ଉପନିର୍ବାଚନ ପୂର୍ବରୁ ଭାଜପାକୁ ଝଟ୍କା: ଶତାଧିକ କର୍ମୀ ବିଜେଡିରେ
ଝାରସୁଗୁଡା ଅଫିସ,୨୦।୫: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତିଙ୍କୁ ବିଜୟୀ କରିବା ପାଇଁ ଜୋରଦାର ପ୍ରଚାର ଚାଲିଛି। ଏଥିରେ ମନ୍ତ୍ରୀ, ଏମ୍ପି, ବିଧାୟକ ଓ ଦଳୀୟ ନେତୃବୃନ୍ଦ ସାଙ୍ଗରେ କର୍ମୀଙ୍କୁ ଧରି ଲାଗିପଡିଛନ୍ତି। ଏଭଳି ସ୍ଥିତିରେ ଦଳର ସୁପ୍ରିମୋ ନବୀନ…
ଥାନାରେ ବିବାହ କଲେ ପ୍ରେମୀଯୁଗଳ
ବରଗଡ଼ ଅଫିସ୍,୨୦।୫: ବରଗଡ଼ ସଦର ଥାନାରେ ଗୁରୁବାର ଏକ ପ୍ରେମ ବିବାହ ସମ୍ପନ୍ନ ହୋଇଛି। ବରଗଡ଼ ବ୍ଲକ ଅଧୀନ ରୁହୁନିଆଁ ଗ୍ରାମର ହରିହର ଭୋଇ ଏବଂ ଖୁଣ୍ଟପାଲି ଗ୍ରାମର ଉର୍ମିତା ପ୍ରଧାନ ଫୁଲମାଳ ଦେଇ ପରସ୍ପରକୁ ଜୀବନ ସାଥୀ ଭାବେ ବାଛି…
ରାଜ୍ୟସ୍ତରୀୟ ସୁଇମିଂ ପ୍ରତିଯୋଗିତାରେ ଗଞ୍ଜାମର ୧୧ ପ୍ରତିଯୋଗୀ ମନୋନୀତ
ଛତ୍ରପୁର,୨୦।୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ସୁଇମିଂ ପୁଲ୍ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ତଥା ବିଭିନ୍ନ ସ୍ଥାନରୁ ୩୦ଜଣ ଖେଳାଳି ୧୦ରୁ ୧୧, ୧୨ରୁ ୧୪ ଏବଂ ୧୫ରୁ ୧୭ ବର୍ଗ ବୟସର…
ମଝି ଆକାଶରେ ବନ୍ଦ ହୋଇଗଲା ଇଞ୍ଜିନ: ଜରୁରୀ ଅବତରଣ କରାଇଲେ ପାଇଲଟ
ମୁମ୍ବାଇ,୨୦।୫: ଟାଟା ଗ୍ରୁପ୍ ଦ୍ୱାରା ପରିଚାଳିତ ହେଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ହିଁ ଜରୁରୀ ଅବତରଣ କରିଛି। ଗୁରୁବାର ସକାଳେ ୯ଟା ୪୩ରେ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବେଙ୍ଗାଲୁର ପାଇଁ ଏୟାର…
ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୦।୫: ଭାଜପାକୁ ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ଏବେ ଠାରୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏ ନେଇ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଜୟପୁରଠାରେ ଭାଜପାରର ଜାତୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,ପ୍ରକୃତ ହିତାଧିକାରୀମାନେ ଯେମିତି ସରକାରଙ୍କ କଲ୍ୟାଣକାରୀ…
ସାରାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କାର୍ତ୍ତିକ
ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ‘ଭୁଲ୍ ଭୁଲେୟା-୨’ ଆଜି ହଲ୍କୁ ଆସିଛି। ଏହା ସହିତ ‘ଶେହଜାଦ୍’ ସମେତ ଅନେକ ଫିଲ୍ମ ଚଳିତ ବର୍ଷ ଲାଇନରେ ଅଛି। କାର୍ତ୍ତିକ ବଲିଉଡ୍ର ଜଣେ ଦମ୍ଦାର ଅଭିନେତା। ଖାଲି ଯେ, କାର୍ତ୍ତିକ ଅଭିନୟକୁ ନେଇ ଚର୍ଚ୍ଚାରେ…
କାନାଡା ସଂସଦରେ କନ୍ନଡରେ ଭାଷଣ ଦେଲେ ଏମ୍ପି
ଓଟଓ୍ବା,୨୦।୫: କର୍ନାଟକରେ ଜନ୍ମିତ କାନାଡାର ଏମ୍ପି ଚନ୍ଦ୍ର ଆର୍ଯ୍ୟ ସେଠାକାର ସଂସଦରେ କନ୍ନଡରେ ଭାଷଣ ଦେଇଛନ୍ତି। ସେ ଏହି ଭାଷଣର ଭିଡିଓ ନିଜ ଟୁଇଟରରେ ପୋଷ୍ଟ କରିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚନ୍ଦ୍ର ଆର୍ଯ୍ୟ ଟୁଇଟ୍ କରି…
ପୂର୍ବ ୟୁକ୍ରେନରେ ରୁଷ୍ର ବଡ଼ଧରଣର ଆକ୍ରମଣ
କିଭ୍,୨୦।୫: ପୂର୍ବ ୟୁକ୍ରେନର ସେବେରୋଦୋନେସ୍କରେ ରୁଷ୍ ପୁଣି ଏକ ବଡ଼ଧରଣର ଆକ୍ରମଣ କରିଛି। ଆକ୍ରମଣରେ ୧୨ ଜଣ ପ୍ରାଣ ହରାଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଏହାସହ ଦୋନବାସ ଆଡକୁ ରୁଷ୍ ସୈନ୍ୟ ଅଗ୍ରସର ହେଉଥିବା ଜଣାପଡିଛି। ଅନ୍ୟପକ୍ଷେ…
ବ୍ରଜରାଜନଗର ଉପନିର୍ବାଚନ: ୨୭୯ ବୁଥ୍ରେ ଭୋଟ୍ ଗ୍ରହଣ
ଝାରସୁଗୁଡା ଅଫିସ,୨୦।୫: ଆସନ୍ତା ୩୧ରେ ବ୍ରଜରାଜନଗରରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜନୀତି ସରଗରମ ରହିଛି। ତେବେ ନିର୍ବାଚନରେ ୫ଟି ପିଙ୍କ୍ ବୁଥ୍କୁ ମିଶାଇ ମୋଟ ୨୭୯ ବୁଥ୍ରେ ଭୋଟ୍ ଗ୍ରହଣ ହେବ। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା…
ପେଗାସସ୍ ମାମଲା: ଜୁନ୍ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୦।୫: ଆସନ୍ତା ଜୁନ୍ ୨୦ ତାରିଖ ସୁଦ୍ଧା ପେଗାସସ ଗୁଇନ୍ଦାଗିରି ବିବାଦର ବିସ୍ତୃତ ରିପୋର୍ଟ ଦେବାକୁ ଶୁକ୍ରବାର ସୁପ୍ରିମକୋର୍ଟ ଜଷ୍ଟିସ ରବିନ୍ଦ୍ରନ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚାଯୋଗ୍ୟ, ଏହି ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିଜ ପକ୍ଷରୁ ଏକ ଟେକ୍ନିକାଲ କମିଟି…
ସୋହେଲଙ୍କ ସହ ଅଲଗା ହେବା ପରେ ସରନେମ୍ ବଦଳାଇଲେ ସୀମା
ଅଭିନେତା ସୋହେଲ ଖାନ ଏବଂ ସୀମା ଖାନ କିଛି ଦିନ ପୂର୍ବରୁ ଦୁହିଁଙ୍କ ଭିତରେ ଛାଡପତ୍ରକୁ ନେଇ ଚର୍ଚ୍ଚା ହେଉଥିଲା। ଦୀର୍ଘ ଦିନ ଧରି ଅଲଗା ଅଲଗା ରହୁଥିଲେ ହେଁ ବର୍ତ୍ତମାନ ଦୁହେଁ ସ୍ବାମୀ-ସ୍ତ୍ରୀ ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।…
‘ଟମାଟୋ ଫ୍ଲୁ’: ଖୁବଶୀଘ୍ର ଜାରି ହେବ ଗାଇଡ୍ଲାଇନ
ଭୁବନେଶ୍ବର,୨୦।୫(ବ୍ୟୁରୋ) : ‘ଟମାଟୋ ଫ୍ଲୁ’କୁ ନେଇ ଆଗୁଆ ସତର୍କ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ରାଜ୍ୟର ଶିଶୁରୋଗ ବିଶେଜ୍ଞମାନଙ୍କ ସହିତ ଗୁରୁବାର ଏ ସଂପର୍କରେ ଆଲୋଚନା କରାଯାଇଥିଲା। ତେବେ ଯେଉଁ ଶିଶୁମାନେ ଏଥିରେ ଆକ୍ରାନ୍ତ ହେବେ ଦେମାନଙ୍କର ନମୁନା ପଠାଇବାକୁ ଜିଲାମାନଙ୍କୁ…
Archives


