ଆର୍ଥିକ ସଙ୍କଟ ମଧ୍ୟରେ ଲୋକଙ୍କୁ ଚା’ ପିଆଇଲେ ପୂର୍ବତନ ଶ୍ରୀଲଙ୍କା କ୍ରିକେଟର
କଲମ୍ବୋ,୨୦ ।୬: ଶ୍ରୀଲଙ୍କାରେ ବେଳକୁ ବେଳ ଆର୍ଥିକ ସଙ୍କଟ ବଢିବାରେ ଲାଗିଛି । ଲୋକେ ଖାଦ୍ୟ ପାଇଁ ଏକ ପ୍ରକାର ସଂଗ୍ରାମ କରୁଛନ୍ତି କହିଲେ ଚଳେ । ତୈଳ ସଙ୍କଟ ଲୋକଙ୍କ ପାଇଁ ଆଉ ଏକ ବଡ ଚିନ୍ତାର କାରଣ ପାଲଟି…
ପୋଲିସକୁ ଚକ୍ମା ଦେଇ ନାବାଳକଙ୍କ ଫେରାର ଉଦ୍ୟମ
କେନ୍ଦୁଝର,୨୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋର୍ଟ ଥାନା ଅଞ୍ଚଳରେ ରଜ ପୋଷାକ ପାଇଁ ମା’ଙ୍କୁ ହତ୍ୟା କରିଥିବା ନାବାଳକ ପୁଅଙ୍କୁ ରବିବାର ରାଉରକେଲାସ୍ଥିତ ବାଳାଶ୍ରମକୁ ନିଆଯାଉଥିବା ବେଳେ ଲହୁଣୀପଡ଼ା ନିକଟରେ ସେ ଚମ୍ପଟ ମାରିଥିଲେ। କିଛି ସମୟରେ ପରେ ତାଙ୍କୁ ପୁଣି କାବୁ…
ଆଜିଠୁ ବ୍ଲକ, ନଗର କଂଗ୍ରେସ ପକ୍ଷରୁ ୨ ଦିନିଆ ବିକ୍ଷୋଭ
ଭୁବନେଶ୍ୱର,୨୦ା୬(ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପକ୍ଷରୁ କରାଯାଉଥିବା ଜେରାକୁ ନେଇ ଦେଶବ୍ୟାପୀ ବିରୋଧର ସ୍ବର ତେଜିବାରେ ଲାଗିଛି। ସୋମବାର ରାହୁଲ ପୁଣି ଇଡିରେ ଜେରାର ସମ୍ମୁଖୀନ ହେବେ। ରାହୁଲଙ୍କୁ ବାରମ୍ବାର ଇଡି ପକ୍ଷରୁ ଜେରା କରାଯିବା ଘଟଣାରେ…
ବିଧାୟକ କ୍ୱାର୍ଟର୍ସ ସ୍ଥାନାନ୍ତର ଯୋଜନା ନାହିଁ
ଭୁବନେଶ୍ୱର,୨୦ା୬(ବ୍ୟୁରୋ): ରାଜ୍ୟ ସରକାର ବିଧାୟକମାନଙ୍କ ଲାଗି ଅତ୍ୟାଧୁନିକ କ୍ୱାର୍ଟର୍ସ ନିର୍ମାଣ ନିମନ୍ତେ ପ୍ରାୟ ୮୭୦ ଗଛ କାଟିବା ଯୋଜନା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଥିରୁ ୩୫୦ ଗଛ କଟାଯାଇସାରିଛି। ଶହ ଶହ ବର୍ଷ ତଳର ବିରାଟକାୟ ଗଛ କାଟି କ୍ୱାର୍ଟର୍ସ…
ରୁଷିଆର ଦାବି ଯୁଦ୍ଧରେ ଖୁବଶୀଘ୍ର ମିଳିବ ସଫଳତା
ମସ୍କୋ,୨୦ ।୬: ଚଳିତ ବର୍ଷ ଫେବୃୟାରୀରୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ବେଳେ ଅନୁମାନ କରାଯାଉଥିଲା କି ଖୁବଶୀଘ୍ର ରୁଷିଆ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବେ ନିଜ ଅଧିନକୁ ନେଇ ଆସିବ । ହେଲେ ଦୀର୍ଘ ପ୍ରାୟ ସାଢେ ୩ ମାସ…
ବର୍ଷକରେ ୧,୩୫୪ ଶିଶୁ, ୩୮ ମା’ମୃତ
ଯାଜପୁର ଅଫିସ,୨୦ା୬: କେବଳ ଯାଜପୁର ଜିଲା ସୁକିନ୍ଦା ବ୍ଲକର ନଗଡ଼ା ନୁହେଁ, ରାଜ୍ୟର ନବରଙ୍ଗପୁର ଜିଲାରେ ମଧ୍ୟ ପୁଷ୍ଟିହୀନତା କାରଣରୁ ମା’ ଓ ଶିଶୁ ମୃତ୍ୟୁସଂଖ୍ୟା ଉଦ୍ବେଗଜନକ ସ୍ଥିତିରେ ପହଞ୍ଚତ୍ଛି। ଗତ ବର୍ଷକ ମଧ୍ୟରେ ନବରଙ୍ଗପୁର ଜିଲାରେ ୧,୩୫୪ ଶିଶୁ ଓ…
ଭାଜପା ଅଫିସ୍ ଜଗିବେ ଅଗ୍ନିବୀର
ନୂଆଦିଲ୍ଲୀ,୨୦।୬: ସେନାରେ ଠିକା ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ନେଇ ଦେଶବ୍ୟାପୀ ଆକ୍ରୋଶର ନିଆଁ ଜଳୁଥିବାବେଳେ ଭାଜପା ନେତା କୈଳାସ ବିଜୟଭର୍ଗୀୟ ରବିବାର ସେଥିରେ ଘିଅ ଢାଳିଛନ୍ତି। ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଜୟଭର୍ଗୀୟ କହିଛନ୍ତି, ଅଗ୍ନିବୀରମାନେ ୪ ବର୍ଷ ପରେ ଅବସର…
ଅଗ୍ନିପଥ ଯୋଜନାକୁ ନେଇ ବିଜୟଭର୍ଗିୟଙ୍କ ବିବାଦୀୟ ବୟାନର ଜବାବ ରଖିଲେ ରାହୁଲ
ନୂଆଦିଲ୍ଲୀ,୨୦ ।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଚାଲିଛି ବିରୋଧ ପ୍ରଦର୍ଶନ । ଏହାରି ଭିତରେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟଭର୍ଗିୟ ଅଗ୍ନିପଥ ଯୋଜନାକୁ ନେଇ ଯେଉଁ ବୟାନ ଦେଇଛନ୍ତି ଏବେ…
ମାଓବାଦୀଙ୍କ ବର୍ବରତା: ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା
ମାଲକାନଗିରି,୧୯ା୬ (ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। କଣ୍ଡାଗାଁ ଜିଲା ମର୍ଦାପାଲ ଥାନା ଅନ୍ତର୍ଗତ ଖଡ଼ଖଡ଼ି ଗ୍ରାମରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ମାଓବାଦୀମାନେ ଶନିବାର ରାତିରେ ହତ୍ୟା କରିଛନ୍ତି। ତାଙ୍କ ନାମ ରାମୁ ବୋଲି ଜଣାପଡ଼ିଛି।…
୨୦ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ
କରାଚୀ,୧୯।୬: କରାଚୀ ଜେଲରେ ବନ୍ଦୀଥିବା ୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନ ରବିବାର ମୁକ୍ତ କରିଛି। ସେମାନେ ବେଆଇନ ଭାବେ ପାକ୍ ଜଳସୀମାରେ ପଶି ମାଛ ମାରୁଥିବା ଅଭିଯୋଗ ରହିଥିଲା। ୨୦୧୮ ଜୁନ୍ରେ ଗିରଫ ପରେ ସେମାନଙ୍କୁ ୫ ବର୍ଷ ହେଲା ଜେଲରେ…
ପ୍ରଥମ ଟେଷ୍ଟ ଜିତିଲା ଓ୍ବେଷ୍ଟଇଣ୍ଡିଜ
ଆଣ୍ଟିଗୁଆ,୧୯।୬: ସ୍ଥାନୀୟ ସାର ଭିଭିଆନ ରିଚାଡର୍ସ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଓ୍ବେଷ୍ଟଇଣ୍ଡିଜ ୭ ଉଇକେଟରେ ଜିତି ନେଇଛି। ପ୍ରଥମ ଇନଂସରେ ବାଂଲାଦେଶ ୧୦୩ ରନ୍ କରିଥିବା ବେଳେ ଘରୋଇ ଦଳ ୨୬୫ ରନ୍ କରିଥିଲା। ୧୬୨ ରନ୍…
ପନ୍ତଙ୍କ ନାଁରେ ଲଜ୍ଜାଜନକ ରେକର୍ଡ
ବେଙ୍ଗାଲୁରୁ,୧୯।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରିଷଭ ପନ୍ତ ପୁଣି ଟସ ହାରିଛନ୍ତି। ତାଙ୍କ…
Archives


