Posted inଫୁରସତ

ମଣିଷ ପିଲା ପରି କ୍ଷୀର ପିଉଛି କୁକୁର, ଭିଡିଓ ଦେଖିଲେ…

କୁକୁର ଏବଂ ମଣିଷ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। କୁକୁରମାନେ ଯେତେ ବଡ଼ ହେଲେ ମଧ୍ୟ ସେମାନେ ନିଜ ମାଲିକଙ୍କ ସାମ୍ନାରେ ସବୁବେଳେ ଛୋଟ ପିଲାଙ୍କ ପରି ବ୍ୟବହାର ଦେଖାଇଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କୁକୁରଟି ମଣିଷ ଛୁଆ ପରି କ୍ଷୀର ବୋତଲ ଧରି କ୍ଷୀର ପିଉଛି।

ପଶୁପକ୍ଷୀଙ୍କ ସମ୍ବନ୍ଧୀୟ କୌତୂହଳପୂର୍ଣ୍ଣ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଶେୟାର ହୋଇଥାଏ। ଏବେ ସେମିତି ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ କୁକୁର ଏକ ବୋତଲରୁ କ୍ଷୀର ପିଉଥିବାର ନଜର ଆସିଛି।

ଭିଡିଓରେ କୁକୁରଟି ଚିତ୍‌ ହୋଇ ଶୋଇଛି ଏବଂ ଚାରି ଗୋଡ଼ରେ ପ୍ଲାଷ୍ଟିକ କ୍ଷୀର ବୋତଲ ଧରିଛି। ଠିକ୍‌ ମଣିଷ ଛୁଆ ପରି କ୍ଷୀର ପିଉଛି। ଯାହା ଦେଖିବା ପରେ ହୃଦୟକୁ ଛୁଇଁଯିବ। କ୍ଷୀର ପିଇବା ସମୟରେ ତା’ର ସୁନ୍ଦର ଚେହେରା ଏବଂ ବୋତଲ ଧରିବା ଷ୍ଟାଇଲ୍‌ ଖୁବ୍‌ ସୁନ୍ଦର।

ଭିଡିଓଟି ୧୫ଲକ୍ଷରୁ ଅଧିକ ଭ୍ୟୁ ପାଇଥିବାବେଳେ ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ମା’ କ୍ଷୀରରୁ ବଞ୍ଚିତ ଥିବାରୁ ପପୁ ବୋତଲ ଧରାଇ ଦିଆଯାଇଛି। ସେହିପରି ଅନ୍ୟ ୟୁଜରମାନେ ବେଶ୍‌ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ କରିଥାନ୍ତି ଏସବୁ ପ୍ରସାଧନ ସାମଗ୍ରୀ…

ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।...

ଜଙ୍ଗଲରେ ୬ ସିଂହୀଙ୍କ ସହ ଆରାମ୍‌ରେ ବୁଲୁଥିଲେ ଯୁବତୀ; ତା’ ପରେ ଯାହା ହେଲା ଦେଖିଲେ…

ଜଙ୍ଗଲର ରାଜା ସିଂହକୁ କିଏ ବା ନ ଡ଼ରେ। ହେଲେ ଯଦି ସିଂହମାନଙ୍କ ଲାଞ୍ଜ ଧରି ଟାଣିବା, ତାଙ୍କ ସହ ବେଶ ଆରାମରେ ବୁଲିବା କଥା...

କନିଆ ପିନ୍ଧିଲେ ଗୁପ୍‌ଚୁପ୍‌ ହାର ଓ ମୁକୁଟ

ଭାରତରେ ଏମିତି କେହି ନ ଥିବେ ଯାହାକୁ ଗୁପ୍‌ଚୁପ୍‌ ଭଲ ଲାଗୁ ନ ଥିବ। ପୁଅ ଝିଅ, ବଡଠୁ ଛୋଟ ସମସ୍ତଙ୍କର ପ୍ରିୟ ଗୁପ୍‌ଚୁପ୍‌। ଏଇ...

ଶ୍ମଶାନରେ ଡ୍ୟୁଟି କରୁଛନ୍ତି ଏହି ପୋଲିସ ଅଧିକାରୀ, ବର୍ତ୍ତମାନ ସୁଦ୍ଧା ୧୧୦୦ ମୃତଦେହ କଲେଣି ସଂସ୍କାର

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଲୋକେ ଖୁବ୍‌ ତୀବ୍ର ବେଗରେ ସଂକ୍ରମିତ ହେଉଛନ୍ତି। ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରି...

ପିଅ ରମ୍‌, ଖାଅ ଅଧାସିଝା ଅଣ୍ଡା, ହେବ ନାହିଁ କରୋନା: କଂଗ୍ରେସ କାଉନସିଲର ବତାଇଲେ ଏହି ଫର୍ମୁଲା

ମାଙ୍ଗାଲୋର ,୧୭।୭-ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଲୋକେ ବି...

ଆଗ୍ନେୟଗିରି ହେବ ଥଣ୍ଡା: ନଳ ଲଗାଇ ଭୂଗର୍ଭକୁ ଛଡ଼ାଯିବ ଥଣ୍ଡାପାଣି

ଓ୍ବାଶିଂଟନ,୬।୪: ଆମେରିକାରେ ଥିବା ୟେଲୋଷ୍ଟୋନ ଆଗ୍ନେୟଗିରିକୁ ଥଣ୍ଡା କରାଯିବା ଲାଗି ନାସାର ବୈଜ୍ଞାନିକମାନେ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରତିବର୍ଷ ଆଗ୍ନେୟଗିରି ରହିଥିବା ଅଞ୍ଚଳରେ ୩୦୦୦ରୁ ଅଧିକ...

ବ୍ରିଟେନ୍‌ରେ ବଢୁଛି ଏସିଡ୍‌ ଆଟାକ୍‌

ବ୍ରିଟେନ୍‌ରେ ଏସିଡ୍‌ ଆତଙ୍କ ବଢୁଛି ବୋଲି ଏକ ସର୍ବେକ୍ଷଣ ପ୍ରକାଶ କରିଛି। ଏହି ସର୍ବେକ୍ଷଣ ଯେଉଁ ପରିସଂଖ୍ୟାନ ନେଇଛି ତାହା ଅତ୍ୟନ୍ତ ଉଦ୍‌ବେଗଜନକ। ପ୍ରତି ସପ୍ତାହରେ...

ଗରିବ ଛାତ୍ରଙ୍କ ମହଙ୍ଗା କାର୍‌, ପୋଲ୍‌ ଖୋଲିବାରୁ ପରିବାର ଫେରାର

ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଧନୀ ବ୍ୟକ୍ତି ନିଜ ସନ୍ତାନକୁ ନାମୀ ସ୍କୁଲରେ ଆଡମିଶନ କରିବା ପାଇଁ ଏମିତି...

Advertisement
Archives

Model This Week