ଆଜି ଧାମନଗର ଏନ୍ଏସିର ୬ଟି ବୁଥ୍ରେ ହେବ ମତଦାନ
ଭଦ୍ରକ ଅଫିସ,୫।୪: ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ୪ଟି ଓ୍ବାର୍ଡର ୬ଟି ବୁଥ୍ରେ ମଙ୍ଗଳବାର ସାନି ମତଦାନ ହେବ । ଏହି ମତଦାନ ଅପରାହ୍ନ ୪ଟା ଯାଏ ଚାଲିବ। ୨ ନମ୍ବର ଓ୍ବାର୍ଡର ୩ ନମ୍ବର ବୁଥ୍, ୫…
ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ରକ୍ଷା କଲେ ପୋଲିସ କନଷ୍ଟେବଳ
କରୌଲି,୫।୪: କୁହାଯାଏ ଯେ ଏକ ଫଟୋ ହଜାରେ ଶବ୍ଦ ବୟାନ କରେ। ରାଜସ୍ଥାନର କରୌଲିରେ ହୋଇଥିବା ହିଂସା ମଧ୍ୟରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ ହୁତୁ ହୁତୁ ନିଆଁ ମଧ୍ୟରେ ଜଣେ କନଷ୍ଟେବଳଙ୍କ କାନ୍ଧରେ କୁନି ଝିଅ…
‘ଆର୍ଆର୍ଆର୍’ର ସଫଳତା ପାଇଁ ସୁନା ମୁଦ୍ରା ବାଣ୍ଟିଲେ ଅଭିନେତା
ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମ‘ଆର୍ଆର୍ଆର୍’ ରିଲିଜ ହେବା ଦିନଠାରୁ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଫିଲ୍ମଟି ୧୦ ଦିନରେ ୧୦୦୦ କୋଟିରୁ ଅଧିକ ସଂଗ୍ରହ କରିଥିବା ଜଣାପଡିଛି। ଫିଲ୍ମରେ ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ଜୁନିୟର ଏନ୍ଟିଆରଙ୍କ…
ସ୍ବାମୀ, ଝିଅଙ୍କୁ ଖୋଜିବାକୁ ବୌଦ୍ଧରେ ଦିଲ୍ଲୀର ମହିଳା
ବୌଦ୍ଧ,୫।୪ (ସ୍ବ.ପ୍ର): ଜଣେ ଓଡ଼ିଆ ଯୁବକଙ୍କ ଦ୍ୱାରା ପ୍ରତାରଣାର ଶିକାର ହେବା ପରେ ସ୍ବାମୀ ଓ ସନ୍ତାନର ସନ୍ଧାନରେ ବୌଦ୍ଧ ଆସି ନିରାଶ ହୋଇ ଫେରିଯାଇଛନ୍ତି ଦିଲ୍ଲୀର ମହିଳା ଆରତୀ। ଓଡ଼ିଶାର ଗଞ୍ଜମ ଜିଲା ଭଞ୍ଜନଗର ନିକଟସ୍ଥ ଏକ ଗ୍ରାମର ସୁବ୍ରତ…
ନିଜେ ନ ଖେଳି କୁକୁରଛୁଆକୁ ଖେଳଉଛି କୁନିପିଲା, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଜିଲା ମୁଖ୍ୟ ଡାକ୍ତରଖାନା ଆଗରେ ଡାକ୍ତରଙ୍କ ପ୍ରତିବାଦ
ସୁନ୍ଦରଗଡ଼,୫।୪(ଡି.ଏନ୍.ଏ.): ରାଜସ୍ଥାନରେ ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତରଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ପୋଲିସ ମିଥ୍ୟା ହତ୍ୟା ମାମଲା ରୁଜୁ ପରେ ଡାକ୍ତର ଜଣକ ନିଜର ସମ୍ମାନ ଓ ପ୍ରତିଷ୍ଠା ହାନୀ ହେବା ଆଶଙ୍କାରେ ଆତ୍ମହତ୍ୟା କରିଛନ୍ତି। ଏହାର ପ୍ରତିବାଦରେ…
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣ…
ଉପହାରରେ ଦେଇଥିବା ଫୋନ ନ ଫେରାଇବାରୁ ଗର୍ଲଫ୍ରେଣ୍ଡଙ୍କୁ ହତ୍ୟା
ପାକୁର,୫।୪: ଉପହାରରେ ଦେଇଥିବା ସ୍ମାର୍ଟ ଫୋନ ଫେରାଇବାକୁ ମନା କରି ଦେବାରୁ ଜଣେ ନାବାଳିକାଙ୍କୁ ହତ୍ୟା କରିଛନ୍ତି ତାଙ୍କ ପୁରୁଷ ବନ୍ଧୁ। ଏଭଳି ଘଟଣା ଝାଡ଼ଖଣ୍ଡର ପାକୁର ଜିଲାରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ମହେଶପୁର ଥାନା ଅଞ୍ଚଳର ବାସିନ୍ଦା ନାବାଳିକା…
ଜ୍ୟାକଲିନଙ୍କ ଇମୋଶନାଲ ପୋଷ୍ଟ
ମୁମ୍ବାଇ: ମହଙ୍ଗା ମାଡରେ ଭାଙ୍ଗି ପଡିଥିବା ଶ୍ରୀଲଙ୍କା ପରିସ୍ଥିତି ଦେଖି ଦୁଃଖ ପ୍ରକାଶ କରିଛନ୍ତି ବଲିଉଡ ନାୟିକା ଜ୍ୟାକଲିନ ଫର୍ନାଡିଜ । ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଲମ୍ବା ଚଉଡା ପୋଷ୍ଟ ଲେଖି ସମସ୍ତଙ୍କୁ ଇମୋଶନାଲ କରି ଦେଇଛନ୍ତି । ସେ…
ହଜାରେ ତଳକୁ ଖସିଲା ସଂକ୍ରମଣ
ନୂଆଦିଲ୍ଲୀ,୫।୪: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୮୧ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ ମାମଲା ଆସିବା…
ଆସିପାରେ ବାହୁବଳୀ-୩
ଏସ୍ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ଅର୍ଆର୍ଆର୍ ବକ୍ସ ଅଫିସରେ ହିଟ୍ ହୋଇଛି। ଫିଲ୍ମକୁ ଦର୍ଶକଙ୍କ ଖୁବ ଭଲ ରେସ୍ପନ୍ସ ମିଳିଥିବା ବେଳେ ଫିଲ୍ମଟି ରେକର୍ଡ ସୃଷ୍ଟି କରିଛି। ଏହି ଭିତରେ ରାଜାମୌଲିଙ୍କର ଫିଲ୍ମ ବାହୁବଳୀ-୩କୁ ନେଇ ଆସିଥିବା ଖବରକୁ ନେଇ ପ୍ରଶଂସକ…
ରୁଷିଆରୁ ଶକ୍ତି ଆମଦାନୀ ଭାରତ ପାଇଁ ହିତକର ନୁହେଁ: ଜେନ ସାକି
ୱାଶିଂଟନ,୫ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୦ ଦିନ ପୂରଣ ହୋଇଯାଇଥିବା ବେଳେ ଏବେ ଏହି ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ଦେଖି ଆମେରିକା ସମେତ ଆଉ କିଛି ଦେଶ ରୁଷିଆ ଉପରେ…
Archives


