Home Left

ନନ୍ଦନକାନନରେ ପ୍ରଥମଥର ହେବ ଇଣ୍ଟର୍ନଶିପ ପ୍ରୋଗ୍ରାମ

ବାରଙ୍ଗ,୧୬।୭(ଡି.ଏନ୍‌.ଏ): ଜୀବଜନ୍ତୁ, ବୃକ୍ଷଲତା, ଆର୍ଦ୍ରଭୂମି ଓ ପରିବେଶ ଉପରେ ଦେଶ-ବିଦେଶର ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓ ପୋଷ୍ଟ ଗ୍ରାଜୁଏଟ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ରମାନେ ସେମାନଙ୍କ ପୂର୍ବଜ୍ଞାନ ଆହରଣ ପାଇଁ ଓ ପ୍ରାଥମିକ ଶିକ୍ଷା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ…

ଚାଇନା ଠକେଇ ର଼୍ୟାକେଟର ଭାରତୀୟ ମୁଖ୍ୟ ଗିରଫ

ଭୁବନେଶ୍ୱର,୧୬।୭ (ବ୍ୟୁରୋ): ଚାଇନା ନାଗରିକଙ୍କ ଦ୍ୱାରା ଭାରତ ସମେତ ବିଭିନ୍ନ ଦେଶରେ ହୋଇଥିବା ବଡ଼ଧରଣର ଲୋନ୍‌ ଆପ୍‌ ଠକେଇ ଓ ନିର୍ଯାତନା ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜଣଙ୍କୁ ଦିଲ୍ଲୀରୁ ଗିରଫ କରିଛି। ସେ ହେଲେ ରାଜସ୍ଥାନ ଭରତପୁର…

ସ୍କୁଲ ଯାଇ ଘରକୁ ଫେରିପାରିଲେନି ୧୪ ଛାତ୍ରୀଛାତ୍ର

ବୌଦ୍ଧ, ୧୬ା୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ଗ୍ରାମପଞ୍ଚାୟତ ଡିଗିସିରା ଗ୍ରାମର ୧୪ ଛାତ୍ରୀଛାତ୍ର ଗୁରୁବାର ସ୍କୁଲକୁ ଯାଇ ଘରକୁ ଫେରିପାରି ନ ଥିଲେ। ଅପରାହ୍ନରେ ସ୍କୁଲରୁ ଘରକୁ ଫେରୁଥିବାବେଳେ ଲକ୍ଷ୍ମୀନାଳରେ ଉଛୁଳା ପାଣି ପ୍ରବାହିତ ହେଉଥିବାରୁ ନାଳ ପାରିହୋଇ…

ବିରୁଡି ଦଂଶନରେ ମହିଳାଙ୍କ ମୃତ୍ୟୁ

ଜଳେଶ୍ୱର, ୧୫ା୭(ଡି.ଏନ.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ପୌର ପାଳିକାର ୧୫ନଂ. ୱାର୍ଡ ନହଞ୍ଜରା ଗାଁର ଗୌରହରି ବ୍ରହ୍ମଙ୍କ ଦ୍ୱିତୀୟ ସ୍ତ୍ରୀ ସୁମତୀ (୫୮) ସବୁଦିନ ପରି ବାଡି ଅଗଣାରେ ଫୁଲ ତୋଳୁଥିବା ବେଳେ ଏକ ବିରୁଡିପଲ ଆକ୍ରମଣ କରିଥିଲେ। ପ୍ରାୟ ୭/୮ଟି…

ସୋନୁଙ୍କ ‘ଜବ୍‌ରା ଫ୍ୟାନ୍‌’

ବମ୍ବେ: କରୋନା କାରଣରୁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ଲୋକମାନଙ୍କ ସହାୟତା କରି ଚର୍ଚ୍ଚାରେ ରହିଥିଲେ ଅଭିନେତା ସୋନୁ ସୁଡ। ତାଙ୍କଠାରୁ ସହାୟତା ପାଇବା ପରେ ଦେଶର କୋଣ ଅନୁକଣରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବଢ଼ିଥିଲା। କେବଳ ରିଲ୍‌ ନୁହେଁ ରିଅଲ୍‌ ହିରୋ…

ହଷ୍ଟେଲରୁ ନିଖୋଜ ୫ମ ଶ୍ରେଣୀ ଛାତ୍ରଙ୍କ ମିଳୁନି ପତ୍ତା

ବଡ଼ବିଲ,୧୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ବଜାରସ୍ଥିତ ନୋଡାଲ ସ୍କୁଲ ପରିସରରେ ଥିବା ଅର୍ବାନ ଡେପ୍ରାଭ୍‌ଡ ହଷ୍ଟେଲରୁ ଜଣେ ପଞ୍ଚମ ଶ୍ରେଣୀଛାତ୍ର ଗତ ୯ ତାରିଖ ସକାଳୁ ନିଖୋଜ ହୋଇଯାଇଛନ୍ତି। ନୋଡାଲ ସ୍କୁଲର ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତ ୧୩ ତାରିଖ ରାତିରେ ବଡ଼ବିଲ…

ଭଗତ ସିଂଙ୍କୁ ଆତଙ୍କବାଦୀ କହିଲେ ପଞ୍ଜାବ ଏମ୍‌ପି

ଚଣ୍ଡିଗଡ଼, ୧୫ା୭: ସ୍ବାଧୀନତା ସଂଗ୍ରମୀ ଶହୀଦ ଭଗତ ସିଂଙ୍କୁ ଆତଙ୍କବାଦୀ କହି ବିବାଦରେ ପଞ୍ଜାବ ଏମ୍‌ପି ତଥା ଶିରୋମଣି ଅକାଳୀ ଦଳ ନେତା ସିମ୍ରନଜିତ୍‌ ସିଂ ମାନ୍‌। ଭଗତ ସିଂ ଇଂଲିଶ ନୌସେନାର ଜଣେ ଯୁବ ଅଫିସର ଏବଂ ଜଣେ ଅମୃତଧାରୀ…

ଉର୍ଫି ପାଲଟିଲେ ଫ୍ୟାନ୍‌ଗର୍ଲ: ଶର୍ଟଲେସ୍‌ ରଣବୀରଙ୍କ ଫଟୋ ଥିବା ପୋଷାକ ପିନ୍ଧି…

ବମ୍ବେ: ସୋସିଆଲ ମିଡିଆ ସେନ୍‌ସେଶନ ଉର୍ଫି ଜାଭେଦ ପୁଣି ଚର୍ଚ୍ଚାରେ। ନିଜର ଆଉଟ୍‌ଫିଟ୍‌ ପରେ ସେ ଏବେ ରଣବୀରଙ୍କ ଫ୍ୟାନ୍‌ ଗର୍ଲ ପାଲଟିଛନ୍ତି। ସେ ନିଜ ଟି-ଶାର୍ଟରେ ଶର୍ଟଲେସ୍‌ ରଣବୀରଙ୍କ ଫଟୋ ଲଗାଇ ବୁଲୁଛନ୍ତି। ନିକଟରେ ମୁମ୍ବାଇରେ ତାଙ୍କୁ କିଛି ସେଭଳି…

ଅଧାରୁ ଅଟକିଲା ବୈଠକ, ଦରମା ବନ୍ଦ ନିର୍ଦ୍ଦେଶ

ବରଗଡ଼ ଅଫିସ୍‌,୧୫।୭: ବରଗଡ଼ ଜିଲାପାଳ ଅଫିସ ସମ୍ମିଳନୀ କକ୍ଷରେ ଶୁକ୍ରବାର ସନ୍ଧ୍ୟା ୫ଟାରେ ଖରିଫ୍‌-୨୦୨୨ ପାଇଁ ଜିଲା କୃଷି ନିର୍ଦ୍ଧାରଣ ବୈଠକରେ ଜିଲାପାଳ ମୋନିଷା ବାନାର୍ଜୀ ଉପସ୍ଥିତ ଅଧିକାରୀଙ୍କୁ ତାଗିଦ୍‌ କରିବା ଏବଂ ବୈଠକ ଅଧାରୁ ଅଟକିଯିବା ଘଟଣା ଚର୍ଚ୍ଚାର ବିଷୟ…

ଭୁବନେଶ୍ୱରରେ ‘ସାଇନ୍ସ ସିଟି’ , ଚିହ୍ନଟ ହୋଇଛି ୩୦ ଏକର ଜମି

ଭୁବନେଶ୍ୱର,୧୫ା୭(ବ୍ୟୁରୋ):ଭୁବନେଶ୍ୱର ଉପକଣ୍ଠରେ ଏକ ବିଜ୍ଞାନ ସହର(ସାଇନ୍ସ ସିଟି) ସ୍ଥାପନ ପାଇଁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ୩୦ ଏକର ଜମି ଚିହ୍ନଟ ହୋଇଛି। ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ସାଇନ୍ସ ମ୍ୟୁଜିୟମକୁ ପ୍ରସ୍ତାବ ଦିଆଯାଇଛି ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା…

ପୁରୀରେ ହେବ ପ୍ଲାନେଟାରିୟମ

ଭୁବନେଶ୍ୱର,୧୫ା୭(ବ୍ୟୁରୋ): ପୁରୀ ଜିଲାରେ ନିର୍ମାଣ ହେବ ପ୍ଲାନେଟାରିୟମ। ପୁରୀ ଐତିହ୍ୟ ପ୍ରକଳ୍ପ ସହ ଯୋଡ଼ି ହେବ ଆଉ ଏକ ଫର୍ଦ୍ଦ। ରାଜ୍ୟ ସରକାର ପୁରୀ ଜିଲାର ସିଦ୍ଧମହାବୀର ମୌଜା ୟୁନିଟ୍‌-୩ ଠାରେ ବିଜ୍ଞାନ କେନ୍ଦ୍ର ତଥା ପ୍ଲାନେଟାରିୟମ ନିର୍ମାଣ କରିବାକୁ ନିଷ୍ପତ୍ତି…

ନା ବିବାହ, ନା ନିର୍ବନ୍ଧ; କୋଡିଏ ଘଣ୍ଟା ପରେ ମୁହଁ ଖୋଲି ସୁସ୍ମିତା କହିଲେ…

ବମ୍ବେ: ଲଳିତ ମୋଦିଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଡିଭା ସୁସ୍ମିତା ସେନ। କିଛି ମାସ ତଳେ ନିଜଠାରୁ ସାନ ବୟସର ମଡେଲଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ ହୋଇଥିଲା। ଏବେ ସେ ପୁଣି ପ୍ରେମରେ ପଡ଼ିଛନ୍ତି। ପ୍ରଥମେ ଲଳିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri