Home Left

ଧୋକା ଦେଲା ସରକାରୀ ବିହନ

ନୂଆପଡ଼ା ଅଫିସ,୧୭।୧୦: ନୂଆପଡା ଜିଲାର ୮୦ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ଧାନ ସହିତ ଗୁର୍ଜି, ମାଣ୍ଡିଆ, କୋଦୋ, କାଙ୍ଗ, ବାଜରା ସହ ଡାଲି ଜାତୀୟ ଚାଷ ମଧ୍ୟ କରିଥାନ୍ତି। ଚଳିତବର୍ଷ ଜିଲାର ଚାଷୀ କୃଷି ବିଭାଗ ପକ୍ଷରୁ ବିରି…

ଇରାନ ମହିଳାଙ୍କ ସମର୍ଥନରେ କେଶ କାଟିଲେ ଉର୍ବଶୀ

ବଲିଉଡ୍‌ ଅଭିନେତ୍ରୀ ଊର୍ବଶୀ ରୌଟେଲା ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ଇରାନ ମହିଳାମାନଙ୍କ ସମର୍ଥନରେ ଖୋଲାଖୋଲି ଭାବେ ବାହାରିଛନ୍ତି। ଇରାନୀୟ ମହିଳାଙ୍କ ସମର୍ଥନରେ ସେ ତାଙ୍କ କେଶ କାଟିଛନ୍ତି। ନିକଟରେ ଊର୍ବଶୀ ଅଭିଯୋଗ କରିଛନ୍ତି, ସେ ନିଜେ ସାଇବର ଧମକର ଶିକାର…

ବର୍ଷା ପାଣିରେ ବୁଡ଼ିଛି ରାସ୍ତା

ଖଣ୍ଡପଡ଼ା,୧୭ା୧୦(ସ୍ବ.ପ୍ର.): ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତା ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହିବା ଯୋଗୁ ସ୍ଥାନୀୟ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି। ଖଣ୍ଡପଡ଼ା ବ୍ଲକ୍‌ ଅଧୀନ ବନମାଳୀପୁର ପଞ୍ଚାୟତ ଉଦୟପୁରରୁ ଜଗନ୍ନାଥପୁର…

ମାଟିରେ ମିଶିଲା ପୁରୁଣା ଜେଲ

ନୟାଗଡ଼ ଅଫିସ,୧୭।୧୦: ଖୁଣ୍ଟୁବନ୍ଧକୁ ସ୍ଥାନାନ୍ତର ପରେ ପରିତ୍ୟକ୍ତ ହୋଇ ପଡିଥିବା ନୟାଗଡ଼ ପୁରୁଣା ଜେଲକୁ ଶନିବାର ବିଳମ୍ବିତ ରାତି ଓ ରବିବାର ପରି ଛୁଟିଦିନରେ ଭଙ୍ଗାଯିବାରୁ ପ୍ରତିବାଦ ଉଠିଛି। ମ୍ୟୁନିସିପାଲିଟି ପକ୍ଷରୁ ତରବରିଆ ଭାବେ ପୁରୁଣା ଜେଲକୁ ଭଙ୍ଗାଯିବାକୁ ନେଇ ନୟାଗଡ଼…

ଟି -୨୦ ବିଶ୍ୱକପରେ ଖେଳିବେ କରୋନା ପଜିଟିଭ୍‌ ଖେଳାଳି : ଆଇସିସି ନିଷ୍ପତ୍ତି…

ମେଲବୋର୍ନ,୧୭।୧୦ : ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ଆରମ୍ଭ ହୋଇଛି। କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ ଖୁସି ଖବର ବାହାରକୁ ଆସୁଛି। ଆଇସିସି ପକ୍ଷରୁ ବିଶ୍ୱକପକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ କରୋନା ପଜିଟିଭ୍‌ ଖେଳାଳିଙ୍କୁ ଟି…

ଅଭ୍ୟାସ ମ୍ୟାଚ୍‌ରେ ଭାରତ ବିଜୟୀ…

ମେଲବୋର୍ନ,୧୭।୧୦ : ଟି -୨୦ ବିଶ୍ୱକପ ସୁପର -୧୨ ରାଉଣ୍ଡ ପୂର୍ବରୁ, ସୁପର -୧୨ ରେ ପହଞ୍ଚିଥିବା ଦଳମାନଙ୍କୁ ନିଜ ନିଜ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳିବାକୁ ପଡିବ। ଏହି ଧାରାରେ ସୋମବାର ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନର ଦ ଗାବା…

ଗଛରେ ପିଟିହେଲା ଆମ୍ବୁଲାନ୍ସ: ରୋଗୀଙ୍କ ସମେତ ଆମ୍ବୁଲାନ୍ସ କର୍ମଚାରୀ ମୃତ

ଭବାନୀପାଟଣା,୧୭।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜୟପାଟଣା ଡାକ୍ତରଖାନାରୁ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଉଥିଲା। ହେଲେ ଆମ୍ବୁଲାନ୍ସଟି ଜୁନାଗଡ଼ ବ୍ଲକ ମହିଚଲା ମଣ୍ଡି ନିକଟରେ ଭାରସାମ୍ୟ…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ରାହୁଲ, ସୋନିଆ ଦେଲେ ଭୋଟ

ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ ଚାଲିଛି। ୨୨ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଅଧ୍ୟକ୍ଷ ନିର୍ବାଚନରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଶଶୀ ଥରୁର ମୁହାଁମୁହିଁ ହୋଇଛନ୍ତି। ଏହି ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି କଂଗ୍ରେର…

ଦୂଷିତ ପାଣି ମୁଖ୍ୟ କାରଣ: ସିଡିଏମ୍‌ଓ

ବ୍ରହ୍ମପୁର ଅଫିସ,୧୭ା୧୦: କୁକୁଡ଼ାଖଣ୍ଡି ବ୍ଲକ୍‌ ଲାଠି ଗ୍ରାମରେ ଗତ ୧ ତାରିଖରୁ ଝାଡ଼ାବାନ୍ତି ବ୍ୟାପିଥିଲା। ଲାଠି ପଞ୍ଚାୟତର ଲାଠି ଓ ବେନ୍ଧାଳିଆ ଗ୍ରାମର ପ୍ରାୟ ୬୦ଜଣ ଏଥିରେ ଆକ୍ରାନ୍ତ ହୋଇଥିଲେ। ପାଣି ଯୋଗୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିବା ସ୍ବାସ୍ଥ୍ୟ ବିଭାଗ ଅନୁମାନ…

ଇତିହାସ ରଚିଲେ ଡୋନାରୁମା ଗୁକେଶ

ନୂଆଦିଲ୍ଲୀ,୧୭।୧୦: ଏମଚେସ୍‌ ରାପିଡ୍‌ ଅନଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟରେ ଭାରତର ୧୬ ବର୍ଷୀୟ ଡୋନାରୁମା ଗୁକେଶ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱ ଚାମ୍ପିୟନ ମାଗ୍ନେସ କାର୍ଲସେନଙ୍କୁ ପରାସ୍ତ କରି ରେକର୍ଡ ସ୍ଥାପନ କରିଛନ୍ତି। ବିଶ୍ୱ ଚାମ୍ପିଅନ ଭାବରେ କାର୍ଲସେନ୍‌ଙ୍କୁ ପରାସ୍ତ କରିବାରେ…

ସ୍ବର୍ଣ୍ଣ ପଦକ ଜିତିଲେ ଶାହାରୁଖଙ୍କ ପୁଅ

ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ ଖାଁଙ୍କ ସାନପୁଅ ଅବରାମ ସ୍କୁଲରେ ଟାଏକୋଣ୍ଡୋ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ପୁଅର ଏହି ବିଜୟରେ ଶାହାରୁଖ ମଧ୍ୟ ବହୁ ଖୁସି ଥିଲେ ଏବଂ ସେ ନିଜେ ମଞ୍ଚରେ ଅବରାମଙ୍କୁ ଚୁମ୍ବନ ଦେଇଥିଲେ। ଏହି ପ୍ରତିଯୋଗିତାର ଫଟୋଗୁଡ଼ିକ ଭାଇରାଲ…

ପାହାଡ଼ ଚଢ଼ିଲେ ପହଞ୍ଚ

ବଇଣ୍ଡା, ୧୭ା୧୦: ହାତରେ ଅଛି ମୋବାଇଲ। ହେଲେ ଜରୁରୀ ବେଳେ କରିହେଉନି କଲ୍‌। ବିପର୍ଯ୍ୟୟ ପୂର୍ବରୁ ସରକାର ପଠାଉଥିବା ସତର୍କ ସୂଚନା ବି ପହଞ୍ଚୁନି ଲୋକଙ୍କ ନିକଟରେ। ସୋସିଆଲ ମିଡିଆ ତ ଦୂରର କଥା, ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ରାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?