସେଥିମଧ୍ୟରୁ…
Archives


