Home Left

‘କଚ୍ଚା ବାଦାମ’ ପରେ ପ୍ରସିଦ୍ଧ ହେଲେ ଏହି ସ୍ନାକ୍ସ ବିକାଳି

ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯେଉଁଠି ଲୋକେ ରାତାରାତି ପ୍ରସିଦ୍ଧ ହୋଇଯାଆନ୍ତି। କାହାର ଭାଗ୍ୟ କେତେବେଳେ ଏଠି ଉଜ୍ଜ୍ୱଳ ହୋଇଥାଏ ତାହା କହି ହୁଏ ନାହିଁ। ଆପଣଙ୍କର ନିଶ୍ଚିତ ମନେ ଥିବ ଜଣେ ବାଦାମ ବିକାଳି ‘କଚ୍ଚା ବାଦାମ’ ଗୀତ…

୧୦ କୋଟି ଟଙ୍କାର ତିମି ବାନ୍ତି ଜବତ

ଲକ୍ଷ୍ନୌ,୮।୯: ଉତ୍ତରପ୍ରଦେଶ ପୋଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ) ତିମି ବାନ୍ତି ଚୋରା ଚାଲାଣ କରୁଥିବା ଚାରିଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ଏକ ଗ୍ୟାଙ୍ଗ୍‌ର ସଦସ୍ୟ। ଏସଟିଏଫ କହିଛି ଯେ, ଲକ୍ଷ୍ନୌର ଗୋମତିନଗର ଅଞ୍ଚଳରୁ ୪.୧୨୦ କିଲୋଗ୍ରାମ ତିମି ବାନ୍ତି…

ପାକିସ୍ତାନ କ୍ରିକେଟରଙ୍କ ପ୍ରେମରେ ପଡିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା କଛି ନା କିଛ କାରଣ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ହେଲ ସେ ଏଥର ଏମିତି କାମ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ତେବେ ଏଥର ସେ ଚର୍ଚ୍ଚାକୁ…

ଟ୍ରେନ୍‌ରେ ଦେବଦୂତ ସାଜିଲେ ଓଡ଼ିଆ ଡାକ୍ତର

ଭୁବନେଶ୍ୱର, ୮।୯(ବ୍ୟୁରୋ): ଟ୍ରେନ୍‌ରେ ଜଣେ ମହିଳା ଯାତ୍ରୀ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦେବଦୂତ ସାଜିଥିଲେ ଓଡ଼ିଆ ଡାକ୍ତର। ବିନା ସରଞ୍ଜାମରେ ତାଙ୍କର ସଫଳ ତଥା ନିରାପଦ ପ୍ରସବ କରାଇ ଏବେ ସେ ଚର୍ଚ୍ଚାରେ। ମହିଳାଙ୍କର ଏକ କନ୍ୟା ସନ୍ତାନ ହୋଇଥିବାବେଳେ…

ବଜ୍ରପାତରେ ୩ ଜଣଙ୍କ ଜୀବନ ଗଲା

ଲୋଇସିଂହା,୮ା୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଜଡ଼ାମୁଣ୍ଡାରେ ବଜ୍ରପାତ ଘଟି ଜଣେ ନାବାଳକଙ୍କ ସହ ୩ ଜଣଙ୍କ ଜୀବନ ଯାଇଛି। ମୃତକ ହେଲେ ପ୍ରଶାନ୍ତ ମୁଣ୍ଡା(୨୭), କାହ୍ନୁ ତାଣ୍ଡି(୨୦) ଓ ଚନ୍ଦନ ଝାଙ୍କର (୧୨)। ଗୁରୁତର ଅବସ୍ଥାରେ ସେମାନଙ୍କୁ ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ…

ପିତାଙ୍କୁ ବଞ୍ଚାଇବା ପାଇଁ ଭାଲୁ ସହ ଲଢିଲେ ୧୪ ବର୍ଷୀୟା ଝିଅ

ଜୟପୁର,୮।୯: ପିତାଙ୍କୁ ବଞ୍ଚାଇବା ପାଇଁ ଜଣେ ଝିଅ ଭାଲୁ ସହ ଲଢିଛନ୍ତି। ରାଜସ୍ଥାନର ସିରୋହି ଜିଲାର ସିଲଦାର ଗ୍ରାମରେ ଏକ ଭାଲୁ ଚାଷୀ କରମା ରାମ ଚୌଧୁରୀଙ୍କ ଉପରେ ଆକ୍ରମଣ କରିଥିଲା। ଭାଲୁକୁ ଦେଖି କୁକୁରମାନେ ଜୋରରେ ଭୋକିଥିଲେ। ଘରେ ଶୋଇଥିବା…

ଏଥର ଆକର୍ଷଣ ସାଜିବ ଅକ୍ଷରଧାମ ମନ୍ଦିର

ଭୁବନେଶ୍ୱର,୮।୯(ବ୍ୟୁରୋ): ୩୦ବର୍ଷରେ ପହଞ୍ଚତ୍ଛି ରସୁଲଗଡ଼ ଦୁର୍ଗାପୂଜା। ୧୯୯୨ରେ ୧୦ରୁ ୧୫ ହଜାର ଟଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ପୂଜା ୨୦୧୯ରେ ସର୍ବାଧିକ ୮୦ଲକ୍ଷ ଟଙ୍କାରେ ପହଞ୍ଚତ୍ଥିଲା। ତେବେ କୋଭିଡ୍‌ ପରିସ୍ଥିତି ପାଇଁ ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥିବାରୁ ଚଳିତ ବର୍ଷ ପୂଜା…

ଏଫ୍‌-୧୬ ଜେଟ୍‌ର ରକ୍ଷଣା ବେକ୍ଷଣରେ ପାକିସ୍ତାନକୁ ସାହାଯ୍ୟ କରିବ ଆମେରିକା

ୱାଶିଂଟନ,୮ ।୯: ଏଫ୍‌-୧୬ ଯୁଦ୍ଧ ବିମାନର ରକ୍ଷଣା ବେକ୍ଷଣ ପାଇଁ ଆମେରିକା ପାକିସ୍ତାନକୁ ୪୫୦ ମିଲିୟନ ଆମେରିକୀୟ ଡଲାର(୩୬୦୦ କୋଟି ଟଙ୍କା) ସହାୟତା ଅନୁମୋଦନ କରିଛି । ଆମେରିକାର ବୈଦେଶିକ ବିଭାଗ ଏହି ସୂଚନା ଦେଇଛି । ବୈଦଶିକ ବିଭାଗ କହିଛି…

ଗୋଟିଏ ଶୁଖିଲା ପତ୍ର ଭାବି ଦ୍ୱନ୍ଦ୍ୱରେ ପଡିଗଲେ ଲୋକେ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ,ଯାହା ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରେ। ନିକଟରେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଲକ୍ଷ ଲକ୍ଷ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି।…

ପୀଡ଼ିତାଙ୍କ ପରିବାର ପାଇଁ ଦେବଦୂତ ସାଗର

କେନ୍ଦ୍ରାପଡ଼ା ଅଫିସ,୮ା୯: କେନ୍ଦ୍ରାପଡ଼ା ବ୍ଲକ୍‌ କଂସାର ପଞ୍ଚାୟତ ଏଣ୍ଡର ଗ୍ରାମର ସାଗର ଜେନା ଏବେ ଜଣେ ଚର୍ଚ୍ଚିତ ମଣିଷ । ସେ ପୀଡ଼ିତା ଓ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପାଇଁ ଦେବଦୂତ ସାଜିଛନ୍ତି। ସେମାନଙ୍କୁ ନ୍ୟାୟ ଦେବା…

ଏସିଆ କପ୍‌ରେ ଆଜି ଭାରତର ଶେଷ ମ୍ୟାଚ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ

ଦୁବାଇ,୮।୯: ୟୁଏଇରେ ଚାଲିଥିବା ଏସିଆ କପ ୨୦୨୨ରେ ଆଜି ଭାରତ ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହେବେ। ଉଭୟ ଦଳ ଏସିଆ କପ ଫାଇନାଲ ଦୌଡ଼ରୁ ବାଦ୍‌ ପଡିଛନ୍ତି। ଏହି ମ୍ୟାଚ ଉଭୟ ଦଳ ପାଇଁ ଟୁର୍ନାମେଣ୍ଟର ଶେଷ ମ୍ୟାଚ ହୋଇଥିବାରୁ ବିଜୟ…

୯୦ ବର୍ଷରେ ପଦାର୍ପଣ କଲେ ଆଶା ଭୋସଲେ

ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଆଜି ତାଙ୍କର ୯୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୮ ସେପ୍ଟେମ୍ବର ୧୯୩୩ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ। ଆଶା ଭୋସଲେ ପିଲାଦିନରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ। ଏହି କାରଣରୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?