Home Left

କଣ୍ଟାକ୍ଟ ଲେନ୍ସ ବିକ୍ରି ପାଇଁ ଦରକାର ହେବ ଲାଇସେନ୍ସ

ନୂଆଦିଲ୍ଲୀ,୧୪ ।୧୦: ଏବେ ଆଉ କଣ୍ଟାକ୍ଟ ଲେନ୍ସ ସବୁ ଚଷମା ଦୋକାନରେ ଦେଖିବାକୁ ମିଳିବ ନାହିଁ । କେନ୍ଦ୍ର ସରକର କଣ୍ଟାକ୍ଟ ଲେନ୍ସ ବିକ୍ରେତାଙ୍କୁ ଲାଇସେନ୍ସ ପ୍ରକ୍ରିୟା ଅଧିନରେ ନେଇ ଆସିଛନ୍ତି । ଏହାପରେ ବିନା ଲାଇସେନ୍ସରେ କଣ୍ଟାକ୍ଟ ଲେନ୍ସ ବିକ୍ରି…

ଖେଳାଳିଙ୍କ ବୁଟ୍‌ ବିଳମ୍ବରେ ପହଞ୍ଚିଲା

ଭୁବନେଶ୍ୱର, ୧୪ା୧୦:ଭାରତର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଦଳର ୪ଜଣ ସଦସ୍ୟାଙ୍କ ବୁଟ୍‌ ବିଳମ୍ବରେ ପହଞ୍ଚତ୍ଥିଲା। ଫଳରେ ସମ୍ପୃକ୍ତ ଖେଳାଳିମାନେ ଜୋତା ସହିତ ଅଭ୍ୟସ୍ତ ହୋଇପାରି ନ ଥିଲେ। ନୂଆ ଜୋତା ସହ ସେମାନେ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ) ବିପକ୍ଷ…

ଭାରତ ପାଇଁ ସମ୍ମାନର ପ୍ରଶ୍ନ

ଭୁବନେଶ୍ୱର, ୧୪।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ଶୁକ୍ରବାର ଭାରତ ଓ ମରକ୍କୋ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ରାତି ୮ଟାରେ ଖେଳାଯିବ। ଭାରତ ଏହାର ପ୍ରଥମ ମ୍ୟାଚରେ ଗତ…

୯୦ କୋଟିର ପେଣ୍ଟିଂକୁ ନିଜେ ଜାଳିଦେଲେ ଚିତ୍ରଶିଳ୍ପୀ, କାରଣ ଜାଣିଲେ…

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କର ଚିନ୍ତାଧାରା ମଧ୍ୟ ନିଜସ୍ବ ଅନୁଯାୟୀ ଚାଲିଥାଏ। ବେଳେବେଳେ ଆମେ କେତେକ ପ୍ରସିଦ୍ଧ ଏବଂ ଜଣାଶୁଣା ସେଲିବ୍ରିଟିଙ୍କ ବିଷୟରେ କିଛି ଶୁଣିବାକୁ ପାଇଥାଉ। ଯାହା ସମ୍ପୂର୍ଣ୍ଣ ଅଦ୍ଭୁତ ଲାଗେ। ବ୍ରିଟେନର ଜଣେ ପ୍ରସିଦ୍ଧ କଳାକାରଙ୍କ…

ଆଚରଣ ବିଧି ଲାଗୁ ହେଉ ହେଉ ଉଲ୍ଲଂଘନ କଲା ବିଜେଡି: ଭାଜପା

ଭୁବନେଶ୍ବର,୧୪ା୧୦(ବ୍ୟୁରୋ):ଶାସକ ବିଜେଡି ନିର୍ବାଚନକୁ ଏକ ପ୍ରହସନରେ ପରିଣତ କରିବାର ପ୍ରୟାସ କରିଛି। ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଗତ ୩ ତାରିଖରେ ଦିନ ଘୋଷଣା…

ଜବାବ ଦାଖଲ ପାଇଁ ଏନ୍‌ଜିଟିର ନିର୍ଦ୍ଦେଶ

ଯାଜପୁର ଅଫିସ,୧୪ା୧୦: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଆଇନଗତ ଅଧିକାର ନ ଥାଇ ବିପୁଳ ପରିମାଣରେ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ହୋଇଛି। ଏଥିରେ ନିୟୋଜିତ ଠିକାସଂସ୍ଥା ଗମନ ଇନ୍‌ଫ୍ରାଷ୍ଟ୍ରକ୍ଚର…

କୋହିନୁର ପିନ୍ଧିବେ ନାହିଁ ରାଣୀ କାମିଲା, ଭାରତୀୟ ଅଧିକାରୀ କହିଲେ ଏହା ଔପନିବେଶିକ ଅତୀତର ସ୍ମୃତିକୁ ଫେରାଇ ଆଣିବ

ଲଣ୍ଡନ,୧୪ ।୧୦: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଏବେ ରାଜ ପରିବାରର କିଙ୍ଗ ଚାର୍ଲସ ତୃତୀୟ ଇଂଲଣ୍ଡର ନୂଆ ରାଜା ଓ ତାଙ୍କ ପତ୍ନୀ କାମିଲା ନୂଆ ରାଣୀ ହୋଇଛନ୍ତି । ନୂଆ ରାଜାଙ୍କ ରାଜ୍ୟାଭିଷେକ ପୂର୍ବରୁ ରାଣୀ…

ବିଦ୍ୟୁତ୍‌ ବିଭ୍ରାଟରୁ ରୋଗୀ ହନ୍ତସନ୍ତ

ବ୍ରହ୍ମପୁର ଅଫିସ,୧୪ା୧୦: ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ହସ୍ପିଟାଲ ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ଅବ୍ୟବସ୍ଥା ପିଛା ଛାଡୁନି। ବିଭିନ୍ନ ସମୟରେ ରୋଗୀ ସେବାରେ ନାନା ଅବ୍ୟବସ୍ଥା ଏବେ ପ୍ରତିଦିନ ଦୃଷ୍ଟିକୁ ଆସୁଛି। ଗୁରୁବାର ପୁଣିଥରେ ରୋଗୀସେବାର ବିକଳ ଚିତ୍ରର…

ପ୍ରାର୍ଥିତ୍ୱକୁ ନେଇ ବିଜେଡିରେ ବଢୁଛି ଅସନ୍ତୋଷ

ଭଦ୍ରକ ଅଫିସ, ୧୪।୧୦:ବିଜେଡି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା ପରେ ଧାମନଗର ବିଜେଡିରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିବା ନିଷ୍ପତ୍ତିକୁ କେତେଜଣ ସ୍ବାଗତ କରିଥିବା ବେଳେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଟିକେଟ ନ ମିଳିବା…

ୟୁବିଓଆଇର ନୂତନ କ୍ଷେତ୍ର ମହାପ୍ରବନ୍ଧକ

ଭୁବନେଶ୍ୱର,୧୪।୧୦: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଓଆଇ) ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ କ୍ଷେତ୍ର ମହାପ୍ରବନ୍ଧକ ଭାବେ ବରିଷ୍ଠ ବ୍ୟାଙ୍କର ସର୍ଭେଶ ରଞ୍ଜନ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ରଞ୍ଜନ ୟୁନିୟନ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ଋଣନୀତି…

ଓଡ଼ିଶା ହସ୍ତତନ୍ତ, ହସ୍ତଶିଳ୍ପ ଉନ୍ନୟନ, ବିକାଶ ପରିଷଦ ପୁନର୍ଗଠିତ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଏବଂ ବିକାଶ ପରିଷଦ ପୁନର୍ଗଠିତ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ପୁନର୍ଗଠିତ ହୋଇଥିବା ଏହି ପରିଷଦରେ ଅଧ୍ୟକ୍ଷ ଭାବେ ସ୍ଥପତି ପଦ୍ମବିଭୂଷଣ ଡ. ସୁଦର୍ଶନ ସାହୁ ମନୋନୀତ ହୋଇଛନ୍ତି। ବାନ୍ଧ ଶିଳ୍ପୀ…

ରିଲାଏନ୍ସ ରିଟେଲରେ ‘ଏନ୍‌ବିଏ ମର୍ଚ୍ଚାଣ୍ଡାଇଜ୍‌ ରେଞ୍ଜ୍‌’

ନୂଆଦିଲ୍ଲୀ,୧୪।୧୦:ରିଲାଏନ୍ସ ରିଟେଲ ଲିମିଟେଡ୍‌ ଏବଂ ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏସନ (ଏନ୍‌ବିଏ) ପକ୍ଷରୁ ଭାରତ ବଜାରରେ ଏନ୍‌ବିଏ ମର୍ଚ୍ଚଣ୍ଡାଇଜ୍‌ର ବିସ୍ତୃତ ବର୍ଗମାଳାର ଉନ୍ମୋଚନ କରାଯାଇଛି। ଏହି ନୂଆ ମର୍ଚ୍ଚାଣ୍ଡାଇଜ୍‌ ରିଲାଏନ୍ସ ରିଟେଲ୍‌ର କିଛି ନିର୍ଦ୍ଦିଷ୍ଟ ଷ୍ଟୋର ଏବଂ କମ୍ପାନୀର ଇ-କମର୍ସ ପ୍ଲାଟ୍‌ଫର୍ମରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?