Home Left

ଆଳିଜଙ୍ଗା-ନାଗପୁରା-ନିଳିକଣା ରାସ୍ତା ବିପର୍ଯ୍ୟସ୍ତ

କେନ୍ଦ୍ରାପଡ଼ା ଅଫିସ, ୧୯ା୯:ଦେଶ ବିକାଶରେ ସଡ଼କ ଯୋଗାଯୋଗ ପଥର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରଣୟନ କରି ଅନୁଦାନ ପ୍ରଦାନ କରୁଛନ୍ତି। ତେବେ ଏହି ଅର୍ଥ ତୃଣମୂଳସ୍ତର ପ୍ରକଳ୍ପରେ ନ ଲାଗି ଠିକାଦାର ଓ ସମ୍ପୃକ୍ତ…

ବାତ୍ୟା ଫିଓନା ଯୋଗୁ ପୁର୍ତ୍ତୋ ରିକୋରେ ଏମରଜେନ୍ସି ଘୋଷଣା କଲେ ଆମେରିକା ରାଷ୍ଟ୍ରପତି, ଆସିପାରେ ବଡ ଧରଣର ବନ୍ୟା

ୱାଶିଂଟନ,୧୯ ।୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରବିବାର ପୁର୍ତ୍ତୋ ରିକୋ ପାଇଁ ଏମରଜେନ୍ସି ଘୋଷଣା କରିଛନ୍ତି । ପୁର୍ତ୍ତୋ ରିକାରେ ଆସିଥିବା ଟ୍ରପିକାଲ ଷ୍ଟର୍ମ ଯୋଗୁ ଏହି ଘୋଷଣା କରାଯାଇଛି । ହ୍ୱାଇଟ ହାଉସ ପକ୍ଷରୁ ଦିଆଯାଇଥିବା ଏକ ବୟାନରେ…

ସ୍ବାମୀଙ୍କ ଉପରେ ଗରମ ପାଣି ଢାଳିଲେ ସ୍ତ୍ରୀ

ବିଞ୍ଝାରପୁର,୧୯ା୯(ଡି.ଏନ.ଏ.):ପାରିବାରିକ କଳହକୁ କେନ୍ଦ୍ରକରି ଶନିବାର ରାତିରେ ବିଞ୍ଝାରପୁର ଥାନା ଅଧୀନ ଶାସନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସେକ୍‌ ଆଲ୍ଲାଉଦ୍ଦିନ(୪୮) ଶୋଇଥିବା ବେଳେ ସ୍ତ୍ରୀ ତାଙ୍କ ଉପରେ ଗରମ ପାଣି ଢାଳି ରାଗ ସୁଝାଇଛନ୍ତି। ଫଳରେ ଆଲ୍ଲାଉଦ୍ଦିନ ଅର୍ଦ୍ଧଦଗ୍ଧ…

ଭିତରକନିକାରେ ବଢ଼ିଲେ ଦେଶୀୟ ପକ୍ଷୀ

ରାଜନଗର, ୧୯ା୯(ଡି.ଏନ୍‌.ଏ.):ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ପରେ ରବିବାର ରିପୋର୍ଟ ପ୍ରକାଶ ପାଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟାରେ ଗତବର୍ଷଠାରୁ ୭,୪୩୧ ବୃଦ୍ଧି ପାଇଛି। ଗତବର୍ଷ ଏଠାରେ ୧,୦୮,୬୩୯ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ଚଳିତବର୍ଷ ଏହି…

ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ୧୯।୯ (ବ୍ୟୁରୋ):ଭୁବନେଶ୍ୱର ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁନାମା ଗେଟ୍‌ ନିକଟ ଏକ ଭଡ଼ାଘରେ ରହୁଥିବା ଜଣେ ଇଞ୍ଜିନିୟରିଂ ଛାତ୍ର ରବିବାର ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଜଗତ୍‌ସିଂପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋରଡ଼ା ଗ୍ରାମର…

ରାହୁଲଙ୍କୁ ଅଧ୍ୟକ୍ଷ କରିବା ଲାଗି ଛତିଶଗଡ଼ କଂଗ୍ରେସରେ ପ୍ରସ୍ତାବ ଗୃହୀତ

ରାୟପୁର/ନୂଆଦିଲ୍ଲୀ,୧୯।୯ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ସପ୍ତାହେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଦଳର ମୁଖ୍ୟ କରିବା ଲାଗି ଛତିଶଗଡ଼ କଂଗ୍ରେସରେ ରବିବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏଥିପାଇଁ ଅନୁଷ୍ଠିତ ଦଳୀୟ ବୈଠକରେ ପ୍ରଦେଶ କଂଗ୍ରେସ କମିଟିର…

ପୁଣି ରାସ୍ତାକୁ ଓହ୍ଲାଇଲେ ଅଧ୍ୟାପକ, କର୍ମଚାରୀ

ଭୁବନେଶ୍ୱର, ୧୯।୯ (ବ୍ୟୁରୋ):ପୁଣି ରାସ୍ତାକୁ ଓହ୍ଲାଇଛି ନିଖିଳ ଓଡ଼ିଶା ୬୬୨ (+୨ ଓ +୩) ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ। ପ୍ରସ୍ତାବିତ ତ୍ରୁଟିପୂର୍ଣ୍ଣ ଗ୍ରେଡ୍‌ ପେ’ ସଂଶୋଧନ ଓ ସମାନ କାମକୁ ସମାନ ଦରମା ବ୍ୟବସ୍ଥା ଦାବି କରି ରବିବାର ଲୋୟର…

୨୫ କୋଟି ଲଟେରି ଜିତିଲେ ଅଟୋଚାଳକ

ଥିରୁଭାନନ୍ତପୁରମ୍‌,୧୯।୯: କେରଳର ଜଣେ ଅଟୋ ଚାଳକ ୨୫ କୋଟି ଟଙ୍କାର ଲଟେରି ଜିତିଛନ୍ତି। ଅଟୋରୁ ରୋଜଗାର ଭଲ ହେଉ ନ ଥିବାରୁ କେରଳର ଶ୍ରୀବରହାମରେ ରହୁଥିବା ଅନୂପ ମାଲେସିଆରେ ରୋଷେୟା ଚାକିରି କରିବାକୁ ମନସ୍ଥିର କରିଥିଲେ। ଏଥିଲାଗି ବ୍ୟାଙ୍କରେ ୩ ଲକ୍ଷ…

ବନ୍ଧୁକ ଦେଖାଇ ବଟି ମାଗୁଛନ୍ତି ଯୁବକ

ଖୋର୍ଦ୍ଧା ଅଫିସ,୧୯ା୯:ଖୋର୍ଦ୍ଧା ସଦର ଥାନା ଅଧୀନ ଗ୍ରାମାଞ୍ଚଳରେ ନିଶା ଓ ଚୋରା ବନ୍ଧୁକ କାରବାର ଚାଲିଛି। ଅସାମାଜିକ ଯୁବକମାନେ ବନ୍ଧୁକ ଧରି ବୁଲୁଛନ୍ତି। ଦିନଦ୍ୱିପ୍ରହରରେ ଲୋକଙ୍କୁ ବନ୍ଧୁକ ଦେଖାଇ ଡରାଇ ଧମକାଇ ବଟି ଆଦାୟ କରୁଛନ୍ତି। ଏଭଳି ଏକ ଭିଡିଓ ଏବେ…

ସାଇବର ଠକଙ୍କ ହାତରେ ୟୁପିଆଇ

ଭୁବନେଶ୍ୱର ୧୯।୯ (ବ୍ୟୁରୋ):ଆପଣଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ଉଭାନ ହୋଇଯାଇପାରେ ଟଙ୍କା। କାରଣ ସାଇବର ଠକଙ୍କ ହାତକୁ ଚାଲିଯାଇପାରେ ଟଙ୍କା ଟ୍ରାନ୍ସଫର ପାଇଁ ବ୍ୟବହୃତ ହେଉଥିବା ୟୁପିଆଇ ନମ୍ବର। ଏପରି ଭାବେ ଭୁବନେଶ୍ୱରରେ ଜଣେ ରାଜମିସ୍ତ୍ରୀଙ୍କ ଆକାଉଣ୍ଟ୍‌ରୁ ୟୁପିଆଇ ମାଧ୍ୟମରେ ସାଇବର…

ଶୋଭାପାଇବ ଲୋଧିଫୋର୍ଟ

ପୁରୁଣା ଭୁବନେଶ୍ୱର, ୧୯ା୯(ଡି.ଏନ୍‌.ଏ.):ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ଚଳଚଞ୍ଚଳ ରାଜଧାନୀ। ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଗଲାଣି। ମା’ଙ୍କ ପାଇଁ ସୁଦୃଶ୍ୟ ମଣ୍ଡପ ଓ ତୋରଣ କରି ଆଗରେ ରହିବାକୁ ବିଭିନ୍ନ କମିଟି ପକ୍ଷରୁ ଚାଲିଛି…

ଲଳିଥା ପ୍ୟାଲେସ୍‌ରେ ବିରାଜିବେ ମା’

ଭୁବନେଶ୍ୱର,୧୯।୯(ବ୍ୟୁରୋ):ପାଖେଇ ଆସିଲାଣି ଦୁୁର୍ଗାପୂଜା। ବିରାଜମାନ କରିବେ ମା’। ଏବେ ରାଜଧାନୀ ଉତ୍ସବମୁଖର। ଦୀର୍ଘ ୨ବର୍ଷ ପରେ ବଡ଼ ଧୁମଧାମରେ ପାଳନ ହେବ ଦୁର୍ଗାପୂଜା। ଏଥିପାଇଁ ବମିଖାଲ ଦୁର୍ଗା ମଣ୍ଡପ ବେଶ୍‌ ସଜେଇ ହେଲାଣି। ଚଳିତବର୍ଷ ମହୀଶୂରର ଲଳିଥା ମହଲ ପ୍ୟାଲେସ୍‌ରେ ମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?