ଘରେ ମାଲିକ ନ ଥିବା ବେଳେ କୁକୁର ଘଟାଇଲା ଏମିତି କାମ, ଜାଣିଲେ…
କୁକୁରମାନେ ମଣିଷର ସର୍ବୋତ୍ତମ ବନ୍ଧୁ ଏକଥା ସମସ୍ତେ ଜାଣିଛନ୍ତି। ସେମାନେ ସର୍ବଦା ନିଜ ମାଲିକଙ୍କ ପାଖରେ ରହିବାକୁ ପସନ୍ଦ କରନ୍ତି। ଛୋଟ ପିଲାମାନଙ୍କ ପରି ତାଙ୍କର ଯତ୍ନ ନେବାକୁ କୁକୁରମାନେ ଅଧିକ ପସନ୍ଦ କରନ୍ତି। କିନ୍ତୁ ଯେତେବେଳେ ମାଲିକଙ୍କ କିଛି ଜରୁରୀ…
ଆମିରଙ୍କୁ ଟକ୍କର ଦେବାକୁ ଆସୁଛନ୍ତି ଅକ୍ଷୟ
ମୁମ୍ବାଇ: ବ୍ୟାକ ଟୁ ବ୍ୟାକ ୨ଟି ଫ୍ଲପ ଫିଲ୍ମ ଭେଟି ଦେଇଥିବା ଅକ୍ଷୟ କୁମାର ଏବେ ଆମିର ଖାଁଙ୍କୁ ଟକ୍କର ଦେବାକୁ ଆସୁଛନ୍ତି । ନିକଟରେ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ୱିରାଜ’ ରିଲିଜ ହୋଇଥିଲେ ବି ଏହା ଦର୍ଶକଙ୍କୁ…
ଭାଜପା ବିଧାୟକଙ୍କ ଗାଡି ଉପରକୁ ପଥର ମାଡ : ୫ ଆହତ
ପାଟନା,୧୬।୬: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଜୋରଦାର ବିରୋଧ କରାଯାଉଛି। କିଛି ରାଜନୈତିକ ଦଳ ଓ ଯୁବକ ସଙ୍ଗଠନ ଏହି ଯୋଜନାକୁ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବିହାରରେ ଏହି ବିରୋଧ ପ୍ରଦର୍ଶନ ଜୋରଦାର ହୋଇଛି। ବିକ୍ଷୋଭକାରୀମାନେ ଅନେକ…
କାନ୍ଥରେ ସ୍ପାଇଡର ପରି ଦୌଡୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡ଼ିକ ମଧ୍ୟରୁ କିଛି ଭିଡିଓ ହସର ଖୋରାକ ଯୋଗାଉ ଥିବା ବେଳେ ଆଉ କିଛି ଭାବପ୍ରବଣ କରିଦିଏ। ଆଉ କିଛି ଭିଡିଓ ଚକିତ ବି କରେ। ଏବେ…
ବଦଳିଲା ଆଦିତ୍ୟ ରୟ କପୁରଙ୍କ ଫିଲ୍ମ ‘ଓମ- ଦ ବ୍ୟାଟେଲ ୱିଦଇନ୍’ର ଟାଇଟଲ
ମୁମ୍ବାଇ: ଅନେକ ସମୟରେ ବଲିଉଡରେ ଦେଖିବାକୁ ମିଳିଛି କି ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ସାରିଥିବା ବେଳେ ଏହାର ଟାଇଟେଲରେ କିଛି ଅଦଳ ବଦଳ କରାଯାଇଥାଏ । ଏମିତି ଏବେ ଘଟିଛି ଆଦିତ୍ୟ ରୟ କପୁରଙ୍କ ଆଗାମୀ ଫିଲ୍ମ ‘ଓମ- ଦ…
ଦୀପିକାଙ୍କୁ ନେଇ ଚିନ୍ତିତ ପ୍ରଭାସ,ଶୁଟିଂ ଘୁଞ୍ଚାଇବା ଲାଗି କଲେ ଅନୁରୋଧ
ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏଥିପାଇଁ ଅଭିନେତ୍ରୀଙ୍କ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଦୀପିକାଙ୍କୁ ହସ୍ପିଟାଲରେ ଡିସଚାର୍ଜ କରି ଦିଆଯାଇଥିଲା। ବର୍ତ୍ତମାନ ଦୀପିକାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ସାଉଥ୍ ସୁପରଷ୍ଟାର ପ୍ରଭାସ। ସେ…
ରଥଯାତ୍ରା ପ୍ରସ୍ତୁତି: ନିୟୋଜିତ ହେବେ ବରିଷ୍ଠ ପଦାଧିକାରୀ
ପୁରୀ ଅଫିସ,୧୬।୬: ଜୁଲାଇ ୧ରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ରଥଯାତ୍ରା କିପରି ଶୃଙ୍ଖଳିତ ଭାବେ ହୋଇପାରିବ ସେନେଇ ଘନ ଘନ ବୈଠକ ବସୁଛି। ଟ୍ରାଫିକ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ପ୍ଲାନ କରାଯିବ। ସେହିପରି…
ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ନ୍ୟାସୀ ଜୀ ସମ୍ବର୍ଦ୍ଧିତ
କଟକ ଅଫିସ,୧୬ା୬: ଆଧ୍ୟାତ୍ମିକ ସ୍ତମ୍ଭକାର, ପ୍ରବକ୍ତା, ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀଙ୍କୁ ହାପି ଲିଭିଂ ଫାଉଣ୍ଡେଶନ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧନା ସଭାରେ ଫାଉଣ୍ଡେଶନର ଅଧ୍ୟକ୍ଷ ତଥା ଅନ୍ତର୍ଜାତୀୟ…
କଶ୍ମୀର ପଣ୍ଡିତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଅଭିନେତ୍ରୀ
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ କଶ୍ମୀରୀ ପଣ୍ଡିତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଯାଇଛନ୍ତି। ନିକଟରେ ସାଇ ଆଗାମୀ ଚଳଚ୍ଚିତ୍ର ‘ବିରାଟ ପର୍ବମର’ ପ୍ରମୋଶନ ସମୟରେ ବଲିଉଡ ଫିଲ୍ମ କଶ୍ମୀର ଫାଇଲ୍ସରେ ପ୍ରଦର୍ଶିତ କଶ୍ମୀର ପଣ୍ଡିତଙ୍କ ଦୃଶ୍ୟକୁ ଗୋ ସୁରକ୍ଷା…
ଚତୁର୍ଥ ଦିନରେ ବି ଇଡି ଘେରରେ ରାହୁଲ, ବାଚସ୍ପତିଙ୍କୁ ଭେଟିଲେ କଂଗ୍ରେସ ନେତା, ସାରା ଦେଶର ରାଜଭବନରେ ଘେରାଉ
ନୂଆଦିଲ୍ଲୀ,୧୬ ।୬: ନ୍ୟାଶନାଲ ହେରାଲ୍ଡ ମାମଲାରେ ଚତୁର୍ଥ ଦିନରେ ବି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧଙ୍କୁ ପଚରାଉଚରା କରାଯାଉଛି । ଏହାକୁ ବିରୋଧ କରି କଂଗ୍ରେସ ପ୍ରଦର୍ଶନ ଜାରି ରଖିଛି । ଏହି କ୍ରମରେ ଗୁରୁବାର କଂଗ୍ରେସ ନେତାମାନେ ଲୋକ…
ବିଶ୍ୱରେକର୍ଡ ହାସଲ କଲେ ଏହି କ୍ରିକେଟର୍
ବ୍ରିସବେନ,୧୬।୬: ଅଷ୍ଟ୍ରେଲୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଷ୍ଟିଫେନ ନେରୋ ଦୃଷ୍ଟିହୀନ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ୧୪୦ ବଲରୁ ନେରୋ ଅପରାଜିତ ୩୦୯ ରନ୍ ସ୍କୋର କରିଥିଲେ। ଏହା ଏକ ବିଶ୍ୱ ରେକର୍ଡ। ଏହାପୂର୍ବରୁ ୧୯୯୮ ଦୃଷ୍ଟିହୀନ କ୍ରିକେଟ…
ସାଦ ଖାଇଲେ ସୋନମ
ବଲିଉଡ ଅଭିନେତ୍ରୀ ସୋନମ କପୁର ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ନିଜ ଗର୍ଭଧାରଣ ସମୟକୁ ଉପଭୋଗ ମଧ୍ୟ କରୁଛନ୍ତି। ସୋନମ ଏବେ ଲଣ୍ଡନରେ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ସମୟ ବିତାଉଛନ୍ତି। ଲଣ୍ଡନରେ ତାଙ୍କ ସାଦଖିଆ ଅର୍ଥାତ୍ ବେବି…
Archives


