Home Left

‘ଆକ୍ରମଣକାରୀଙ୍କ ମୁଣ୍ଡ ହାତ କାଟିଦିଅ’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି)ର ଏକ ରାଲି ଘୃଣା ଭାଷଣ ମଞ୍ଚରେ ପରିଣତ ହୋଇଛି। ଯେଉଁମାନେ ତୁମକୁ ଆକ୍ରମଣ କରୁଛନ୍ତି ସେମାନଙ୍କ ମୁଣ୍ଡ କାଟିବା ସହ ହାତ ହାଣିଦିଅ ବୋଲି ରାଲିରେ ଯୋଗଦେଇଥିବା ଜଗଦ୍‌ଗୁରୁ ଯୋଗେଶ୍ୱର ଆଚାର୍ଯ୍ୟ କହିଥିଲେ।…

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ: ସ୍କୁଲ ବନ୍ଦ

ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ପ୍ରବଳ ବର୍ଷା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ନୋଇଡା ସମେତ ଲକ୍ଷ୍ନୌ, ଗାଜିଆବାଦ, ଏବଂ ଆଗ୍ରା ସ୍କୁଲଗୁଡ଼ିକ ସୋମବାର ବନ୍ଦ ରହିବ ବୋଲି ସୂଚନା ମିଳିଛି। ରାଜ୍ୟରେ ଶନିବାର ଅପରାହ୍ନରୁ ବର୍ଷା ଲାଗିରହିଛି। ଫଳରେ ଅନେକ ଅଞ୍ଚଳରେ ବନ୍ୟା…

ଏଥର ରଶିରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଶେଷକରି ତାଙ୍କର ଡ୍ରେସ୍‌କୁ ନେଇ ଲୋକେ ତାଙ୍କୁ ଟ୍ରୋଲ କରିଥାନ୍ତି। ଏବେ ଉର୍ଫିଙ୍କୁ ବିମାନବନ୍ଦରରେ ସ୍ପଟ୍‌ କରାଯାଇଥିଲା। ସେ ରଶିରେ ତିଆରି ଡ୍ରେସ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଏହା ଦେଖି ଲୋକେ…

ଦେଶୀ ଧାନ ସଂରକ୍ଷକ ରାଇମତି

କୁନ୍ଦୁରା,୧୦ା୧୦ (ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଳକ ଲିମା ପଞ୍ଚାୟତ ଅନ୍ତର୍ଗତ ନୂଆଁଗୁଡା ଗ୍ରାମର ଆଦିବାସୀ ମହିଳା ରାଇମତି ଘିଉରିଆ। ୧୩୬ କିସମର ଦେଶୀ ଧାନ ସଂଗ୍ରହ କରି ସେ ସଂରକ୍ଷିତ ରଖିଛନ୍ତି। ସେଥିମଧ୍ୟରୁ ୭୦ଟି କିସମର ଜୈବିକ ପଦ୍ଧତିରେ ଚାଷ…

ଅର୍ଚ୍ଚନା ଏବଂ ଅଧିକାରୀ

ଭୁବନେଶ୍ବର,୧୦ା୧୦(ବ୍ୟୁରୋ): ରାଜ୍ୟର ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଗିରଫ ଘଟଣାକୁ ନେଇ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସିବାରେ ଲାଗିଛି। ବଡ଼ବଡ଼ିଆଙ୍କୁ ପ୍ରେମ ଜାଲରେ ପକାଇ ସେମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ସମୟର ଭିଡିଓ କରିବା ପରେ ତାକୁ ଧରି…

ଏହି ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ ଭାଇଜାନ

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବରୀଙ୍କ ଝିଅ ପଲକ ତିଓ୍ବାରୀଙ୍କୁ ଅକ୍ଟୋବର ୮ରେ ୨୨ ବର୍ଷ ହୋଇଛି। ପଲକଙ୍କ ଜନ୍ମଦିନର ଗୋଟିଏ ଦିନ ପରେ ଅର୍ଥାତ୍‌ ୯ ତାରିଖ ରବିବାର ସଲମାନ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଲମାନ ଇନ୍‌ଷ୍ଟାଗ୍ରାମରେ ନିଜର…

କେରଚ୍‌ ବ୍ରିଜ୍‌ ବିସ୍ଫୋରଣ ପରେ ରୁଷିଆର ରକେଟ୍‌ ମାଡ଼: ୧୭ ମୃତ

ଜାପୋରିଝିଆ,୯ା୧୦: ରୁଷିଆକୁ କ୍ରିମିଆ ଉପଦ୍ୱୀପ ସହ ଯୋଡ଼ୁଥିବା ୟୁରୋପର ଦୀର୍ଘତମ କେରଚ୍‌ ବ୍ରିଜ୍‌ ଶନିବାର ବିସ୍ଫୋରଣରେ କ୍ଷତିଗ୍ରସ୍ତ ହେବା ପରେ ମସ୍କୋ ୟୁକ୍ରେନ୍‌ର ଜାପୋରିଝିଆ ସହର ଉପରେ ରକେଟ୍‌ ମାଡ଼ କରିଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଜାପୋରିଝିଆକୁ…

ଛାତ ଭୁଶୁଡ଼ି ଗୋଟିଏ ପରିବାରର ୯ ମୃତ

ଇସ୍‌ଲାମାବାଦ,୯।୧୦: ପାକିସ୍ତାନର ଗିଲ୍‌ଗିଟ ଅଧୀନ ଚିଲାସ ସହରରେ ରବିବାର ଏକ ଅଘଟଣ ଘଟିଛି। ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ ଓ୍ବେଟରଙ୍କ ସ୍ତ୍ରୀ,…

ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ

ପୁରୁଷୋତ୍ତମପୁର,୯ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରବିବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପୋଷ୍ଟ ଅଫିସ ସାହିର କୈଳାସ ଚନ୍ଦ୍ର ନାୟକ (୫୮)। ସେ ଗାଁ ନିକଟସ୍ଥ ନାଳପାରି ଜମିକୁ ଚାଷ କାମ ଲାଗି ଯାଇଥିଲେ। ସେତିକିବେଳେ ବଜ୍ରପାତ…

ନନ୍ଦାହାଣ୍ଡିରେ ପୁଣି ଝାଡ଼ାବାନ୍ତି, ୮ ଆକ୍ରାନ୍ତ

ନନ୍ଦାହାଣ୍ଡି,୮।୧୦,(ଡି.ଏନ.ଏ.): ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକକୁ ପୁଣି ଫେରିଲା ଝାଡ଼ାବାନ୍ତି। ବି.ମାଳିଗୁଡ଼ା ଗ୍ରାମର ୮ଜଣ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ଗାଁର ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାପନ…

ସ୍ପେସ୍‌ଓ୍ବାକ୍‌ କରିବେ ଟମ୍‌ କ୍ରୁଶ୍‌

ହଲିଉଡ୍‌ ଷ୍ଟାର ଟମ୍‌ କ୍ରୁଶ୍‌(୬୦) ଏବେ ତାଙ୍କ ପ୍ରଶଂସକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିବାକୁ ଯାଉଛନ୍ତି। ନିଜ ଆକ୍ସନ ପାଇଁ ପ୍ରସିଦ୍ଧ ଏହି ଅଭନେତା ନିଜ ଆଗାମୀ ଫିଲ୍ମ ପାଇଁ ଅର୍ନ୍ତଜାତୀୟ ସ୍ପେସ୍‌ ଷ୍ଟେଶନ ଯିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ସେଠାରେ…

ବିପକ୍ଷରେ ବସିବାକୁ ଭାଜପା ପ୍ରସ୍ତୁତ ହେବା ଉଚିତ: ଶଶି ଥରୁର

ନୂଆଦିଲ୍ଲୀ,୯।୧୦: କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଶଶି ଥରୁର ରବିବାର ଭାରତୀୟ ଜନତା ପାର୍ଟିକୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଭାଜପା ବିରୋଧୀ ଦଳର ବସିବାକୁ ପ୍ରସ୍ତୁତ ହେବା ଉଚିତ, କାରଣ ୨୦୨୪ ପରେ ସେମାନଙ୍କୁ ସେଠାରେ ବସିବାକୁ ପଡ଼ିବ। ଏଥିପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?