Home Left

ନସିରୁଦ୍ଦିନଙ୍କ ବିବାଦୀୟ ବୟାନ

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ମୁଭି ‘ଦ କଶ୍ମୀର ଫାଇଲ୍ସ’କୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି । ବକ୍ସ ଅଫିସରେ ଫିଲ୍ମକୁ ଜବରଦସ୍ତ ସଫଳତା ମିଳିଛି । ଫିଲ୍ମ ଏବେ ପର୍ଯ୍ୟନ୍ତ ୨୪୬ କୋଟି ବିଜନେସ କରିଥିବା ବେଳେ, ଏବେ ପର୍ଯ୍ୟନ୍ତ…

ବାରବାଟୀ ମାଚ୍‌ ଦେଖିବାକୁ ଯାଉଥିଲେ ସାଙ୍ଗରେ ନେବେନାହିଁ ଏସବୁ…

କଟକ ଅଫିସ,୧୧।୬: ରବିବାର ବାରବାଟୀରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ। ଏହାକୁ ନେଇ ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ତେବେ ଷ୍ଟାଡିୟମକୁ ପାଣି ବୋତଲ ଓ ବାହାର ଖାଦ୍ୟକୁ ମନା କରାଯାଇଛି।…

ଝିଅର ବିବାହ ଠିକ୍‌ କରି ଫେରୁଥିବା ବେଳେ ଚାଲିଗଲା ୮ଜୀବନ

ପାଟନା,୧୧।୬: ବିହାରର ପୁର୍ନିଆ ଜିଲାରେ ଏକ ବଡ ଦୁର୍ଘଟଣା ଘଟିଛି। ପୋଖରୀରେ ଏକ କାର ଖସିଯିବାରୁ ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ୧୦ଜଣ ବ୍ୟକ୍ତି ଏକ ବୋଲେରୋରେ ପୁର୍ନିଆ ଜଲାର ତରବାଡିରୁ କିଷନଗଞ୍ଜକୁ ଯାଉଥିଲେ। କୁହାଯାଉଛି,…

ଏହି ରାଜ୍ୟକୁ ପୁଣି ଫେରିଲା କରୋନା କଟକଣା

ବେଙ୍ଗାଲୁରୁ,୧୧।୬: ଦେଶରେ ଏବେ ବଢିଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି କର୍ନାଟକ ସରକାର ସଂକ୍ରମଣ ରୋକିବାକୁ କଟକଣା ଲାଗୁ କରାଯାଇଛି। ରାଜ୍ୟରେ ସରକାର ପୁଣିଥରେ ମାସ୍କ ପିନ୍ଧିବା ନିୟମକୁ ବାଧ୍ୟତାମୂଳକ କରିଛନ୍ତି। ସେହିପରି ସର୍ବସାଧାରଣ ସ୍ଥାନଗଡ଼ିକରେ ସାମାଜିକ ଦୂରତା ନିୟମ…

ବିବାହ କରିବାକୁ ମନା କରିଦେବାରୁ ଏସିଡ୍‌ ମାଡ଼

ବେଙ୍ଗାଲୁରୁ,୧୧।୬: ବିବାହ ପ୍ରସ୍ତାବକୁ ମନା କରିଦେବାରୁ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ତାଙ୍କ ପୁରୁଷ ସହକର୍ମୀ ଏସିଡ୍‌ ମାଡ଼ କରିଥିବା ଜଣାପଡିଛି। ମହିଳା ଜଣକ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ବିପଦମୁକ୍ତ ଥିବା ବେଳେ ଭଲ…

ବିବାହ ପରେ ବିବାଦରେ ନୟନତାରା

ବିବାହ ପରେ ବିବାଦ ଘେରରେ ସାଉଥ୍‌ ଅଗିନେତ୍ରୀ ନୟନତାରା। ପୋଲିସ ତାଙ୍କ ବିରୋଧରେ ଆଇନଗତ ନୋଟିସ ଜାରି କରିଛି। ଖବରନୁଯାୟୀ, ନୟନତାରା ବିବାହ ପରେ ସ୍ବାମୀ ବିଘ୍ନେଶଙ୍କ ସହ ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଯାଇଥିଲେ। ହେଲେ ମନ୍ଦିର ପରିସରରେ ନୟନତାରା…

ପଶ୍ଚିମବଙ୍ଗରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥରମାଡ଼

କୋଲକାତା,୧୧।୬: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦିଆଯାଇଥିବା ବିବାଦୀୟ ବୟାନକୁ ନେଇ ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ହିଂସାକାଣ୍ଡ ଘଟିବା ସହ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପଥରମାଡ଼ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଶନିବାର ପୁଣି ପଶ୍ଚିମବଙ୍ଗର ହାଓ୍ବାଡାରେ…

ମା’ ହେଲେ ଅଭିନେତ୍ରୀ

ଅଭିନେତ୍ରୀ ପ୍ରଣିଥା ସୁବାସ ମା’ହେଇଛନ୍ତି। ସେ ଏକ କନ୍ୟାନଙ୍କୁ ଜନ୍ମ ଦେଇଛନ୍ତି। ଯାହାର ଫାଷ୍ଟ ଲୁକ ସେ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ସେ ଶେୟାର କରି ଲେଖିଛନ୍ତି, ‘ମୋ ପାଇଁ ଗତ କିଛି ଦିନ ହେବ ଅବାସ୍ତବ…

ରାଞ୍ଚିରେ ଇଣ୍ଟରନେଟ ସେବା ବନ୍ଦ, ୧୪୪ ଧାରା ଲାଗୁ

ରାଞ୍ଚି,୧୧।୬: ଝାଡ଼ଖଣ୍ଡର ରାଞ୍ଚିରେ ଶୁକ୍ରବାର ଦେଖାଦେଇଥିବା ହିଂସା ପ୍ରଦର୍ଶନ ପରେ ସହରରେ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ରବିବାର ଅର୍ଥାତ୍‌ ଜୁନ ୧୨ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ଉପରେ…

ଓଏଲ୍‌ଏକ୍ସରେ ମିଳୁଛି ବାରବାଟୀ ଟିକେଟ

ଭୁବନେଶ୍ୱର, ୧୧।୬(ବ୍ୟୁରୋ): ରବିବାର ବାଟବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ପାଇଁ କ୍ରିକେଟ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳୁଛି। ଏହାର ସୁଯୋଗ ନେଇ କିଛି ଦଲାଲ ଟିକେଟ ବ୍ଲାକ କରୁଥିବା ଦେଖିବାକୁ ମିଳିଛି । ଓଏଲ୍‌ଏକ୍ସରେ ଟିକେଟ ଗୋଟିଏକୁ ୧୦…

ତାଇଓ୍ବାନ ନିଜକୁ ସ୍ବାଧୀନ ଘୋଷଣା କଲେ ଆକ୍ରମଣ କରିବ ଚାଇନା

ବେଜିଂ,୧୧।୬: ଯଦି ତାଇଓ୍ବାନ ନିଜକୁ ସ୍ବାଧୀନ ଘୋଷଣା କରେ ତେବେ ଚାଇନା ଆକ୍ରମଣ କରିବାରେ ପଛଘୁଞ୍ଚା ଦେବ ନାହିଁ ବୋଲି ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଆମେରିକାକୁ ଶୁକ୍ରବାର ଚେତାବନୀ ଦେଇଛନ୍ତି। ଯଦି କେହି ଚାଇନାଠାରୁ ତାଇଓ୍ବାନକୁ ଅଲଗା କରିବାର ଦୁଃସାହସ କରେ…

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା,୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଶ୍ୱସ୍ତିକର ଖବର ଆସିଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହେବର ସମ୍ଭାବନା ରହିଛି। ଏ ନେଇ ଏସ୍‌ଆରସିଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri