ଖାଦ୍ୟ ଖାଉନି ଦନ୍ତା, ବିଗୁଡୁଛି ଅବସ୍ଥା
ସମ୍ବଲପୁର,୧୯।୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ରେଞ୍ଜ ଅଧୀନ ସାପଲହରା ଗ୍ରାମର ଏକ ପୋଖରୀରେ ୪ ଦିନ ହେଲା ଏକ ଆହତ ଦନ୍ତାହାତୀ ମୃତ୍ୟୁ ସହ ସଂଗ୍ରାମ କରୁଛି। ରବିବାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ପୋଖରୀ ଭିତରୁ ବାହାରିବାକୁ ଆଉ ଚେଷ୍ଟା କରିପାରୁନାହିଁ…
ଅଳିଆ ଉଠାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଚ୍ଛତାକୁ ଭଲ ପାଆନ୍ତି। ସେ ମଧ୍ୟ ଏଥିପାଇଁ ଲୋକଙ୍କୁ ଉତ୍ସାହିତ କରିଥା’ନ୍ତି। ରବିବାର ନୂଆଦିଲ୍ଲୀରେ ପ୍ରଗତି ମୈଦାନ ଇଣ୍ଟିଗ୍ରେଟେଡ ଟ୍ରାଞ୍ଜିଟ କରିଡର ପ୍ରକଳ୍ପ ଅଧୀନରେ ତିଆରି ହୋଇଥିବା ମୁଖ୍ୟ ଟନେଲ ଓ ୫ଟି ଅଣ୍ଡରପାସ ରାସ୍ତାର…
ଫାଦର୍ସ ଡେ’ରେ ପୁଅର ନାଁ ଘୋଷଣା କଲେ ଯୁବରାଜ
ଆଜି ଫାଦର୍ସ ଡେ’ ଅର୍ଥାତ୍ ପିତୃ ଦିବସ। ଆଜିର ଦିନରେ ଅନେକ ସେଲିବ୍ରିଟି ନିଜ ପିତାଙ୍କ ସହ ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏବଂ ତାଙ୍କ ସ୍ତ୍ରୀ ହେଜେଲ କିଚ ପିତୃ ଦିବସ…
୬ ଲକ୍ଷ ଟଙ୍କାର ୧୦ ଟଙ୍କିଆ କଏନ ଦେଇ କିଣିଲେ କାର୍; ଗଣିବା ବେଳେ…
ଧର୍ମପୁରୀ,୧୯।୬: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ପକ୍ଷରୁ ବିଭିନ୍ନ ମୁଦ୍ରା ଚଳୁ ନ ଥିବା ନେଇ ଘୋଷଣା ହୋଇନାହିଁ। ହେଲେ ଆଜିର ସମୟରେ ଅନେକ ସ୍ଥାନରେ କିଛି ମୁଦ୍ରାକୁ ନେବାଲାଗି ଲୋକେ ଅମଙ୍ଗ ହେଉଛନ୍ତି। ଏହା ଚଳିବ ନାହିଁ ବୋଲି କହୁଛନ୍ତି।…
ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି
ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ଜଣାପଡିଛି॥ ରାଷ୍ଟ୍ରପତିଙ୍କ ଟୁଇଟ୍ ହ୍ୟାଣ୍ଡେଲରୁ ଦୁଇଟି ସାକ୍ଷାତ ସମୟର ୨ଟି ଫଟୋ ପ୍ରକାଶ ପାଇଛି। କିନ୍ତୁ ଏହି…
ରଥଯାତ୍ରା ପୂର୍ବରୁ ବ୍ରହ୍ମପୁର-ପୁରୀ ଟ୍ରେନ ଚଳାଚଳ ଦାବି
ବ୍ରହ୍ମପୁର ଅଫିସ୍,୧୯।୬: ବିଭିନ୍ନ ଦାବି ନେଇ ସଂସ୍କାରବାଦୀ ଅନୁଷ୍ଠାନ ପକ୍ଷରୁ ରବିବାର ବ୍ରହ୍ମପୁର ରେଳ ଷ୍ଟେଶନରେ ଧାରଣା ଦିଆଯାଇଛି। ଏଥିସହ ସଂଘ ପକ୍ଷରୁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ ଡିଭିଜନ ଡିଆର୍ଏମ୍ଙ୍କ ଉଦ୍ଦେଶ୍ୟରେ ବ୍ରହ୍ମପୁର ରେଳ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କୁ…
ବୁଲଡୋଜରରେ ବସି କନ୍ୟାଙ୍କୁ ନେବାକୁ ଆସିଲେ ବର
ଲକ୍ଷ୍ନୌ,୧୯।୬: ଉତ୍ତରପ୍ରଦେଶର ବାହରାଇଚ ଜିଲାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ବିବାହରେ ବର କନ୍ୟାଙ୍କୁ ନେବା ପାଇଁ ସବାରୀ କିମ୍ବା କାର୍ ନେଇ ଆସିଥାନ୍ତି। କିନ୍ତୁ ବାହରାଇଚ୍ ଜଣେ ମୁସଲମାନ ଯୁବକ ନିଜ ଭାବି ସ୍ତ୍ରୀଙ୍କୁ ନେବା ପାଇଁ…
କୁକୁର ଭୁକିଲେ ପଡ଼ୋଶୀଙ୍କୁ ମୋଟା ଅଙ୍କର ଜରିମାନା ଗଣିବେ ମାଲିକ
କୁକୁର ଭୁକିବା ଏକ ପ୍ରବୃତ୍ତି। ସେମାନଙ୍କ ଭୁକିବାକୁ କ’ଣ କେହି ଅଟକାଇ ପାରିବ। ମାତ୍ର କୁକୁର ଭୁକିଲେ ପଡ଼ୋଶୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ଏହା ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ। ଡର୍ବିରେ କୁକୁର ଭୁକିବା ଦ୍ୱାରା ପଡ଼ୋଶୀମାନେ…
ଇତିହାସ ରଚିପାରନ୍ତି ପନ୍ତ, ଧୋନୀ-କୋହଲିଙ୍କୁ ପକାଇବେ ପଛରେ…!
ନୂଆଦିଲ୍ଲୀ,୧୯।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜର ଅନ୍ତିମ ମୁକାବିଲା ରବିବାର ବାଙ୍ଗାଲୁରୁରେ ଖେଳାଯିବ। ଏହି ମ୍ୟାଚ୍ରେ ବିଜେତା ଟିମ୍ ସିରିଜ ଜିତିବ। ଏବେ ଉଭୟ ଦଳ ଦୁଇଟି ଲେଖାଏ ମ୍ୟାଚ୍ ଜିତି ସମାନ ସ୍ଥିତିରେ ଥିବାରୁ ଆଜିର…
ସିକନ୍ଦରାବାଦ୍ ହିଂସା ଘଟଣା: ମାଷ୍ଟରମାଇଣ୍ଡ ଗିରଫ
ସିକନ୍ଦରାବାଦ୍,୧୯।୬: ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ୍ ରେଳ ଷ୍ଟେଶନରେ ଘଟିଥିବା ହିଂସା ଘଟଣାରେ ପୂର୍ବତନ ସେନା କର୍ମଚାରୀ ଅବୁଲା ସୁବା ରାଓଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସୁବା ରାଓ ସିକନ୍ଦରାବାଦ୍ ହିଂସାର ପ୍ରକୃତ…
ସିରିଜ୍ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ
ବେଙ୍ଗାଲୁରୁ,୧୯।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ କର ବା ମର ହେବ। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ…
ଶାମିଙ୍କୁ ସୁଯୋଗ ମିଳିବନି
ନୂଆଦିଲ୍ଲୀ,୧୯।୬: ଭାରତୀୟ ଦ୍ରୁତ ବୋଲର୍ ମହମ୍ମଦ ଶାମି କ୍ରିକେଟର ତିନୋଟି ଯାକ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ହେଲେ ଗତ କିଛି ସମୟ ଧରି ତାଙ୍କୁ ଟି୨୦ କ୍ରିକେଟ ଖେଳିବାର ସୁଯୋଗ ମିଳୁନାହିଁ। ଏବେ ଏହାକୁ ନେଇ ଭାରତର ପୂର୍ବତନ ଦ୍ରୁତ…
Archives


