ନୂଆ ଲୁକ୍ରେ ଶିଳ୍ପା
ବଲିଉଡ୍ର ଗ୍ଲାମରସ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କର ଲୁକ୍କୁ ନେଇ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ଅଭିନେତ୍ରୀଙ୍କର ନୂଆ ଲୁକ୍ ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ ସେ ସୋସିଆଲ ମିଡିଆକୁ ବାଏ କହିଥିଲେ। ହେଲେ ଏବେ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ…
କୋହଲିଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଗାଙ୍ଗୁଲି
ମୁମ୍ବାଇ,୧୬।୫: ଆଇପିଏଲ ୨୦୨୨ରେ ଭାରତୀୟ ଦଳର ୨ ସୁପରଷ୍ଟାର ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। ଆଇପିଏଲ ପରେ ଭାରତକୁ ଚଳିତ ବର୍ଷ ଟି-୨୦ ବିଶ୍ୱକପ ଖେଳିବାକୁ ପଡିବ। ଏହା ପୂର୍ବରୁ ଦୁଇ ବଡ…
ଆଣ୍ଡମାନ ଛୁଇଁଲା ମୌସୁମୀ
ଭୁବନେଶ୍ୱର,୧୬।୫(ବ୍ୟୁରୋ): ଆଣ୍ଡମାନ ଛୁଇଁଲା ମୌସୁମୀ । ସୋମବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ,…
ବିକି କୌଶଲଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ ଅଭିନେତା ବିକି କୌଶଲ ଆଜି ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ମେ ୧୬, ୧୯୮୮ରେ ଜନ୍ମଗ୍ରହଣ କରିଥିଲେ। ବିବାହ ପରେ ସେ ସ୍ତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ସହ ନ୍ୟୁୟର୍କରେ ପ୍ରଥମ ଥର ପାଇଁ ପାଳନ କରିଛନ୍ତି। ସେ ‘ଗ୍ୟାଙ୍ଗସ…
ଅପମାନଜନକ ମନ୍ତବ୍ୟ ପୋଷ୍ଟ କରି ଅଡୁଆରେ ଅଭିନେତ୍ରୀ
ମୁମ୍ବାଇ,୧୬।୫: ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଫେସ୍ବୁକ୍ରେ ପୋଷ୍ଟ କରିବା ମରାଠୀ ଅଭିନେତ୍ରୀ କେତକୀ ଚିତାଲେଙ୍କୁ ମହଙ୍ଗା ପଡିଛି। ଅଭିଯୋଗକକୁ ଭିତ୍ତି କରି ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ…
ସମବାୟ ନିର୍ବାଚନ: ୭ ଜଣିଆ କମିଟି ଗଠନ କଲା ବିଜେଡ଼ି
ଭୁବନେଶ୍ୱର,୧୬।୫(ବ୍ୟୁରୋ): ସମବାୟ ନିର୍ବାଚନ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି ବିଜେଡ଼ି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତୃତ୍ୱଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ସମବାୟ ନିର୍ବାଚନ ପରିଚାଳନା କରିବା ନେଇ ବିଜେଡ଼ି ଏକ ୭ ଜଣିଆ…
ଅଭିନେତାଙ୍କୁ ନେଇ ଏଭଳି କହିଲେ କିଆରା
ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ। ନିକଟରେ ତାଙ୍କ ନୂଆ ଫିଲ୍ମ‘ ‘ଭୁଲ ଭୁଲେୟା-୨’ର ପ୍ରମୋଶନ ପାଇଁ ସେ ବ୍ୟସ୍ତ ରହୁଛନ୍ତି। ଏହାରି ଭିତରେ କିଆରା ତାଙ୍କ କୋ-ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ କଥା ମନେ ପକାଇଥିଲେ।…
ମନ୍ତ୍ରୀ ପୁଅଙ୍କୁ ଘରେ ନ ପାଇ ନୋଟିସ ଝୁଲାଇ ଆସିଲା ପୋଲିସ
ଜୟପୁର,୧୬।୫: ରାଜସ୍ଥାନ ମନ୍ତ୍ରୀ ମହେଶ ଜୋଷୀଙ୍କ ପୁଅ ରୋହିତଙ୍କ ବିରୋଧରେ ଜଣେ ୨୩ ବର୍ଷୀୟା ଯୁବତୀ ବଳାତ୍କାର ଅଭିଯୋଗ ଆଣିବା ପରେ ଦିଲ୍ଲୀ ପୋଲିସର ଏକ ୧୫ ଜଣିଆ ଟିମ୍ ତାଙ୍କୁ ଗିରଫ କରିବା ଲାଗି ଜୟପୁରରେ ପହଞ୍ଚତ୍ଥିଲା। ସହରରେ ଥିବା…
ହ୍ରିତିକ୍ଙ୍କ ଷ୍ଟାଇଲ୍ରେ ଟାଇଗର ଶ୍ରଫ୍ଙ୍କ ଜବରଦସ୍ତ ଡ୍ୟାନ୍ସ
ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଟାଇଗର ତାଙ୍କର ପ୍ରିୟ ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମ ‘କ୍ରିସ୍’ର ‘ଚୋରି ଚୋରି ଚୁପ୍କେ ଚୁପ୍କେ’ ଗୀତରେ ଏକ ଚମତ୍କାର ଡ୍ୟାନ୍ସ କରୁଥିବା…
ଆକ୍ରମଣକାରୀଙ୍କ ଗିରଫ ପାଇଁ ପୋଲିସ ଉପରେ ଚାପ
କଲମ୍ବୋ,୧୬ା୫: ଗତ ସପ୍ତାହରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ରାଜପାକ୍ସେ ପରିବାରର ବିଶ୍ୱସ୍ତବାଦୀଙ୍କୁ ଗିରଫ କରିବା ପାଇଁ ଶ୍ରୀଲଙ୍କାରେ ପୋଲିସ ଉପରେ ସୋମବାର ଚାପ ପଡ଼ିଛି। ଏହି ହିଂସାରେ ୯ ଜଣଙ୍କର ମୃତ୍ୟୁ ହେବା ପରେ ପୋଲିସ…
ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କଲେ ଦୁଇ ନାବାଳକ
କେନ୍ଦୁଝର,୧୬ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଞ୍ଚଳରେ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଦୁଇ ନାବାଳକ ଭାଇ। ତେବେ ପୋଲିସ ଏହି ଦୁଇ ନାବାଳକ ଭାଇଙ୍କୁ ଅଟକ ରଖିଥିବା ବେଳେ ସଠିକ୍ କାରଣ ଜଣା ପଡ଼ି…
୩ ଜଙ୍ଗଲରୁ ଅବାଧ କାଠ ଚାଲାଣ
ବଇଣ୍ଡା,୧୬।୫(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜର ବିପ୍ରଡିହ, ମଇମୁରା, କେଞ୍ଚୁଆନାଳି ଜଙ୍ଗଲରୁ କିଛିଦିନ ହେବ ଅବାଧ କାଠଚାଲାଣ ହେଉଥିବା ନେଇ କେଞ୍ଚୁଆନାଳି ଗ୍ରାମବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ ଦର୍ଶାଇଛନ୍ତି, ଧଣ୍ଡାତୋପା ରେଞ୍ଜରେ ଅନେକ ଘଞ୍ଚ ଜଙ୍ଗଲ…
Archives


