Home Left

ଶିବପାଲ୍‌ ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୩ା୧୦(ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ଶୃଙ୍ଖଳା କମିଟି ଭାରତର ଟପ୍‌ ଜାଭେଲିନ୍‌ ଥ୍ରୋୟର ଶିବପାଲ ସିଂଙ୍କୁ ୪ ବର୍ଷ ବାସନ୍ଦ କରିଛି। ଗତବର୍ଷ କରାଯାଇଥିବା ଏକ ଡୋପ୍‌ ଟେଷ୍ଟରେ ସେ ବିଫଳ ହୋଇଥିଲେ। ଶିବପାଲ ଟୋକିଓ ଅଲିମ୍ପିକ୍ସରେ…

ସୌରଭ କୁମାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ

ରାଜକୋଟ୍‌, ୩ା୧୦(ପି.ଟି.): ଇରାନୀ କପ୍‌ର ଦ୍ୱିତୀୟ ଦିବସରେ ଅଲ୍‌ରାଉଣ୍ଡର ସୌରଭ କୁମାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଯୋଗୁ ସୌରାଷ୍ଟ୍ର ବିପକ୍ଷରେ ଅବଶିଷ୍ଟ ଭାରତ ଏକାଦଶ ଏହାର ସ୍ଥିତିକୁ ମଜଭୁତ କରିଦେଇଛି। ସୌରଭ ଷ୍ଟ୍ରୋକ୍‌ଭରା ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୨ଟି ଉଇକେଟ ଅକ୍ତିଆର…

ନବାଗତ ଆମୋସ କିପ୍‌ରୁଟୋ ଜିତିଲେ ଲଣ୍ଡନ ମାରାଥନ

ଲଣ୍ଡନ, ୩ା୧୦(ଏପି): ନବାଗତ ଆମୋସ କିପ୍‌ରୁଟୋ ରବିବାର ଲଣ୍ଡନ ମାରାଥନ ପୁରୁଷ ରେସ୍‌ ଜିତିଛନ୍ତି। କେନିଆର ଏହି ୩୦ ବର୍ଷୀୟ ଧାବକ ୨ ଘଣ୍ଟା ୪ ମିନିଟ୍‌ ୩୯ ସେକେଣ୍ଡରେ ଦ୍ୱିତୀୟ ସ୍ଥାନରେ ରହିଥିବା ଇଥିଓପିଆର ଲିଉଲ୍‌ ଜେବ୍ରେସେଲାସିଙ୍କୁ ପଛରେ ପକାଇ…

ଆହତ ଦନ୍ତାର ହେଲା ଅସ୍ତ୍ରୋପଚାର

ବେତନଟୀ,୩ା୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବେତନଟୀ ରେଞ୍ଜ୍‌ର ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ୧୫ ଦିନ ହେବ ଅସୁସ୍ଥ ଅବସ୍ଥାରେ ବିଚରଣ କରୁଥିବା ଦନ୍ତାହାତୀର ରବିବାର ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ବେଳେ ହାତୀ ଗୋଡ଼ରୁ ଏକ ମୋଟା ପ୍ଲାଷ୍ଟିକ ରଶି…

ଟାଇଟଲ ଜିତିଲେ ନିଶିଓକା

ସିଓଲ, ୩ା୧୦(ଏପି): ଜାପାନର ୟୋଶିହିତୋ ନିଶିଓକା କୋରିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟ ଟାଇଟଲ ବିଜୟୀ ହୋଇଛନ୍ତି। ପ୍ରତିଯୋଗିତାର ଫାଇନାଲରେ ସେ ଚତୁର୍ଥ ସିଡ୍‌ ତଥା କାନାଡ଼ାର ଡେନିସ ଶାପୋଭାଲୋଭ୍‌ଙ୍କୁ ୬-୪, ୭-୬ (୫) ସେଟ୍‌ରେ ହରାଇ ଦେଇଛନ୍ତି। ତାଙ୍କ କ୍ୟାରିୟରର ଏହା…

ଦୋନବାସରେ ବିଜୟ ଅଭିମୁଖେ ୟୁକ୍ରେନ୍‌, ୨୪ ଘଣ୍ଟାରେ ୨୯ ଥର ଆକ୍ରମଣ କଲାଣି ବାୟୁସେନା

କ୍ୱିଭ,୩ ।୧୦: ୟୁକ୍ରେନର ପୂର୍ବରେ ଦୋନୋସ୍କ ପ୍ରାନ୍ତର ଲାୟମନକୁ ରୁଷିଆ କବଜାରୁ ମୁକ୍ତ କରିବା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଉତ୍ସାହିତ ଜଣାପଡୁଛନ୍ତି । ଲାୟମନକୁ ଦୋନବାସ (ପୂର୍ବ)ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ମୋର୍ଚ୍ଚ ବୋଲି କହି ଜେଲେନସ୍କି କହିଛନ୍ତି,…

କବୀର ହଂସଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର,୩ା୧୦(ସ୍ପୋଟର୍‌ସ ବ୍ୟୁରୋ): କେଟି ଗ୍ଲୋବାଲ ସ୍କୁଲ ସର୍ବଭାରତୀୟ ଟେନିସ ଓଟିଏ ପୁରୁଷ ବର୍ଗରେ ଡବଲ ଟାଇଟଲ ହାସଲ କରିଛନ୍ତି କବୀର ହଂସ। ଭୁବନେଶ୍ୱରସ୍ଥିତ କେଟି ଗ୍ଲୋବାଲ ସ୍କୁଲ ପରିସରରେ ଶନିବାର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମେ ତାମିଲନାଡୁର ଦୀପକ ଶ୍ରୀଧରଙ୍କୁ ୬-୧,…

ମୁକେଶ, ରଜତ ନୂଆ ମୁହଁ

ନୂଆଦିଲ୍ଲୀ, ୩ା୧୦(ପି.ଟି.): ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ୍‌ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ଦୁଇଜଣ ନୂଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବେଙ୍ଗଲ ସିମ୍‌ ବୋଲର ମୁକେଶ କୁମାର…

ନିଆଁ ଲଗାଇବା ପରେ ହାଣି ଦେଲେ

କେନ୍ଦୁଝର,୩ା୧୦(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅଧୀନ ହୁଣ୍ଡୁଳା ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଯୁବକଙ୍କ ଘରେ ପେଟ୍ରୋଲ ଢାଳି ନିଅଁା ଲଗାଇଦେବା ସହ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପ୍ରଣବ…

ସୁଜଲନ ଏନର୍ଜୀ ସଂସ୍ଥାପକ ତୁଲସୀ ତନ୍ତୀଙ୍କର ପରଲୋକ

ନୂଆଦିଲ୍ଲୀ,୩।୧୦: ଦେଶର ପ୍ରମୁଖ ଏନର୍ଜୀ କମ୍ପାନୀ ସୁଜଲନ ଏନର୍ଜୀ ସଂସ୍ଥାପକ ତଥା ଅଧ୍ୟକ୍ଷ ତୁଲସୀ ତନ୍ତୀଙ୍କର ପରଲୋକ ହୋଇଯାଇଛି। କମ୍ପାନୀ ଶେୟାର ବଜାରକୁ ଏହି ସୂଚନା ଦେଇଛିି। କମ୍ପାନୀ ସୂଚନା ଅନୁସାରେ ୬୪ବର୍ଷ ବୟସ୍କ ତନ୍ତୀଙ୍କର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ଅକ୍ଟୋବର…

ନୁଭୋକୋକୁ ମିଳିବ ‘ଗୋଲ୍‌ଡେନ୍‌ ପିକକ୍‌ ଆୱାର୍ଡ’

ନୂଆଦିଲ୍ଲୀ,୩।୧୦: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ନୁଭୋକୋକୁ ଚଳିତ ବର୍ଷର ‘ଗୋଲ୍‌ଡେନ୍‌ ପିକକ୍‌ ଆୱାର୍ଡ ଫର ଏକ୍ସଲେନ୍ସ ଇନ୍‌ କର୍ପୋରେଟ୍‌ ଗଭର୍ନାନ୍ସ-୨୦୨୨’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଜଣାପଡିଛି। ବିଶେଷକରି କୋଠା ଉପକରଣ କ୍ଷେତ୍ରରେ ନୁଭୋକୋର ଅଭିବୃଦ୍ଧି ତଥା ଶ୍ରେଷ୍ଠମାନର ଗଭର୍ନାନ୍ସ…

ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ନାଲି ଚାଉଳ

ଚଣ୍ଡିଖୋଲ,୩ା୧୦(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଏବଂ ଗହମ ଯୋଗାଇ ଦେଉଛନ୍ତି। ଏହି ଚାଉଳ ସମ୍ପୂର୍ଣ୍ଣ ଧଳା ଓ ପରିଷ୍କାର ହୋଇଥିବା ଆବଶ୍ୟକ ବୋଲି ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ମାତ୍ର କେତେଜଣ ଅସାଧୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?