Home Left

ରାଜ୍ୟରେ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଘଡ଼ଘଡ଼ି ସାଙ୍ଗକୁ ପବନର ସୁ ସୁ ଗର୍ଜନ ଖଣ୍ଡମଣ୍ଡଳକୁ କମ୍ପାଇଦେଲା। ନିମିଷକ ମଧ୍ୟରେ ବାତ୍ୟାର ଭ୍ରମ ସୃଷ୍ଟି କଲା। ଚାହୁଁ ଚାହଁୁ ଚାରିଆଡ଼େ ଧୂଳିଝଡ଼ ସହ ବର୍ଷା ଓ ପବନ ଘୋଟିଗଲା। ମଙ୍ଗଳବାର ପାହାନ୍ତାରେ ରାଜଧାନୀ ଭୁବନେଶ୍ୱରରେ କାଳମବୈଶାଖୀ ତାଣ୍ଡବ…

ଟେକ୍ସାସ ଗୁଳିକାଣ୍ଡର ସୂଚନା ଦେଇଥିବା ଗଭର୍ନର ନିଜେ ଜଣେ ବନ୍ଧୁକ ସମର୍ଥକ

ଟେକ୍ସାସ, ୨୫ ।୫: ଆମେରିକାର ଦକ୍ଷିଣ ମଧ୍ୟ ଅଞ୍ଚଳରେ ଥିବା ଟେକ୍ସାସର ଏକ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସକାଳେ(ସ୍ଥାନୀୟ ସମୟ) ଗୁଳିକାଣ୍ଡ ହୋଇଛି । ଏହି ଘଟଣାରେ ୧୮ ଛାତ୍ରଙ୍କ ସମେତ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…

ଭାଜପାରେ ଯୋଗଦେଲେ ଏଏପି ନେତା ଅଜୟ କୋଠିୟାଲ

ଡେରାଡୁନ୍‌,୨୪।୫: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ଅବସରପ୍ରାପ୍ତ କଲୋନେଲ୍‌ ଅଜୟ କୋଠିୟାଲ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏବଂ ରାଜ୍ୟ ଭାଜପା ସଭାପତି ମଦନ କୌଶିକଙ୍କ ଉପସ୍ଥିତିରେ…

ସଂଖ୍ୟାରେ ବିଜେଡି ଆଗରେ

ଭୁବନେଶ୍ୱର,୨୪ା୫(ବ୍ୟୁରୋ)-ଆସନ୍ତା ଜୁନ୍‌ ୧୦ ତାରିଖରେ ଓଡ଼ିଶାରେ ୩ ଟି ଆସନ ଏବଂ ଗୋଟିଏ ଉପନିର୍ବାଚନ ପାଇଁ ରାଜ୍ୟ ସଭା ନିର୍ବାଚନ ଅନୁଷ୍ଠିତ ହେବ। ୩ଟି ଆସନରେ ନିର୍ବାଚନ ହେବାକୁ ଥିବାବେଳେ ସୁବାସ ସିଂ ରାଜ୍ୟ ସଭାରୁ ଇସ୍ତଫା ଦେଇଥିବାରୁ ଗୋଟିଏ ଆସନ…

ପତ୍ନୀଙ୍କ ସହ ଛୁଟି ବିତାଉଛନ୍ତି ରୋହିତ

ନୂଆଦିଲ୍ଲୀ,୨୪।୫: ଆଇପିଏଲ୍‌ ୨୦୨୨ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟୁର୍ନାମେଣ୍ଟରୁ ବିଦା ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ଏଥିଯୋଗୁ ଅଧିନାୟକ ରୋହିତ ଶର୍ମା ଶୀର୍ଘ ମୁକ୍ତ ହୋଇଛନ୍ତି। ଏବେ ସେ ପରିବାର ସହ ଛୁଟି କଟାଇବାକୁ ମାଳଦ୍ୱିପ ଯାଇଛନ୍ତି। ରୋହିତ ନିଜର ଇନ୍‌ଷ୍ଟାଗ୍ରାମରେ ଏହାର…

ପୁରୀରେ ଗୁଳିକାଣ୍ଡ; ବାଇକ୍‌ରେ ଯାଉଥିବା ବେଳେ ଟଳି ପଡ଼ିଲେ ବ୍ୟବସାୟୀ

ପୁରୀ ଅଫିସ,୨୪।୫ : ପୁଣି ଅଶାନ୍ତ ପୁରୀ ସହର। ପୁରୀ ଏମାର ମଠ ନିକଟ କାକୁଡ଼ିଖାଇ ଛକରେ ଫୁଟିଲା ଗୁଳି। ମଙ୍ଗଳବାର ରାତି ପ୍ରାୟ ୯ଟାରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ…

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜ୍ୟ ସରକାର ମଙ୍ଗଳବାର ବରିଷ୍ଠ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନରେ ସ୍ବତନ୍ତ୍ର ସଚିବ ଥିବା ବରିଷ୍ଠ ଓଏଏସ୍‌ ରଘୁରାମ ଆୟାରଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ତାଙ୍କୁ ଏସ୍‌ସିଇଆର୍‌ଟି ନିର୍ଦ୍ଦେଶକ…

ଚିନ୍ତା ବଢ଼ାଇଲାଣି ଟମାଟୋ ଫ୍ଲୁ’: ସତର୍କତା ଜାରି କଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର, ୨୪।୫ (ବ୍ୟୁରୋ)- ଟମାଟୋ ଫ୍ଲୁ ଭୂତାଣୁ ସଂକ୍ରମଣକୁ ନେଇ ଚାରିଆଡେ ଭୟର ବାତାବରଣ ଦେଖିବାକୁ ମିଳୁଛି। ଏହି ରୋଗ ଛୋଟ ପିଲାଙ୍କୁ ଆକ୍ରାନ୍ତ କରୁଥିବାରୁ ଅଭିଭାବକ ଏବଂ ସ୍ବାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ…

ଏଡିଜି ଆଧୁନିକୀକରଣ ହେଲେ ଆଇପିଏସ୍‌ ସଞ୍ଜୟ କୁମାର

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଓଡ଼ିଶା କ୍ୟାଡର ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସଞ୍ଜୟ କୁମାରଙ୍କୁ ଅତିରିକ୍ତ ଡିଜି(ଆଧୁନିକୀକରଣ) ଭାବେ ଅବସ୍ଥାପିତ କରାଯାଇଛି। ଚଳିତବର୍ଷ ମାର୍ଚ୍ଚ ୧୨ରେ ତାଙ୍କର କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହୋଇଥିଲା। ୨୦୧୫ରେ ସଞ୍ଜୟ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସେ…

ଅତର୍କିତ ଚଢ଼ାଉ: ବଗିଚାରୁ ୧୫ ଲିଟର ଦେଶୀମଦ ସହ ବନ୍ଧୁକ ଜବତ

କୋକସରା,୨୪।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ପୋଲିସ ପକ୍ଷରୁ ଧୋବେନଚଞ୍ଚରା ଗ୍ରାମରେ ଚଢାଉ କରି ୧୫ ଲିଟର ହାତରନ୍ଧା ମଦ ସହ ଦେଶୀ ବନ୍ଧୁକ ଜବତ କରାଯାଇଛି। ଘଟଣାରେ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା…

ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ବୟାନ ଦେଲେ ଡି ଭିଲିୟର୍ସ

ଜୋହାନ୍ସବର୍ଗ,୨୪।୫: ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ ଆଇପିଏଲ୍‌ରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି। ଆସନ୍ତା ବର୍ଷ ଅର୍ଥାତ ଟୁର୍ନାମେଣ୍ଟର ୧୬ ତମ ସିଜନରେ ସେ ନିଶ୍ଚିତ ଭାବରେ ସାମିଲ ହେବେ। ଆଇପିଏଲ ୨୦୨୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)…

ମଣିଷ ଯେହେତୁ ଭୁଲ ତ ହେବ: ଗାଙ୍ଗୁଲି

କୋଲକାତା,୨୪।୫: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି। ଏହାକୁ ନେଇ ପ୍ରଶଂସକ ଚିନ୍ତାରେ ଥିବା ବେଳେ ଉଭୟଙ୍କ ସମର୍ଥନରେ ବାହାରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ମଙ୍ଗଳବାର ଏଠାରେ ଆୟୋଜିତ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri