ମୀନାବଜାରରେ ଅଘଟଣ: ଡିସ୍କୋ ଚେୟାରରେ ବୁଲୁଥିବା ବେଳେ ଚାଲିଗଲା ନାବାଳିକାଙ୍କ ଜୀବନ
କୋଟପାଡ଼,୩ା୭(ଡି.ଏନ୍.ଏ.): କୋରାପୁଟ ଜ଼ିଲା କୋଟପାଡ଼ ଅଞ୍ଚଳରେ ରଥଯାତ୍ରା ପାଇଁ ପଡିଥିବା ମୀନାବଜାରରେ ଏକ ଅଘଟଣ ଘଟିଛି। ମ୍ୟାଜିକ ଡିସ୍କୋ ଚେୟାରରେ ବୁଲୁଥିବା ବେଳେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ସେ କୋଟପାଡ଼ ମିର୍ଗାନ ସାହିର ଏମ୍ଡି ୟାକୁବଙ୍କ ଝିଅ ଆଲଫିଆ (୧୩)…
ଶାହାଙ୍କ ଭବିଷ୍ୟବାଣୀ: ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ରହିବ ଭାଜପା ଯୁଗ
ହାଇଦ୍ରାବାଦ୍,୩।୭: ହାଇଦ୍ରାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ସଭାପତିଙ୍କ ସମେତ ଦଳର ଅନେକ ହେଭିଓ୍ବେଟ୍ ନେତା ଯୋଗ ଦେଇଥିଲେ। ଏହି ଅବସରରେ…
ଟ୍ରକ୍ ଚକ ତଳେ ପଡ଼ିଗଲେ ବାଇକ୍ ଆରୋହୀ
ଫୁଲନଖରା,୩।୭:(ଡି.ଏନ୍.ଏ.): କଟକ ସଦର ଥାନା ଅଧୀନ ଫୁଲନଖରା ନିଆଳି ରାସ୍ତା କୁରାଙ୍ଗ ଶାସନ ନିକଟରେ ରବିବାର ଏକ ସଡ଼କ ଦୁର୍ଘଣାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଓଲଟପୁର ଥାନା ଅନ୍ତର୍ଗତ କଅଁରପୁର ଗ୍ରାମର ମାନସ ମହାପାତ୍ର।…
ସାପ କାମୁଡ଼ାରେ ନବବିବାହିତାଙ୍କ ମୃତ୍ୟୁ
ବ୍ରହ୍ମପୁର ଅଫିସ,୩ା୭: ବିଷାନ୍ତ ସାପ କାମୁଡ଼ାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ ନବବିବାହିତାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ଗଡ଼ ଥାନା ଅଧୀନ ଦଳପତିନଗରର ବିପଦ ନାୟକଙ୍କ ସ୍ତ୍ରୀ ପାର୍ବତୀ (୧୮)। ମେଡିକାଲ ଫାଣ୍ଡି ପୋଲିସ ରବିବାର ମୃତଦେହ ଜବତ କରିଛି।…
କାମ କରିବାକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ସକାଳୁ ମିଳିଲା ମୃତଦେହ
ଆନନ୍ଦପୁର/ଘସିପୁରା,୩ା୭(ସ୍ବ.ପ୍ର./ଡି.ଏନ୍.ଏ.):କେନ୍ଦୁଝର ଜିଲା ଘସିପୁରା ଥାନା ଗୋପାଳପୁର ଗ୍ରାମ ନିକଟରେ ଥିବା ଏକ ଚାଷଜମିରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତଦେହ ଖାଳିଆମେଣ୍ଟା ହରିଜନ ସାହିର ହୃଷୀକେଶ ମଲ୍ଲିକଙ୍କର ବୋଲି ଜଣାପଡିଛି। ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ଉତ୍ତରପ୍ରଦେଶରେ ଆଇନ ଛାତ୍ରଙ୍କୁ ହତ୍ୟା
ନୂଆଦିଲ୍ଲୀ,୩।୭: ଉତ୍ତରପ୍ରଦେଶ ମିରଟରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ୨୧ ବର୍ଷୀୟ ଜଣେ ଆଇନ ଛାତ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଅଖାରେ ଭରି ଡ୍ରେନରେ ଫିଙ୍ଗି ଦିଆଯାଇଛି। ଅନ୍ୟପକ୍ଷେ ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ…
‘ଆତଙ୍କବାଦୀ କସବଙ୍କଠାରୁ ବି ଅଧିକ ସୁରକ୍ଷା ବିଦ୍ରୋହୀ ବିଧାୟକଙ୍କୁ ଦିଆଯାଇଥିଲା’
ମୁମ୍ବାଇ,୩।୭:ମହାରାଷ୍ଟ୍ରର ରାଜନୈତିକ ଅସ୍ଥିରତା ପରେ ସେଠାରେ ଏକ ନୂତନ ସରକାର ଗଠନ କରାଯାଇଛି। ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଛନ୍ତି। ରବିବାର ବିଧାନସଭା ବାଚସ୍ପତି ନିର୍ବାଚନରେ ଭାଜପା ନେତା ରାହୁଲ ନିର୍ବେକର ଜିତିଛନ୍ତି। ସୋମବାର…
ରାଜଧାନୀରେ କରୋନା ଟେଷ୍ଟ ଜୋରଦାର
ଭୁବନେଶ୍ୱର,୩ା୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ ହେବା ପରେ ଏବେ କରୋନା ସଂକ୍ରମଣ ରୋକିବାକୁ ଟେଷ୍ଟିଂ ଓ ଟ୍ରାକିଂକୁ ଜୋରଦାର କରାଯାଇଛି। ରବିବାର ଭୁବନେଶ୍ୱରରେ ୨୫ଟି ୟୁପିଏଚ୍ସି/ୟୁସିଏଚ୍ସିରେ କରୋନା ଟେଷ୍ଟ ବ୍ୟବସ୍ଥା କରାଯାଇଛି। ସକାଳ ୯ରୁ ୧୧ଟା ୩୦ ଓ ସନ୍ଧ୍ୟା…
ସୁରକ୍ଷା ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପଶିଲେ ଯୁବକ
କୋଲକତା,୩।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ଏକ ବଡ଼ ସୁରକ୍ଷା ଉଲ୍ଲଂଘନ ହୋଇଛି। କୋଲକାତାର କାଳିଘାଟରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶନିବାର ଜଣେ ଅଜ୍ଞାତ ଯୁବକ ପାଚେରି ଡେଇଁ ଘରେ ପଶିଥିଲେ। ରାତିସାରା ଘର ପରିସରରେ ରହିଥିଲେ। ସକାଳେ ତାଙ୍କୁ…
ଅଧିନାୟକଙ୍କ ଭଳି କାମ କରୁଛନ୍ତି କୋହଲି
ଲଣ୍ଡନ,୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏଜବାଷ୍ଟନ୍ରେ ପଞ୍ଚମ ଟେଷ୍ଟ ଖେଳାଯାଉଛି। ମ୍ୟାଚର ଦ୍ୱିତୀୟ ଦିନରେ ବିରାଟ କୋହଲି ଫିଲ୍ଡିଂ ବେଳେ ଅଧିନାୟକ ଜଶପ୍ରୀତ ବୁମ୍ରାଙ୍କୁ ସାହାଯ୍ୟ କରୁଥିବା ନଜର ଆସିଥିଲେ। ବୁମ୍ରା ପ୍ରଥମ ଥର ପାଇଁ ଦଳର ନେତୃତ୍ୱ ନେଉଛନ୍ତି।…
ପଞ୍ଜାବ ସରକାରରେ ସୋମବାର ହେବ ମନ୍ତ୍ରିମଣ୍ଡଳ ବିସ୍ତାର
ଚଣ୍ଡିଗଡ଼,୩ ।୭: ପଞ୍ଜାବର ଆମ ଆଦମୀ ପାର୍ଟି(ଏଏପି)ସରକାର ସୋମବାର ତା’ର ମନ୍ତ୍ରିମଣ୍ଡଳର ବିସ୍ତାର କରିବ ବୋଲି ଅନୁମାନ କରାଯାଉଛି । ଏହି ମନ୍ତ୍ରିମଣ୍ଡଳରେ ଜଣେ ମହିଳା ସମେତ ଅତିକମରେ ୫ ଜଣ ବିଧାୟକଙ୍କୁ ମନ୍ତ୍ରୀପଦ ଦିଆଯାଇପାରେ ବୋଲି କୁହାଯାଉଛି । ଏହି…
ଅଗ୍ନିପଥ, ଗୁଜରାଟ ଦଙ୍ଗାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସ୍ୱାଗତ କଲା ଭାଜପା
ହାଇଦ୍ରାବାଦ,୩ ।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ୨ ଦିନ ହେବ ହାଇଦ୍ରାବାଦରେ ଆରମ୍ଭ ହୋଇଛି । ଦ୍ୱିତୀୟ ଅର୍ଥାତ୍ ଶେଷ ଦିନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜନୈତିକ ପ୍ରସ୍ତାବ ଉପସ୍ଥାପନ କରିଥିବା ବେଳେ ଏହାକୁ ପାସ୍ କରି…
Archives


