Home Left

ପୁଅଙ୍କୁ ଦାମୀ ଗାଡି ଉପହାର ଦେଲେ ସନ୍ନି

ମୁମ୍ବାଇ: ଅଭିନୟକୁ ଭଲ ପାଉଥିବା ସନ୍ନି ଦେୱଲ କିଛିଦିନ ହେବ ବଡ ପରଦାରୁ ଦୂରରେ ଥିଲେ ବି ତାଙ୍କ ଅଭିନୟ ଏବେବି ଦର୍ଶକଙ୍କ ହୃଦୟରେ ବସାବାନ୍ଧିଛି । ଅଭିନେତା ଅଭିନୟକୁ ଯେତିକି ଭଲ ପାଆନ୍ତି ସେମିତି ଭଲ ଭଲ ଦାମୀ ଗାଡି…

ଉପନିର୍ବାଚନ ଜିତିବା ନେଇ କର୍ମୀଙ୍କୁ ପାଠ ପଢ଼ାଇଲେ ଶିକ୍ଷାମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୦।୫: ବ୍ରଜରାଜନଗର ଉପନିର୍ବାଚନ ଆଉ ଦିନ କେଇଟା ଥିବାବେଳେ ଦଳୀୟ ପ୍ରାର୍ଥୀଙ୍କ ବିଜୟକୁ ନେଇ ଦଳୀୟ ନେତୃବୃନ୍ଦ ଜୋରଦାର ରଣନୀତି ଚଳାଇଛନ୍ତି। ଏନେଇ ପ୍ରମୁଖ ଦଳର ନେତା ମାରାଥନ କର୍ମୀ ସମ୍ମିଳନୀ କରିବା ସହିତ ଗାଁକୁ ଗାଁ ବୁଲି ପ୍ରଚାର…

ଅପେକ୍ଷାର ଫଳ ମିଠା, ପୁରୁଣା ରୂପରେ…

ନୂଆଦିଲ୍ଲୀ,୨୦।୫: କଥାରେ ଅଛି ଅପେକ୍ଷାର ଫଳ ମିଠା। ସେଭଳି କିଛି ଘଟିଛି ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କ୍ଷେତ୍ରରେ। ଦୀର୍ଘ ୩ ବର୍ଷ ହେଲା ଫର୍ମରେ ନ ଥିବାକୁ ନେଇ ସମାଲୋଚିତ ହୋଇ ଆସୁଛନ୍ତି ସେ। ବ୍ୟକ୍ତିଗତ ଭାବେ ବିଫଳ…

ପରିବାର ସହ ଯାଉଥିଲେ ଓଲଟିଲା କାର୍‌

ପାପଡ଼ାହାଣ୍ଡି,୨୦।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଧୀନ ୨୬ ନମ୍ବର ଜାତୀୟ ରାଜପଥ ଝିଟକୁଗୁଡା ନିକଟରେ ଶୁକ୍ରବାର ଏକ କାର ଦୁର୍ଘଟଣାଗସ୍ତ ହୋଇ ଓଲଟି ପଡିଥିଲା। ଫଳରେ ଗୋଟିଏ ପରିବାର ୪ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ସୁନାବେଢାର ଭୁବନାନନ୍ଦ ନାୟକ,…

ହୃଦୟ ଜିତିଲା ହିନାଙ୍କ ଗ୍ଲାମର୍‌

ବମ୍ବେ: ‘କାନ୍ସ’ ରେଡ୍‌ କାପ୍ଟେଟ୍‌ରେ ବଲିଉଡ୍‌ ଅଭିନେତ୍ରୀଙ୍କୁ କଡ଼ା ଟକ୍କର ଦେଇ ଚର୍ଚ୍ଚାରେ ଟେଲିପରଦାର ଲୋକପ୍ରିୟ ତାରକା ହିନା ଖାନ୍‌। ୨୦୨୨ରେ ହିନା ନିଜ ଲୁକ୍‌ରେ ସମସ୍ତଙ୍କୁ ମତୁଆଲା କରିଛନ୍ତି। ଏହି ଖାସ୍‌ ଅବସରରେ ସୋଫିଜ୍‌ କାଉଚରଙ୍କ ଅଫ୍‌ ଶୋଲ୍ଡର ଗାଉନ୍‌କୁ…

ସବୁଠାରୁ ଦାମୀ କାର୍ କିଣିଲେ କଙ୍ଗନା, ଲକଜରୀ ସେଡାନ କାର କିଣିବାରେ ପ୍ରଥମ ଭାରତୀୟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ମୁଭି ‘ଧାକଡ’ ରିଲିଜ୍ ହୋଇଛି । ଏଥିରେ କଙ୍ଗନାଙ୍କ ସହ ଅଭିନେତା ଅର୍ଜୁନ ରାମପାଲ ଓ ଦିବ୍ୟା ଦତ୍ତାଙ୍କୁ ଦେଖିବାକୁ ମିଳିଛି । ହେଲେ ଏବେ କଙ୍ଗନା ତାଙ୍କ ମୁଭିକୁ ନେଇ ଯେତିକି…

୧୨ ବର୍ଷ ଡେଟିଂ ପରେ ଜୁଲାଇରେ ପଡ଼ିବ ହାତଗଣ୍ଠି

ବମ୍ବେ: ଦୀର୍ଘ ୧୨ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଏବେ ଆଉ ପାଦେ ଆଗକୁ ବଢ଼ିବ ସମ୍ପର୍କ। ଜୁଲାଇ ୨୧ରେ ବାଜିବ ସାହାନାଇ। ହାତକୁ ଦୁଇ ହାତ ହେବେ ‘ଲକ୍‌ ଅପ୍‌ ଶୋ’ର ଅନ୍ୟତମ ପ୍ରତିଯୋଗୀ ପାୟଲ ରୋହତଗୀ।…

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ

ହାଇଦ୍ରାବାଦ୍‌,୨୦।୫: ୨୦୧୯ର ବହୁ ଚର୍ଚ୍ଚିିତ ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ବି ରମନାଙ୍କ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ପୋଲିସର ଏନ୍‌କାଉଣ୍ଟର ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ସହ…

ଉପନିର୍ବାଚନ ପୂର୍ବରୁ ଭାଜପାକୁ ଝଟ୍‌କା: ଶତାଧିକ କର୍ମୀ ବିଜେଡିରେ

ଝାରସୁଗୁଡା ଅଫିସ,୨୦।୫: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତିଙ୍କୁ ବିଜୟୀ କରିବା ପାଇଁ ଜୋରଦାର ପ୍ରଚାର ଚାଲିଛି। ଏଥିରେ ମନ୍ତ୍ରୀ, ଏମ୍‌ପି, ବିଧାୟକ ଓ ଦଳୀୟ ନେତୃବୃନ୍ଦ ସାଙ୍ଗରେ କର୍ମୀଙ୍କୁ ଧରି ଲାଗିପଡିଛନ୍ତି। ଏଭଳି ସ୍ଥିତିରେ ଦଳର ସୁପ୍ରିମୋ ନବୀନ…

ଥାନାରେ ବିବାହ କଲେ ପ୍ରେମୀଯୁଗଳ

ବରଗଡ଼ ଅଫିସ୍‌,୨୦।୫: ବରଗଡ଼ ସଦର ଥାନାରେ ଗୁରୁବାର ଏକ ପ୍ରେମ ବିବାହ ସମ୍ପନ୍ନ ହୋଇଛି। ବରଗଡ଼ ବ୍ଲକ ଅଧୀନ ରୁହୁନିଆଁ ଗ୍ରାମର ହରିହର ଭୋଇ ଏବଂ ଖୁଣ୍ଟପାଲି ଗ୍ରାମର ଉର୍ମିତା ପ୍ରଧାନ ଫୁଲମାଳ ଦେଇ ପରସ୍ପରକୁ ଜୀବନ ସାଥୀ ଭାବେ ବାଛି…

ରାଜ୍ୟସ୍ତରୀୟ ସୁଇମିଂ ପ୍ରତିଯୋଗିତାରେ ଗଞ୍ଜାମର ୧୧ ପ୍ରତିଯୋଗୀ ମନୋନୀତ

ଛତ୍ରପୁର,୨୦।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ସୁଇମିଂ ପୁଲ୍‌ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ତଥା ବିଭିନ୍ନ ସ୍ଥାନରୁ ୩୦ଜଣ ଖେଳାଳି ୧୦ରୁ ୧୧, ୧୨ରୁ ୧୪ ଏବଂ ୧୫ରୁ ୧୭ ବର୍ଗ ବୟସର…

ମଝି ଆକାଶରେ ବନ୍ଦ ହୋଇଗଲା ଇଞ୍ଜିନ: ଜରୁରୀ ଅବତରଣ କରାଇଲେ ପାଇଲଟ

ମୁମ୍ବାଇ,୨୦।୫: ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ହିଁ ଜରୁରୀ ଅବତରଣ କରିଛି। ଗୁରୁବାର ସକାଳେ ୯ଟା ୪୩ରେ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେଙ୍ଗାଲୁର ପାଇଁ ଏୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri