Posted inଜାତୀୟ

ସୁରକ୍ଷାବାହିନୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର,୧୦।୧୦: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାର କୋକେରନାଗର ଟେଙ୍ଗପୋ ଗ୍ରାମରେ ସୋମବାର ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଏନେଇ କଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏଥିରେ ଜଣେ ଆତଙ୍କୀ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପାଇଁ ହାରିଲେ ତେଜସ୍ୱୀ!

ପାଟନା,୧୦ ।୧୧: ବିହାର ବିଧାନସଭା ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ଏବେସୁଦ୍ଧା ପ୍ରାୟ ସମସ୍ତ ୨୪୩ ବିଧାନସଭା ଆସନର ଗଣତି ସମ୍ପର୍କରେ...

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ, ୧୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ନୀରଜ ଚୋପ୍ରାଙ୍କୁ ବଡ଼ ଉପହାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୮।୮: ଟୋକିଓ ଅଲିମ୍ପିକ ଗେମ୍ସରେ ଜାଭେଲିନ ଥ୍ରୋ ଭାରତର ନୀରଜ ଚୋପ୍ରା ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସମଗ୍ର ଭାରତରେ ଏହାକୁ ଖୁସିର ଲହରୀ...

ଓସ୍କାର ଦୌଡରୁ ବାଦ୍‌ ପଡିଲା ‘ଗଲି ବୟ’

ନୂଆଦିଲ୍ଲୀ,୧୭।୧୨: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଷ୍ଟାରକାଷ୍ଟରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଗଲି ବୟ’ ଓସ୍କାର ଦୌଡରୁ ବାଦ୍‌ ପଡିଛି। ଭାରତ ପକ୍ଷରୁ ଏହାକୁ...

ଏୟାର ଇଣ୍ଡିଆର ନୂଆ ନୀତି: ଅବସର ନେବା ପରେ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଉଡାଇ ପାରିବେ ବିମାନ

ନୂଆଦିଲ୍ଲୀ,୨ ।୮: ଟାଟା ଗ୍ରୁପର ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏବେ ତା’ର ପାଇଲଟଙ୍କୁ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ବିମାନ ଉଡାଇବାର ଅନୁମତି ଦେବାକୁ...

ରାଜ୍ୟ ସଭା ନିର୍ବାଚନ: ୪ ଟିଏମ୍‌ସି ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ମମତା

କୋଲକାତା,୮।୩: ରାଜ୍ୟ ସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ତାଲିକାରେ ଅର୍ପିତା ଘୋଷ,...

୭୬ ତମ ସ୍ବାଧୀନତା ଦିବସ, ରାଜଘାଟରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୮ : ଦେଶର ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାବାର ରାଜଘାଟେରେ ମହାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ...

୩ ଦିନ ମଧ୍ୟରେ ଚତୁର୍ଥ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷା ବାହିନୀଙ୍କ ଉପରେ ଗ୍ରେନେଡ ମାଡ଼…

ନୂଆଦିଲ୍ଲୀ, ୧୩।୮ :ଗତ ୩ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ଚତୁର୍ଥ ଥର ପାଇଁ ଆତଙ୍କବାଦୀ ଆକ୍ରମଣ ଘଟିଛି। ଶନିବାର କଶ୍ମୀରର ଶ୍ରୀନଗରରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀଙ୍କ...

Advertisement
Archives

Model This Week