Posted inଜାତୀୟ

ବସ୍‌ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୋପାଳ,୨୨।୧୦: ମଧ୍ୟପ୍ରଦେଶର ୩୦ ନଂ ଜାତୀୟ ରାଜପଥ ରେୱାଠାରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଟ୍ରକ୍‌ ସହ ଧକ୍କା ହେବା ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ତେବେ ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଗୁରୁତର ଆହତଙ୍କ ୫୦ ହଜାର ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ବସ୍‌ଟି ହାଇଦ୍ରାବାଦରୁ ଗୋରଖପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବସ୍‌ରେ ପ୍ରାୟ ୧୦୦ରୁ ଅଧିକ ଜଣ ଯାତ୍ରୀ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଗବତଙ୍କୁ ବି ଆତଙ୍କବାଦୀ କହିବାକୁ ପଛାଇବେ ନାହିଁ ମୋଦି: ରାହୁଲ

ନୂଆଦିଲ୍ଲୀ,୨୪ ।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ କୃଷି ଆଇନକୁ ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଗୁରୁବାର ରାହୁଲ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍...

ଜମ୍ମୁ-କଶ୍ମୀରରେ ବିସ୍ଫୋରଣ: ଜଣେ ମୃତ,୧୪ ଆହତ

ଶ୍ରୀନଗର,୯।୩: ଜମ୍ମୁ-କଶ୍ମୀରର ଉଧମପୁରରେ ବିସ୍ଫୋରଣରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ବୁଧବାର ଅପରାହ୍ନରେ ହଠାତ୍‌ ବଜାରରେ ଏହି...

ଶ୍ୱାସ ଠାରୁ ଦୂରେଇ ରହିବା ପାଇଁ ସକାଳେ ସନ୍ଧ୍ୟାରେ କରନ୍ତୁ ଏପରି…

କେତେକଙ୍କଠାରେ ଶ୍ୱାସ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ କେତେକ ଡାକ୍ତରଙ୍କ ପରାମର୍ଶ ନେବା ସହିତ ଔଷଧ ସେବନ କରିଥାନ୍ତି। ତେବେ କେତେକ ଘରୋଇ ଉପଚାର ଦ୍ୱାରା ଏହି...

କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସ ଏମ୍‌ପିଙ୍କ ପରଲୋକ…

ନୂଆଦିଲ୍ଲୀ,୧୬।୫: କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସର ରାଜ୍ୟସଭା ଏମ୍‌ପି ରାଜୀବ ସାତଭ୍‌ଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ଏସମ୍ପର୍କରେ କଂଗ୍ରେସ...

ଉଦ୍ଧବଙ୍କ ହାତ ଛାଡିବାକୁ ପ୍ରସ୍ତୁତ ହେଲେଣି ୧୨ ଏମ୍‌ପି

ମୁମ୍ବାଇ,୭ ।୭: ଶିବସେନାର ୪୦ ବିଧାୟକଙ୍କ ପରେ ଏବେ ଦଳର ୧୨ ଏମ୍‌ପି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗ୍ରୁପରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି...

କରୋନାରେ ଏପର୍ଯ୍ୟନ୍ତ ଦେଶରେ ୩୮୨ ଡାକ୍ତରଙ୍କ ମୃତ୍ୟୁ: ଶହୀଦ ମାନ୍ୟତା ଦେବାକୁ ଦାବି

ନୂଆଦିଲ୍ଲୀ,୧୮।୯:ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୨,୧୪,୬୭୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ୮୪,୩୭୨ ଜଣଙ୍କର ମୃତ୍ୟୁ ହୋଇଛି। କରୋନା...

ମିରଟ ଏସ୍‌ପିଙ୍କୁ ସମର୍ଥନ କଲେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୯।୧୨: ସିଏଏ ହିଂସା ସମୟର ଭାଇରାଲ ହୋଇଥିବା ମିରଟ ସିଟି ଏସ୍‌ପି ଅଖିଳେଶ ନାରାୟଣଙ୍କ ଏକ ଭିଡ଼ିଓକୁ ନେଇ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ...

ସେପ୍ଟମ୍ବର ୧୭ରେ ରକ୍ତଦାନ ଅମୃତ ମହୋତ୍ସବ…

ନୂଆଦିଲ୍ଲୀ, ୬।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରେ ରକ୍ତ ଦାନ ଅମୃତ ମହୋତ୍ସବ ଆରମ୍ଭ କରାଯିବ। ଏଥିପାଇଁ ଆରୋଗ୍ୟ ସେତୁ ପୋର୍ଟାଲରେ...

Advertisement
Archives

Model This Week