Home Left

ଅଯୋଧ୍ୟାରେ ଦଙ୍ଗା ଷଡ଼ଯନ୍ତ୍ର ପଣ୍ଡ: ୭ ମାଷ୍ଟରମାଇଣ୍ଡ ଗିରଫ

ଆଯୋଧ୍ୟା,୨୯।୪: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ବିଭିନ୍ନ ଧାର୍ମିକ ସ୍ଥାନରେ ଆପତ୍ତିଜନକ ପୋଷ୍ଟର, ମାଂସ ଏବଂ ଚିରିଯାଇଥିବା ଧାର୍ମିକ ପୁସ୍ତକ ଫିଙ୍ଗି ଦଙ୍ଗା ସୃଷ୍ଟି କରିବାକୁ ଷଡଯନ୍ତ୍ର କରିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ…

ଉତ୍ତର ପ୍ରଦେଶରେ ସଡ଼କ ଉପରେ ନମାଜ ପଢିବା ମନା

ଲକ୍ଷ୍ନୌ,୨୯ ।୪: ଲାଉଡ ସ୍ପିକର ବିବାଦ ମଧ୍ୟରେ ଇଦ ପୂର୍ବରୁ ଶୁକ୍ରବାର ପାଳନ କରାଯାଉଛି ଅଲବିଦା ଜୁମେ କି ନମାଜ । ଏଥିପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିବାଦକୁ ଦେଖି…

ସହାୟତା ଅପେକ୍ଷାରେ ଅନାଥ ଭଉଣୀଭାଇ

ବିରିଡି,୨୯ା୪(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ବିରିଡି ବ୍ଲକ ଅନ୍ତର୍ଗତ ଶଙ୍ଖାରିସାହି ଗଁାର ରଘୁନାଥ ନାୟକ ଓ ପ୍ରଭାତିଙ୍କ ପରଲୋକ ପରେ ନାବାଳକ ଝିଅପୁଅ ଏବେ ଅନାଥ ହୋଇଯାଇଛନ୍ତି। ତାଙ୍କର ଭରଣପୋଷଣ ସହ ପାଠପଢାରେ ସହଯୋଗ କରିବାକୁ କେହି ନ ଥିବାରୁ ଭଉଣୀଭାଇ ସରକାରୀ…

ଆଇପିଏଲ୍‌ରେ ପୁଅ କରୁଛନ୍ତି ଚମତ୍କାର, ସେପଟେ ରାସ୍ତାକଡ଼ରେ ଫଳ ବିକୁଛନ୍ତି ବାପା

ମୁମ୍ବାଇ,୨୯।୪:ଆଇପିଏଲ୍‌ ୨୦୨୨ରେ ଭାରତୀୟ ଯୁବ ଦ୍ରୁତ ବୋଲର ଉମ୍‌ରାନ ମଲିକଙ୍କ ଚର୍ଚ୍ଚା ସବୁଠି ଚାଲିଛି। ଉମ୍‌ରାନଙ୍କ ବୋଲିଂ ଗତି ଦେଖି କେବଳ କ୍ରିକେଟ୍‌ ପ୍ରଶଂସକ ନୁହେଁ,କ୍ରିକେଟ୍‌ ବିଶେଷଜ୍ଞ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। କଶ୍ମୀରର ଏହି ଯୁବ ବୋଲର ଭାରତର ଭବିଷ୍ୟତ ବୋଲି…

୧୦୪ କେନ୍ଦ୍ରରେ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରୀଛାତ୍ର

କେନ୍ଦ୍ରାପଡ଼ା ଅଫିସ,୨୯ା୪: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଶୁକ୍ରବାର ହେବ। ଏହି ପରୀକ୍ଷା ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ କେନ୍ଦ୍ରାପଡ଼ା ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଜିଲାର ୧୦୪ ପରୀକ୍ଷା କେନ୍ଦ୍ରରେ ମୋଟ ୨୧,୬୨୫ ଜଣ…

ଜମିରୁ ମହିଳାଙ୍କଠାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ମହାକାଳପଡ଼ା,୨୯ା୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଳାଇଲୋ ଗ୍ରାମ ଚାଷ ଜମି ମଝି ରାସ୍ତାରୁ ଗୁରୁବାର ଜଣେ ମହିଳାଙ୍କଠାରୁ ସଦ୍ୟ ନବଜାତ ଶିଶୁକନ୍ୟାକୁ ଗାଁର ଦୁଇଜଣ ଯୁବକ ଉଦ୍ଧାର କରିଛନ୍ତି। ଖବରପାଇ ମହାକାଳପଡ଼ା ଥାନା ପୋଲିସ ପହଞ୍ଚତ୍ ୧୦୮ ଆମ୍ବୁଲାନ୍ସ ଯୋଗେ…

ବି.ଟେକ୍‌ ପାଇଁ ପରିବାଚାଷ

ମହାକାଳପଡ଼ା,୨୯ା୪(ଡି.ଏନ.ଏ.): ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ବହୁ ଘାତପ୍ରତିଘାତ ସହିବାକୁ ହୁଏ। ବିଭିନ୍ନ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ଅକ୍ଳାନ୍ତ ପରିଶ୍ରମ ପରେ ସଫଳତା ମିଳେ। ଏହି କେଇ ପଦ କଥାକୁ ମନ୍ତ୍ର ଭାବେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି…

ଅତଡ଼ା ଖସୁଛି, ସାନମଙ୍ଗ ପଞ୍ଚାୟତବାସୀ ଆତଙ୍କିତ

କେନ୍ଦ୍ରାପଡ଼ା ଅଫିସ, ୨୯ା୪: କେନ୍ଦ୍ରାପଡ଼ା ଜିଲା ଦେଇ ୭ ନଦୀ, ୨୭ ଶାଖା ନଦୀ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛି। ଏଥିମଧ୍ୟରୁ କାଣୀ ଓ ବ୍ରାହ୍ମଣୀ ନଦୀର ଗତିପଥ ବଦଳୁଥିବାରୁ ପଠା ଏବଂ ବନ୍ଧ କଡ଼ରୁ ମାଟି ଅତଡାମାନ ଖସିବାରେ ଲାଗିଛି।…

ଝାଝରରେ ଆମୋନିଆ ଗ୍ୟାସ ଲିକ, ନିଶ୍ୱାସ ନେବାରେ ହେଉଛି ଅସୁବିଧା, ଅଧିକାଂଶ ଲୋକେ ହସ୍ପିଟାଲରେ ଭର୍ତ୍ତି

ଝାଝର,୨୯ ।୪: ହରିୟାଣାର ଝାଝରରେ ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଏକ ବଡ ଅଘଟଣ ଘଟି ଯାଇଛି । ଏଠାରେ ଥିବା ବେରି ଗେଟ ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରୁ ଆମୋନିଆ ଗ୍ୟାସ ସିଲିଣ୍ଡରରେ ଲାଗିଥିବା ପାଇପରୁ ଗ୍ୟାସ ଲିକ…

ଆଫଗାନିସ୍ତାନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌

କାବୁଲ,୨୯ ।୪: ଆଫଗାନିସ୍ତାନରେ ବଲ୍‌ଖ ଅଞ୍ଚଳରେ ହର ମଜାର-ଏ-ଶରିଫରେ ମିନି ବସ୍‌ରେ ହୋଇଥିବା ୨ଟି ବିସ୍ଫୋରଣରେ ଅତିକମରେ ୯ ଜଣଙ୍କ ମୃତ୍ୟୁ ହେବା ସହ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ନିକଟସ୍ଥ ସ୍ୱାସ୍ଥ୍ୟ…

ଆଜିଠୁ ପଶ୍ଚିମ ଦ୍ୱାରରେ ଦର୍ଶନ

ପୁରୀ ଅଫିସ,୨୯।୪: ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଦର୍ଶନ ବ୍ୟବସ୍ଥା ଶୁକ୍ରବାରଠାରୁ ଆରମ୍ଭ ହେବ। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମେତ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ରଥ ନିର୍ମାଣ ପାଇଁ ସିଂହଦ୍ୱାର ସମ୍ମୁଖରେ କାର୍ଯ୍ୟ ହେବାକୁ ଥିବାରୁ ଗହଳି କମାଇବା…

ଆଫଗାନିସ୍ତାନରେ ବିସ୍ଫୋରଣ: ୯ ମୃତ

କାବୁଲ,୨୯।୪: ଆଫଗାନିସ୍ତାନର ବାଲଖ ପ୍ରଦେଶର ସହର ମଜାର-ଇ-ସରିଫରେ ମିନିବସ ଉପରେ ଦୁଇଟି ବୋମା ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଉଭୟ ବିସ୍ଫୋରଣରେ ଜନସାଧାରଣ ପରିବହନକୁ ଟାର୍ଗେଟ କରାଯାଇଥିଲା। ମୃତକଙ୍କ ମୃତଦେହକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri