Home Left

ରାଇମୋହନଙ୍କ ଘରେ ପୋଲିସର ତଦନ୍ତ

ଭୁବନେଶ୍ୱର,୨୬।୬(ବ୍ୟୁରୋ):  ଓଲିଉଡ୍‌ର ଚର୍ଚ୍ଚିତ ଖଳନାୟକ ତଥା ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତଦେହ ଶୁକ୍ରବାର ଘରର ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ପୋଲିସ ଜବତ କରିଥିଲା। ପାରିପାର୍ଶ୍ୱିକ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଡିସିପି ପ୍ରତୀକ ସିଂ…

କୋର୍ଟ ପରିସରରୁ ଦୋଷୀ ସାବ୍ୟସ୍ତ ନିଶାବେପାରୀ ଚମ୍ପଟ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ନିଶା କାରବାର ମାମଲାରେ ଦଣ୍ଡିତ ହେବାପରେ ଜଣେ ଅଭିଯୁକ୍ତ ଭୁବନେଶ୍ୱର କୋର୍ଟ ପରିସରରୁ ଫେରାର ହୋଇଯାଇଛନ୍ତି। ଶନିବାର ଅପରାହ୍ନରେ ଏହି ଘଟଣା ଘଟିଛି। ସେ ହେଲେ ନିଶା ବେପାରୀ ବିଜୟ ମାଣିଆ। ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରା ଜଜ୍‌ (ତୃତୀୟ)…

‘ଅଗ୍ନିପଥ‘ ଯୋଜନାକୁ ବିରୋଧ କରି କଂଗ୍ରେସର ବଡ ପ୍ରଦର୍ଶନ, ପ୍ରେସ କନଫରେନ୍ସ ଜରିଆରେ ସରକାରଙ୍କୁ ଟାର୍ଗେଟ

ନୂଆଦିଲ୍ଲୀ,୨୬ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ କୁ ବିରୋଧ କରି କଂଗ୍ରେସ ଦିଲ୍ଲୀର ଜନ୍ତର ମନ୍ତରରେ ‘ସତ୍ୟାଗ୍ରହ’ କରି ସାରିଛି । ଏବେ ପାର୍ଟି ସାରା ଦେଶରେ ପ୍ରେସ କନଫରେନ୍ସ ଜରିଆରେ ଏହି ଯୋଜନାକୁ ବିରୋଧ କରିବାକୁ ଅଣ୍ଟା ଭିଡିଛି ।…

ଗଭୀର କୂଅରୁ ଉଦ୍ଧାର ହେଉଛି ବାଘ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଆଜି ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ

ଭୁବନେଶ୍ୱର,୨୬।୬(ବ୍ୟୁରୋ):  ରୋମ୍‌ ଗସ୍ତ କାର୍ଯ୍ୟକ୍ରମ ଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ଦୁବାଇରେ ପହଞ୍ଚତ୍ବେ। ୨୯ ତାରିଖରେ ମଧ୍ୟ-ପ୍ରାଚ୍ୟର ପୁଞ୍ଜିପତିମାନଙ୍କ ସହ ରାଜ୍ୟରେ ପୁଞ୍ଜି ନିବେଶ ନେଇ ଇନ୍‌ଭେଷ୍ଟର୍ସ ମିଟ୍‌ରେ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ପୁଞ୍ଜି ନିବେଶ…

ଟପ୍‌-୭ରେ ସମ୍ବଲପୁରର ପ୍ରତୀକ

ସମ୍ବଲପୁର,୨୬।୬(ବ୍ୟୁରୋ):  ଟିଭି ରିୟଲିଟି ଶୋ’ ଡ୍ୟାନ୍ସ ଦିୱାନେ ଜୁନିୟରରେ ସମ୍ବଲପୁର ପୁଅ ପ୍ରତୀକ ନାୟକ ଟପ-୭ରେ ପହଞ୍ଚତ୍ଛନ୍ତି। ସେ ନିଜର ନୃତ୍ୟ ମାଧ୍ୟମରେ ବିଚାରକଙ୍କ ହୃଦୟ ଜିତିପାରିଛନ୍ତି। ଟପ-୭ରେ ପହଞ୍ଚତ୍ ପ୍ରତୀକ ଓଡ଼ିଶାବାସୀଙ୍କୁ ବିଜୟ ମୁକୁଟ ଦେବା ଆଶା ଉଜ୍ଜୀବିତ କରିଛନ୍ତି।…

ଘର ତଳୁ ୧୨ ପିତ୍ତଳ ମୂର୍ତ୍ତି ଉଦ୍ଧାର

କଟକ ସଦର, ୨୬।୬(ଡି.ଏନ୍‌.ଏ.): କଟକ-ପାରାଦୀପ ରାସ୍ତାପାର୍ଶ୍ୱ ନାହାଭଙ୍ଗା ଗ୍ରାମର ଶମ୍ଭୁନାଥ ବେହେରାଙ୍କ ଘର ଚଟାଣ ତଳୁ ଶୁକ୍ରବାର ୧୨ଟି ପିତ୍ତଳ ମୂର୍ତ୍ତି ଉଦ୍ଧାର କରାଯାଇଛି। ସେଥିମଧ୍ୟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ଦୁର୍ଗା, ଗରୁଡ଼ ମୂର୍ତ୍ତି ଓ ଶାଳଗ୍ରାମ ରହିଛି। ପରେ ମୂର୍ତ୍ତିଗୁଡିକ…

ପିଲାଙ୍କୁ ଆସୁନି ୩ କ ପଣିକିଆ: ପ୍ରଧାନଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ

ବାଲେଶ୍ୱର ଅଫିସ, ୨୬।୬: ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଉତ୍ତମ ଶୈକ୍ଷିକ ବାତାବରଣ ଏବଂ ଶିକ୍ଷା ପ୍ରଦାନ ପାଇଁ ସ୍କୁଲକୁ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ହେଲେ କେତେକ ସ୍ଥାନରେ ଉତ୍ତମ ବ୍ୟବସ୍ଥା ଉପଲବ୍ଧ ଥାଇ ସୁଦ୍ଧା ପିଲାମାନଙ୍କ ଶିକ୍ଷାରେ…

ଘଟଣାସ୍ଥଳରେ କେନ୍ଦ୍ରୀୟ ଟିମ୍‌ର ତଦନ୍ତ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜରୁ ମାଟିତଳୁ ମିଳିଥିବା ୩ ହାତୀ କଙ୍କାଳ ଘଟଣାର ତଦନ୍ତ ପାଇଁ ଓଡ଼ିଶା ଆସିଛି ଓ୍ବାଇଲ୍ଡଲାଇଫ୍‌ କ୍ରାଇମ୍‌ ସେଣ୍ଟ୍ରାଲ ବ୍ୟୁରୋ(ଡବ୍ଲ୍ୟୁସିସିବି) ଟିମ୍‌। ଏଥିରେ ଡବ୍ଲ୍ୟୁସିସିବିର ଇନ୍ସପେକ୍ଟର କୌଶିକ ମଣ୍ଡଳ ଓ କନ୍‌ଷ୍ଟେବଳ ରାଜୀବ ଦୀକ୍ଷିତ ଶନିବାର…

ଏତେ ଶୀଘ୍ର ଶେଷ ହେବନାହିଁ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ, ସଦସ୍ୟତା ପାଇଁ କୋର୍ଟ ଯିବାକୁ ପ୍ରସ୍ତୁତ ହେଲେଣି ଅସନ୍ତୁଷ୍ଟ ବିଧାୟକ

ମୁମ୍ବାଇ,୨୬ ।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏକନାଥ ସିନ୍ଧେଙ୍କ ଏକଜିଦିଆ ନୀତି ଯୋଗୁ ଏହି ରାଜନୈତିକ ସଙ୍କଟ ବେଳକୁ ବେଳ ଜଟିଳ ହେଉଥିବା କୁହାଯାଇଛି । ଇତିମଧ୍ୟରେ ସିନ୍ଧେଙ୍କ ସମର୍ଥିତ ନେତା…

ପ୍ରହସନ ପାଲଟିଛି ପଲିଥିନ କଟକଣା

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଆସନ୍ତା ଜୁଲାଇ ୧ରୁ ସମଗ୍ର ଦେଶରେ ଥରେ ବ୍ୟବହୃତ (ସିଙ୍ଗଲ୍‌ ୟୁଜ୍‌) ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରକୁ ନିଷେଧ କରାଯିବ। ରାଜ୍ୟରେ ଏହାକୁ ଲାଗୁ କରିବା ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ…

ଖାଦ୍ୟାଭାବ ଆଶଙ୍କା

ଅସ୍ବାଭାବିକ ମୌସୁମୀ ଦେଶର ଖାଦ୍ୟ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଦିଗରେ ‘ସ୍ବାଭାବିକ ମୌସୁମୀ’ ପ୍ରାକୃତିକ ଭାବେ ବଡ଼ ଭୂମିକା ନେଇଥାଏ। ସ୍ବାଭାବିକ ବର୍ଷା ଫସଲ କରାଇ ଲୋକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri