Home Left

ସମାଲୋଚିତ ହେବା ପରେ ନେତୃତ୍ୱ ଛାଡ଼ିଲେ

ଢାକା,୩୧।୫: ବାଂଲାଦେଶ ଟେଷ୍ଟ ଅଧିନାୟକ ମୋମିନୁଲ ହକ୍‌ ମଙ୍ଗଳବାର ନିଜ ପଦରୁ ଓହରି ଯାଇଛନ୍ତି। ଚଳିତ ବର୍ଷ ନିଜର ଖରାପ ପ୍ରଦର୍ଶନ କାରଣରୁ ସେ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ବାଂଲାଦେଶ…

ମୁସଓ୍ବୋଲା ହତ୍ୟା ମାମଲା: ବିଷ୍ଣୋଇ ଗ୍ୟାଙ୍ଗର ଦୁଇ ଗ୍ୟାଙ୍ଗଷ୍ଟର ଗିରଫ

ନୂଆଦିଲ୍ଲୀ,୩୧।୫: ଖ୍ୟାତନାମା ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲାଙ୍କ ହତ୍ୟା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମଙ୍ଗଳବାର ଭଟିଣ୍ଡା ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ମନପ୍ରିତ ସିଂ ଏବଂ ଶରଦଙ୍କୁ ଗିରଫ କରାଯାଇଛି। ଉଭୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଶାର୍ପ ସୁଟର ଏବଂ…

ଫାଇନାଲରେ ପହଞ୍ଚି ପାରିଲାନି ଭାରତ, ବ୍ରୋଞ୍ଜ ପାଇଁ ଖେଳିବ

ଜାକର୍ତ୍ତା,୩୧।୫: ଏସିଆ କପ ୨୦୨୨ର ଫାଇନାଲରେ ପହଞ୍ଚି ପାରିନାହିଁ ଭାରତୀୟ ହକି ଟିମ୍‌। ମଙ୍ଗଳବାର ଖେଳାଯାଇଥିqବା ସୁପର ୪ର ଅନ୍ତିମ ମୁକାବିଲାରେ ଭାରତ ଏବଂ ଦକ୍ଷିଣ କୋରିଆ ମ୍ୟାଚ୍‌ ୪-୪ ମ୍ୟାଚ ଡ୍ର ରହିଛି। ଏହି ମ୍ୟାଚ ଜିତିଥିଲେ ଭାରତ ଫାଇନାଲରେ…

ଉଚ୍ଚଶିକ୍ଷା ନିର୍ଦ୍ଦେଶକ ହେଲେ ନିବେଦିତା ମିଶ୍ର

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍‌ ନିବେଦିତା ମିଶ୍ରଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଙ୍ଗଳବାର…

ଶିଳ୍ପୀ ଲଲାଟ ମୋହନଙ୍କୁ ମିଳିଲା ଧର୍ମପଦ ପୁରସ୍କାର

ପୁରୁଣା ଭୁବନେଶ୍ୱର,୩୧ା୫(ଡି.ଏନ୍‌.ଏ.): ଓଡ଼ିଶା ଲଳିତକଳା ଏକାଡ଼େମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଉଥିବା ଧର୍ମପଦ ପୁରସ୍କାର ଚଳିତବର୍ଷ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି। ମଙ୍ଗଳବାର କାର୍ଯ୍ୟାଳୟ ପରିସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଏହି…

ଲୋକ ସଭା ଉପ-ନିର୍ବାଚନ, ଆଜମ୍‌ଗଡ଼ରୁ ଲଢ଼ିପାରନ୍ତି ଡିମ୍ପଲ !…

ଲକ୍ଷ୍ନୌ, ୩୧।୫ : ଲୋକ ସଭା ଉପ-ନିର୍ବାଚନରେ ସମାଜବାଦୀ ପାର୍ଟିରୁ ଆଜମଗଡ ଆସନରୁ ଡିମ୍ପଲ ଯାଦବ ପ୍ରାର୍ଥୀ ହେବେ। ସୂତ୍ରରୁ ପ୍ରକାଶ ଯେ ଦଳର କାର୍ଯ୍ୟନିର୍ବାହୀ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଆଜମଗଡ ଜିଲାର ସମସ୍ତ ଦଶଜଣ…

ବର୍ଷକୁ ୪୪ ଘଣ୍ଟାର ନିଦ ହରାଉଛି ମଣିଷ, ମହିଳାଙ୍କଠାରେ ସମସ୍ୟା ଅଧିକ…

କୋପେନହେଗେନ୍‌, ୩୧।୫ : ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ତାପମାତ୍ରା ବୃଦ୍ଧି ସହିତ ଆମର ଶୋଇବା ସମୟ ହ୍ରାସ ପାଉଛି। ରାତିରେ ଉତ୍ତାପ ବୃଦ୍ଧି ହେତୁ ଏହା ଘଟୁଛି। ହାରାହାରି ଜଣେ ବ୍ୟକ୍ତି ପ୍ରତିବର୍ଷ ୪୪ ଘଣ୍ଟା ନିଦ ହରାଉଛନ୍ତି।…

ସରିଲା ସିଦ୍ଧୁଙ୍କ ଅନ୍ତିମ ସଂସ୍କାର: ଲୁହ ଭର୍ତ୍ତି ଆଖିରେ ବାପା କାଢ଼ିଲେ ପଗଡ଼ି

ନୂଆଦିଲ୍ଲୀ,୩୧।୫: ପଞ୍ଚଭୂତରେ ବିଲୀନ ହେଲେ ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସଓ୍ବୋଲା। ମେ ୨୯ରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସୋମବାର ରାତିରେ ତାଙ୍କ ପୋଷ୍ଟମର୍ଟମ କରାଯିବା ପରେ ମଙ୍ଗଳବାର ଅପରାହ୍ନରେ ଅନ୍ତିମ ସଂସ୍କାର କରାଯାଇଛି। ଏହି…

ଆଇପିଏଲ୍‌ର ସର୍ବଶ୍ରେଷ୍ଠ ଚାଣକ୍ୟ ‘ନେହେରା ଜି’

ନୂଆଦିଲ୍ଲୀ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସର୍ବଶ୍ରେଷ୍ଠ ଚାଣକ୍ୟ ସାବ୍ୟସ୍ତ ହୋଇଛନ୍ତି ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ୍‌ ଆଶିଷ ନେହେରା। ପ୍ରଥମ କରି ଆଇପିଏଲ୍‌ ଖେଳୁଥିବା ଏକ ଟିମ୍‌ର କୋଚ୍‌ ଦାୟିତ୍ୱ ନିର୍ବାହ କରିଥିଲେ ସେ, ଯାହାକୁ ନେଇ ସନ୍ଦେହ ଉପୁଜିଥିଲା। ହେଲେ…

ଦାବି ନେଇ ରେଳ ଧାରଣା ଉପରେ ଶହ ଶହ ଲୋକେ

କେସିଙ୍ଗା,୩୧।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଅମ୍ବାଦଳା ରେଲୱେ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ୍‌ ରହଣିକୁ ନେଇ ନାଗରିକ ମଞ୍ଚ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ କରାଯାଇଛି। ଏହା ସହ ଟ୍ରେନ୍‌କୁ ଅଟକାଇ ଲାଇନ୍‌ ଉପରେ ମଞ୍ଚ ସଦସ୍ୟ ଅନଶନ କରିଥିଲେ। ପରେ…

ଜୁନ୍‌ରେ ରାଜ୍ୟରେ ହେବ ଅଧିକ ବର୍ଷା

ଭୁବନେଶ୍ୱର,୩୧।୫(ବ୍ୟୁରୋ): ଚଳିତ ବର୍ଷ ଜୁନ ମାସରେ ରାଜ୍ୟରେ ସ୍ବଭାବିକ ଠାରୁ ଅଧିକ ବର୍ଷା ହେବ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଇଏମ୍‌ଡ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଜୁନ ମାସରେ ସମଗ୍ର ଦେଶରେ ବର୍ଷା ସ୍ବାଭାବିକ ରହିବ।…

ରାଜ ଠାକରେ ଅସୁସ୍ଥ

ମୁମ୍ବାଇ,୩୧ ।୫: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ମଙ୍ଗଳବାର ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ତାଙ୍କର ସର୍ଜରୀ ହେବ ବୋଲି ଜଣାପଡିଛି । ଏମଏନଏସର ଜଣେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri