Home Left

ଜଣାଶୁଣା ଫିଲ୍ମ ନିର୍ମାତା ତରୁଣ ମଜୁମଦାରଙ୍କ ପରଲୋକ

ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ନିର୍ଦ୍ଦେଶକ ତରୁଣ ମଜୁମଦାରଙ୍କ ପରଲୋକ ଘଟିଛି। ୯୨ ବର୍ଷ ବୟସରେ କୋଲକାତାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତରୁଣ ମଜୁମଦାରଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ତରୁଣ ମଜୁମଦାର ଦୀର୍ଘ…

୨୫୭ ରନ୍‌ ଆଗରେ ଟିମ୍‌ ଇଣ୍ଡିଆ

ବର୍ମିଂହାମ, ୪।୭: ସ୍ଥାନୀୟ ଏଜ୍‌ବାଷ୍ଟନଠାରେ ଚାଲିଥିବା ପୁନଃ ନିର୍ଦ୍ଧାରିତ ୫ମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୪ ରନ୍‌ କରି ଅଲ୍‌ଆଉଟ ହୋଇଯାଇଛି। ଜବାବରେ ଭାରତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ ହରାଇ ୧୨୫ ରନ୍‌…

ଦୁଇଟି ଗଛକୁ ଜଗିବା ପାଇଁ ୩ ସିକ୍ୟୁରିଟି ଗାର୍ଡ, ୬ କୁକୁର ନିୟୋଜିତ: କାରଣ ଜାଣିଲେ…

ଏବେ ଆମ୍ବ ସିଜିନ୍‌ ଚାଲିଛି। ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। ଆମ୍ବ କିଲୋ ଅତିବେଶୀରେ ୧୫୦-୨୦୦ ଭିତରେ ରହିଥାଏ। କିନ୍ତୁ ଭାରତରେ ଏକ ଆମ୍ବ ବିକ୍ରି ହେଉଛି, ଯାହାର ଦାମ୍‌ କିଲୋ ୨.୭୦ ଲକ୍ଷ ଟଙ୍କା। ମଧ୍ୟପ୍ରଦେଶର ଜବଲପୁରରେ…

ଦେଶକୁ ଦେଉଛନ୍ତି ସୁରକ୍ଷା, ନିଜ ଘର ଅସୁରକ୍ଷିତ

ଗଞ୍ଜାମ,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଧିନସ୍ଥ ଜନସେବା କେନ୍ଦ୍ରସ୍ଥିତ ଫ୍ରେଣ୍ଡସ୍‌ କଲୋନୀରେ ବିଏସ୍‌ଏଫ୍‌ ଯବାନ ବିନୋଦ ବିହାରୀ ବେହେରାଙ୍କ ଘର ଆଗ ଗ୍ରୀଲ୍‌ ଭାଙ୍ଗିଛନ୍ତି ଦୁର୍ବୃତ୍ତ l ଘରର ଆସବାବପତ୍ର ସବୁ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି l ଖବର ପାଇ ଗଞ୍ଜାମ…

୨୭ ବର୍ଷ ଚାକିରି ଜୀବନରେ ଗୋଟିଏ ଛୁଟି ନେଇନାହାନ୍ତି ଏହି ବ୍ୟକ୍ତି: କମ୍ପାନୀ ଦେଲା ଉପହାର

ସାଧାରଣତଃ ଜଣେ ବ୍ୟକ୍ତି ଯଦି ନିଜ କାମ ପ୍ରତି ବିଶ୍ୱସ୍ତ ଥାନ୍ତି, ତେବେ ସେ ଛୁଟି ନେବା କଥା ଆଦୌ ଭାବନ୍ତି ନାହିଁ। ଯେଉଁ କାମ ପାଇଁ ସେ ଉତ୍ସର୍ଗୀକୃତ, ପ୍ରଥମେ ସେହି କାମ ପ୍ରତି ଧ୍ୟାନ ଦେଇଥାନ୍ତି। ଏମିତି ଜଣେ…

୩ ବର୍ଷ ପରେ ହେବ ଜଗାର ଖପୁରି ପ୍ରତିରୋପଣ

ଫୁଲବାଣୀ ଅଫିସ, ୪ା୭: ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ ବୋଲି ଦିଲ୍ଲୀ ଏମ୍‌ସ ଡାକ୍ତର ସ୍ପଷ୍ଟ କରିଛନ୍ତି। ଜଗା ଏବେ ସ୍ବାଭାବିକ ଭାବେ ଚଲାବୁଲା କରିପାରୁଛି। ତାର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି…

ଦୀର୍ଘକାଳୀନ ରୋଗ ପାଇଁ ଉପକାରୀ ଭିଟାମିନ୍‌ ‘ସି’

ଭିଟାମିନ୍‌ ‘ସି’ରେ ଅନେକ ଉପକାରୀ ଗୁଣ ରହିଛି। ଏହି ଭିଟାମିନ୍‌ ଦୀର୍ଘକାଳୀନ ରୋଗ ପାଇଁ ଲାଭପ୍ରଦ ହୋଇଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ଭିଟାମିନ୍‌ ‘ସି’ ଓ ଦୀର୍ଘକାଳୀନ ରୋଗ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ…

ଇନ୍‌ଷ୍ଟା ଡିପିରୁ ରଣବୀରଙ୍କ ସହ ଫଟୋ ହଟାଇଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକଙ୍କ ସହ ସେ ଗର୍ଭବତୀ ଥିବା ଖବର ଶେୟାର କରିବା ପରେ ତାଙ୍କୁ ଏବେ ଚାରିଆଡୁ ଶୁଭେଚ୍ଛା ମିଳୁଛି। ନିକଟରେ ଆଲିଆ ଏକ ଗ୍ଲାମରସ୍‌ ଫଟୋଶୁଟ କରିଛନ୍ତି। ଏହାର ଫଟୋଗୁଡିକ ସେ ସୋସିଆଲ…

ବିନାଶକାରୀ ଭୂମିକମ୍ପ

ଗତ ମାସ ୨୨ ତାରିଖ ବୁଧବାର ସକାଳେ ପଡ଼ୋଶୀ ରାଷ୍ଟ୍ର ଆଫଗାନିସ୍ତାନରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୧। ଏହି ବିନାଶକାରୀ ଭୂମିକମ୍ପରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ ଅନେକ…

ଗ୍ରାମବାସୀ ତିଆରି କଲେ ପୋଲ

କେନ୍ଦୁଝର,୪ା୭: ସରକାର ସମସ୍ତ ଗ୍ରାମ/ସାହିକୁ ସବୁଦିନିଆ ଯାତାୟାତ ପାଇଁ ରାସ୍ତାଘାଟ, ପୋଲ ଆଦି ବିଭିନ୍ନ ଯୋଜନାରେ ନିର୍ମାଣ କରୁଛନ୍ତି। ହେଲେ କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ଘେରା ଅଞ୍ଚଳର ଲୋକେ ଏବେ ବି ସବୁଦିନିଆ ରାସ୍ତା ସୁବିଧା ପାଇପାରୁନାହାନ୍ତି। ବିଶେଷକରି…

ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଛୁଟି କାଟୁଛନ୍ତି ରାହୁଲ

ଭାରତୀୟ କ୍ରିକେଟ୍‌ର କେ.ଏଲ୍‌ ରାହୁଲ ଆହତ କାରଣରୁ ଦଳରୁ ବାଦ୍‌ ପଡିଛନ୍ତି। ନିକଟରେ ଜର୍ମାନୀରେ ତାଙ୍କର ସର୍ଜରୀ ହୋଇଛି। ସର୍ଜରୀ ପରେ ସେ ଏବେ ଗର୍ଲଫ୍ରେଣ୍ଡ୍‌ ଆଥିଆ ସେଟ୍ଟୀଙ୍କ ସହ ମ୍ୟୁନିକ୍‌ରେ ଛୁଟି କାଟୁଛନ୍ତି। ତାଙ୍କ ସହ ଅଛନ୍ତି ବଲିଉଡ ଅଭିନେତ୍ରୀ…

ବଢ଼ିଚାଲିଛି ଲଘୁ ଖଣିଜ ସମ୍ପଦ ଚାଲାଣ

ଖୋର୍ଦ୍ଧା ଅଫିସ,୪ା୭: ଖୋର୍ଦ୍ଧା ଜିଲାରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ବଢ଼ିଚାଲିଛି। ମାଫିଆମାନେ ଦୈନିକ ଶହ ଶହ ଟ୍ରକରେ ମାଙ୍କଡ଼ା ପଥର, ମୋରମ, କଳାମୁଗୁନି ଓ ବଉଳମାଳା ପଥର ଜିଲା ତଥା ବାହାର ଜିଲାକୁ ଚାଲାଣ କରୁଛନ୍ତି। ଏପରି କି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri