ରାସ୍ତା କଡ଼ରେ ଶିଶୁକନ୍ୟା ଜନ୍ମ ଦେଲେ ମହିଳା
ଦଶମନ୍ତପୁର,୨୨ା୯(ଡି.ଏନ.ଏ.): ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ଜଣେ ମହିଳା ରାସ୍ତା କଡରେ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନପ ଚିକାମ୍ବ ପଞ୍ଚାୟତର ତୁନଖାଲ ଗ୍ରାମରେ। ଗ୍ରାମର କାର୍ତ୍ତିକ ମୁଦୁଲିଙ୍କ ସ୍ତ୍ରୀ…
କରୋନାକୁ ନେଇ ଡିଡିଏମଏ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ,୨୨ ।୯: ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମଏ) ଗୁରୁବାର କରୋନା ସମୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା । ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟୁଇଟ କରିଛନ୍ତି ।…
ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ ସ୍ବାମୀ
ବୈପାରିଗୁଡା,୨୨ା୯(ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗୁଡା ଥାନା ଅଧୀନ ଡେଙ୍ଗା କୁସୁମଗୁଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ସ୍ବାମୀ। ମୃତ ମହିଳା ଜଣକ ହେଲେ ସୁବର୍ଣ୍ଣା ପରଜା। ନିଶାସକ୍ତ ଅବସ୍ଥାରେ…
ଅନନ୍ୟା ଏମିତି କଲେ ମୁଁ ମରିଯିବି: ଭାବନା
ମୁମ୍ବାଇ: ‘କଫି ୱିଥ କରନ ୭’ ଏହି ଚାଟ ଶୋ’କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏହାର ୧୨ ତମ ଏପିସୋଡରେ ଗୌରି ଖାଁ, ମହିପ କପୁର ଓ ଭାବନା ପାଣ୍ଡେ ଭାଗ ନେଇଥିଲେ । ଏହି ସମୟରେ ଏମାନେ…
ଶୁଦ୍ଧିକ୍ରିୟାକୁ ଯାଉଥିଲେ, ବାଟରେ ଚାଲିଗଲା ଜୀବନ
ଖୁଣ୍ଟା,୨୨।୯(ଡି.ଏନ.ଏ.): ଏକ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଯାଉଥିଲେ,ହେଲେ ବାଟରେ ଜଗିଥିଲା ଜମ। କିଛି ଏଭଳି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳରେ। ଗୁରୁବାର ପୂର୍ବାହ୍ନରେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ମୃତ ମହିଳା ହେଲେ ଖୁଣ୍ଟା…
ନିର୍ଦ୍ଦେଶନା ଭାର ସମ୍ଭାଳିବେ ରଣଦୀପ
ମୁମ୍ବାଇ: ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସବରକରଙ୍କ ଉପରେ ନିର୍ମାଣ ହେବାକୁ ଥିବା ଫିଲ୍ମ ‘ ସ୍ବତନ୍ତ୍ର ବୀର ସବରକର’ର ନିର୍ଦ୍ଦେଶନା ଦେବେ ରଣଦୀପ ହୁଡ୍ଡା। ଏହାସହ ସେ ମଧ୍ୟ ଏହି ଫିଲ୍ମରେ ସବରକରଙ୍କ ଭୂମିକାରେ ନଜର ଆସିବେ। ଏହା ପୂର୍ବରୁ…
ଜେଲର ୧୦କଏଦୀ ଏଚ୍ଆଇଭି ପଜିଟିଭ୍
ଲକ୍ଷ୍ନୌ,୨୨।୯: ଉତ୍ତରପ୍ରଦେଶର ଆଜମଗଡ଼ ଜିଲାରେ ନିର୍ମାଣ ହୋଇଥିବା ହାଇଟେକ୍ ଜେଲରେ କୋର୍ଟଙ୍କ ନିର୍ଦ୍ଦେଶରେ କଏଦୀମାନଙ୍କର ଏଚ୍ଆଇଭି ପରୀକ୍ଷା କରାଯାଇଛି। ଜେଲରେ କେତେଜଣ କଏଦୀ ଏଚ୍ଆଇଭି ସଂକ୍ରମିତ ଅଛନ୍ତି ସେନେଇ ଜାଣିବା ପାଇଁ ଏହି ପରୀକ୍ଷା କରାଯାଇଥିଲା। ତେବେ ସଦ୍ୟ ରିପୋର୍ଟ ଅନୁଯାୟୀ…
ହାତୀଙ୍କୁ ଜଗିବେ ଗଜସାଥୀ
ବେତନଟୀ, ୨୧।୯ (ସ୍ବ.ପ୍ର.): ହାତୀପ୍ରବଣ ଅଞ୍ଚଳରେ କାମ କରିବେ ଗଜସାଥୀ। ଏଥିପାଇଁ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ କାର୍ଯ୍ୟାଳୟରେ ଗଜସାଥୀମାନଙ୍କୁ ବୁଧବାର ତାଲିମ ପ୍ରଦାନ କରାଯାଇଛି। ରେଞ୍ଜର ଘନଶ୍ୟାମ ସିଂଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ସହକାରୀ ବନ ସଂରକ୍ଷକ ରବିନାରାୟଣ ମହାନ୍ତି…
କୁଡୁତୁଲି ସରପଞ୍ଚଙ୍କୁ ଆକ୍ରମଣ, ୨ ଭାଇ ଗିରଫ
କ.ନୂଆଗାଁ ୨୨ା୯(ଡି.ଏନ୍.ଏ.): କ.ନୂଆଗାଁ ବ୍ଲକ ଅନ୍ତର୍ଗତ କୁଡୁତୁଲି ସରପଞ୍ଚ ଶ୍ରୀ ଚୈତନ୍ୟ ମଲ୍ଲିକଙ୍କୁ ଆକ୍ରମଣ ଅଭିଯୋଗରେ ସ୍ଥାନୀୟ ଥାନା ପୋଲିସ ୨ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଗୁରୁବାରିଆ ଦିଗାଳ ଓ ତାଙ୍କ ଭାଇ ବିନାଶ। ବୁଧବାର ମଦ…
୩ ମାସ ତଳେ ହୋଇଥିଲା ନିର୍ମାଣ: ଭୁଶୁଡ଼ିଲା ଗାର୍ଡୱାଲ
ହିଞ୍ଜିଳିକାଟୁ,୨୨।୯(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖରିଡ଼ା ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାର୍ଯ୍ୟ ବେଳେ ଗୁରୁବାର ଗାଁ ମଧ୍ୟରେ ଥିବା ବଡ ବନ୍ଧର ଗାର୍ଡଓ୍ବାଲ ଧସି ଭୁଶୁଡ଼ି ପଡିଛି। ଫଳରେ କାର୍ଯ୍ୟର ଗୁଣାତ୍ମକମାନକୁ ନେଇ ଏବେ ପ୍ରଶ୍ନ ଉଠିଛି।…
ଛତିଶା ନିଯୋଗ ବୈଠକ: ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ପୁରୀ ଅଫିସ, ୨୨।୯: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ବୈଠକରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିବା ଜଣାପଡିଛି। ଏଥିରେ କାର୍ତ୍ତିକ ପୂର୍ଣ୍ଣିମା ନୀତିକାନ୍ତି ଚୂଡ଼ାନ୍ତ ହେବା ସହ ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ…
ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ: ପୀଡ଼ିତାଙ୍କୁ ଦେବେ ଆର୍ଥିକ ସହାୟତା
ବ୍ରହ୍ମପୁର ଅଫିସ,୨୨ା୯: ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ ଜଜ୍ ଗଣେଶ୍ୱର ପତି ଗୁରୁବାର ଜନୈକା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳିବାରୁ ସେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ରାୟ ପ୍ରକାଶ କରିଛନ୍ତି।…

