Home Left

ପ୍ରିୟଙ୍କାଙ୍କୁ ଏମିତି ଉପହାର ଦେଲେ ସ୍ବାମୀ, ପ୍ରଶଂସା କରି କହିଲେ…

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ସେ ସର୍ବଦା ସୋସିଆଲ ମିଡିଆରେ କିଛିନା କିଛି ପୋଷ୍ଟ ଶେୟାର କରନ୍ତି। ବର୍ତ୍ତମାନ ସେ ତାଙ୍କର ଆଗାମୀ ଫିଲ୍ମ ‘ସାଇଟଡେଲ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ନିକଟରେ ପ୍ରିୟଙ୍କା ଏକ…

କଥା ପକ୍କା ହୋଇଗଲା, ଖାଲି ନିମନ୍ତ୍ରଣ କାର୍ଡ ବାଣ୍ଟିବା ବାକି

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ଟେଲି ପରଦାର ଲୋକପ୍ରିୟ ଯୋଡ଼ି ଅଲି ଗୋନୀ ଏବଂ ଜସ୍ମିନ ଭସିନ। ଏକାଠି ଅନେକ ରିଆଲିଟି ଶୋ’ରେ ନଜର ଆସିଥିବା ଏହି ଯୋଡ଼ି ଏବେ ସମ୍ପର୍କକୁ ଆଉ ପାଦେ ନେବାକୁ ଚାହାନ୍ତି। ସେଥିପାଇଁ ଉଭୟ ପରିବାରଲୋକଙ୍କ…

ମୁମ୍ବାଇ ସମର୍ଥନରେ ବାହାରିଲା ଆର୍‌ସିବି; ପ୍ରଶଂସକ କହିଲେ ‘ଓଭରଆକ୍ଟିଂ ପାଇଁ…

ମୁମ୍ବାଇ,୨୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ପାଇଁ ଏହି ମ୍ୟାଚ୍‌ର ଗୁରୁତ୍ୱ ଅଧିକ। କାରଣ ଏଥିରୁ ପ୍ଲେ ଅଫ୍‌ର ଚତୁର୍ଥ ଟିମ୍‌ ନିର୍ଦ୍ଧାରିତ ହେବ।…

୩୬ ଘଣ୍ଟା ଦୋଳି ଖେଳି ବିଶ୍ୱ ରେକର୍ଡ କଲେ ବୃଦ୍ଧ

ଯେତେବେଳେ କ୍ରେଜ୍‌ କାହାର ମୁଣ୍ଡରେ ଚଢ଼ିଯାଏ, ସେତେବେଳେ ଜଣେ ବ୍ୟକ୍ତି କିଛି ବି କରିପାରେ। କେବଳ ନିଜ ଭିତରେ ଉତ୍ସାହ ରହିବା ଦରକାର। ବୟସ ଯେତେ ବଢୁନା କାହିଁକି ଇଚ୍ଛାଶକ୍ତି ଥିଲେ ମଣିଷ ସଫଳତା ହାସଲ କରିଥାଏ। ସେମିତି ଏକ ଉଦାହରଣ…

୪୨ ବର୍ଷରେ ଫେରିଲା ଠାକୁରଙ୍କ ଚୋରି ସୁନା ଗହଣା

ସାକ୍ଷୀଗୋପାଳ,୨୧ା୫(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ଭଣ୍ଡାରରୁ ୧୯୮୦ ମସିହାରେ ଚୋରି ହୋଇଥିବା ଗୋଟିଏ ସୁନାହାର ଓ ଦୁଇଟି କଟକି ଖଡୁ ଦୀର୍ଘ ୪୨ ବର୍ଷରେ ଶନିବାର ମନ୍ଦିରକୁ ଫେରିଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତ ପ୍ରଧାନ ଏହି ଅଳଙ୍କାର ପୁରୀ…

ମାର୍କେଟ ବିଲ୍ଡିଂରେ ୩୧ ଦୋକାନ ସିଲ୍‌

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ମାର୍କେଟ ବିଲ୍ଡିଂର ୩୧ ଦୋକାନକୁ ସିଲ୍‌ କରାଯାଇଛି। ସାଢ଼େ ୩ କୋଟି ଟଙ୍କା ଘରଭଡ଼ା ବକେୟା ପୈଠ କରି ନ ଥିବାରୁ ରାଜଧାନୀ ପୂଜା ସମିତି ଏହାକୁ ସିଲ୍‌ କରିଦେଇଛି। ଦୀର୍ଘ ବର୍ଷ ଧରି ଟଙ୍କା ଦେଉ ନ ଥିବାରୁ…

ଯାହାକୁ ଦେଖୁଛି ଗୋଡ଼ାଇ ଗୋଡାଇ କାମୁଡ଼ୁଛି

କୁଜଙ୍ଗ,୨୧।୫(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ମଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳରେ ମାଙ୍କଡ଼ ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରତରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ବେଳେ ଆହତଙ୍କୁ କୁଜଙ୍ଗ ଡାକ୍ତରଖାନାରେ…

ଆଇପିଏଲ୍‌ ଫାଇନାଲରେ ରିଲିଜ ହେବ ‘ଲାଲ୍‌ ସିଂ ଚଡ୍‌ଢ଼ା’ର ଟ୍ରେଲର୍‌

ବମ୍ବେ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମିର ଖାନ ସବୁବେଳେ କିଛି ନା କିଛି ନୂଆ କରିଥାନ୍ତି। ଭିନ୍ନ ଚରିତ୍ରରେ ଅଭିନୟଠାରୁ ଆରମ୍ଭ କରି ଫିଲ୍ମର କାହାଣୀ, ପ୍ରଚାର ଏବଂ ମାର୍କେଟିଂ ପ୍ରତି ସେ ଗୁରୁତ୍ୱ ଦେଇଥାନ୍ତି। ଏବେ ସେଭଳି କିଛି ପ୍ରୟୋଗ…

ମୋଦିଙ୍କ ରଣନୀତିରେ ରାଜସ୍ଥାନ ନିର୍ବାଚନ ଲଢ଼ିବ ଭାଜପା

ଜୟପୁର,୨୧।୫: ଭାଜପା ପାଇଁ ମୋଦି ମ୍ୟାଜିକ୍‌ କାମ କରୁଥିବାରୁ ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିରେ ନିର୍ବାଚନ ଲଢ଼ିବାକୁ ଯାଉଛି ଦଳ। ଶନିବାର ଦଳର ରାଜ୍ୟ ଅଧ୍ୟକ୍ଷ ସତୀଶ ପୁନିଆ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କେନ୍ଦ୍ରୀୟ ନେତୃତ୍ୱରେ…

ଶିଶୁକନ୍ୟା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ

ସମ୍ବଲପୁର,୨୧ା୫(ବ୍ୟୁରୋ)- ୨୦୧୪ରେ ଘଟିଥିବା ଏକ ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ସମ୍ବଲପୁର ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ପ୍ରକାଶ ପାଇଛି। ଏହି ମାମଲାର ଶୁଣାଣି କରି ପୋକ୍‌ସୋ କୋର୍ଟ ବିଚାରପତି ମଧୁମିତା ମହାନ୍ତି ଅଭିଯୁକ୍ତ ଯୁଯୁମୁରା ଥାନା ଜାମଟାଲ ଗ୍ରାମର ସଞ୍ଜୀବ ବାଗ୍‌ଙ୍କୁ…

ପଦ୍ମପୁର ସେବା ସମବାୟ ସମିତି: ୧୧୪୧ ସଭ୍ୟଙ୍କ ମଧ୍ୟରୁ ୧୬୯ ଭୋଟ ଦେଇପାରିବେ

ପଦ୍ମପୁର,୨୧।୫(ଡି.ଏନ୍‌.ଏ): ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜୁନ ୧୯ ଓ ୨୬ ତାରିଖରେ ରାଜ୍ୟରେ ସମବାୟ ସମିତି ନିର୍ବାଚନ ହେବ। ଏହି କ୍ରମରେ ଜୁନ୍‌ ୨୬ରେ ପଦ୍ମପୁର ସେବା ସମବାୟ ସମିତିର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଭୋଟର ତାଲିକା ପ୍ରକାଶ ପାଇଛି।…

ଜେଲ୍‌ରେ ପ୍ରଥମ ରାତି କାଟିଲେ ସିଦ୍ଧୁ

ଚଣ୍ଡିଗଡ଼,୨୧।୫: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଏହାପରେ ଜେଲ୍‌ରେ ତାଙ୍କର ପ୍ରଥମ ରାତି କଟିଛି। ସିଦ୍ଧୁଙ୍କୁ ପଟିଆଲା କେନ୍ଦ୍ରୀୟ ସଂଶୋଧନ ଗୃହକୁ ପଠାଯାଇଛି। ଏଠାରେ ତାଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri