Home Left

ପାରିବାରିକ କଳହରୁ ମହିଳା ନେଲେ ଚରମ ନିଷ୍ପତ୍ତି

ପାଟଣା,୭।୬(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଦାଶରଥିପୁର ଗ୍ରାମର ପତଳା ସାହି ନିକଟ ବିଲ ମଝିରେ ଥିବା ଏକ ମହୁଲ ଗଛରୁ ମଙ୍ଗଳବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତ ମହିଳା ଜଣକ…

ପିତାଙ୍କ ଗୋଟିଏ ସର୍ତ୍ତ ଯୋଗୁ ଆଜି ବି କୁଆଁରୀ ଅଛନ୍ତି ଏକତା

ବଲିଉଡ ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ ଏକତା କପୁରଙ୍କୁ ଟେଲିଭିଜନ ରାଣୀ କୁହାଯାଏ। ଆଜି ଏକତା ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜୁନ୍‌ ୭, ୧୯୭୫ରେ ଜନ୍ମ ହୋଇଥିଲେ। ଏକତା କପୁର ପ୍ରାୟ ୨୫ ବର୍ଷ ପୂର୍ବେ…

ପୂର୍ବତନ କ୍ରିକେଟରଙ୍କ ପିତା ଗିରଫ

ଭୋପାଳ,୭।୬: ପୂର୍ବତନ ଭାରତୀୟ କ୍ରିକେଟର ନମନ ଓଝାଙ୍କ ପିତା ବିନୟ ଓଝାଙ୍କୁ ମୁଲତାଇ ପୋଲିସ ଗିରଫ କରିଛି। ବ୍ୟାଙ୍କ ମ୍ୟାନେଜର ଭାବେ ବିନୟ ୧.୨୫ କୋଟି ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର…

କିଡ୍‌ନୀ ପ୍ରତିରୋପଣ ପାଇଁ ବିଦେଶ ଯିବେ ଲାଲୁ

ରାଞ୍ଚି,୭।୬: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ଯାଦବ କିଡ୍‌ନୀ ପ୍ରତିରୋପଣ ଲାଗି ବିଦେଶ ଯିବାକୁ ଚାହୁଁଛନ୍ତି। ଏନେଇ ପାସ୍‌ପୋର୍ଟ ଫେରିପାଇବା ଲାଗି ରାଞ୍ଚତ୍ସ୍ଥିତ ସବିଆଇ କାର୍ଯ୍ୟାଳୟରେ ଲାଲୁ ଆବେଦନ କରିଛନ୍ତି। ସେ ସିଙ୍ଗାପୁରରେ କିଡ୍‌ନୀ ପ୍ରତିରୋପଣ କରାଇପାରନ୍ତି…

କ୍ରିକେଟ୍‌ ଇତିହାସରେ ଆଜି ଏକ ଅଭୁଲା ଦିନ

ଜୁନ ୭, ବିଶ୍ୱ କ୍ରିକେଟ ଇତିହାସରେ ଏକ ସ୍ବତନ୍ତ୍ର ଦିନ। ୧୯୭୫ ମସିହା ଆଜିର ଦିନରେ ଲର୍ଡସ ଗ୍ରାଉଣ୍ଡରେ ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ। ସେତେବେଳେ ଦିନିକିଆ ଫର୍ମାଟ ୫୦…

ମମତାଙ୍କ ବାସଭବନ ନିକଟରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା

କୋଲକାତା,୭ା୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାସ୍ଥିତ ହରିଶ ମୁଖାର୍ଜୀ ରୋଡ୍‌ ବାସଭବନ ନିକଟରେ ସୋମବାର ରାତିରେ ଏକ ଗୁଜରାଟୀ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଲେ ଅଶୋକ ଶାହ(୫୬) ଓ ତାଙ୍କ ସ୍ତ୍ରୀ ରଶ୍ମୀତା ଶାହ(୫୨)। ଉଭୟଙ୍କୁ ଗୁଳିମାଡ଼…

ଟ୍ରକ୍‌ରେ ପିଟିହେଲା ବରଯାତ୍ରୀ ଗାଡି: ଚାଲିଗଲା ୮ ଜୀବନ

ଜୟପୁର,୭।୬: ରାଜସ୍ଥାନରେ ଏକ ଅଭାବନୀୟ ଘଟଣା ଘଟିଛି। ଭାରତ-ପାକିସ୍ଥାନ ସୀମାରେ ଅବସ୍ଥିତ ବାରମେର୍‌ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଏବଂ ବରଯାତ୍ରୀକୁ ନେଇ ଯାଉଥିବା ବୋଲେରୋ ମଧ୍ୟରେ ଧକ୍କା…

ଆମପାଣି ଘାଟିରେ ଓଲଟିଲା ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ

କୋକସରା,୭।୬(ଡି.ଏନ୍‌.ଏ.): ନବରଙ୍ଗପୁରରୁ କଳାହାଣ୍ଡି ଆସୁଥିବା ଏକ ସାର ବୋଝେଇ ଟ୍ରକ ସୋମବାର ରାତିରେ ଆମପାଣି ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ରକ ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ତେଲେଙ୍ଗାନା ରାଜ୍ୟ ରାଙ୍ଗାରେଡି ଜିଲାର ନାଲ୍ଲା ଶ୍ରୀ…

ୟୁଏଇରୁ ଗୁପ୍ତା ବ୍ରଦର୍ସ ଗିରଫ

ୟୁଏଇ,୭।୬: ଦକ୍ଷିଣ ଆଫ୍ରିକାରୁ ଫେରାର ଗୁପ୍ତା ବଦର୍ସଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଗିରଫ କରାଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ଶାସନ ସମୟରେ ରାଜେଶ ଗୁପ୍ତା ଏବଂ ଅତୁଲ ଗୁପ୍ତା କୋଟି କୋଟି ଟଙ୍କା ଲୁଟ୍‌ କରିଥିବା…

ପୁଣି ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ,୭।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୭୧୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୭ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୭।୫: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୫…

ଅମ୍ବାନୀଙ୍କ ଭାବି ବୋହୂଙ୍କ ନାଚ ଦେଖିବାକୁ ପହଞ୍ଚିଲେ ସେଲିବ୍ରିଟି

ଶିଳ୍ପପତି ମୁକେଶ ଅମ୍ବାନୀ ଓ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଭାବି ବୋହୂ ରାଧିକା ମର୍ଚାଣ୍ଟଙ୍କ ପାଇଁ ସ୍ପେଶାଲ ସେରିମନିର ଆୟୋଜନ କରିଥିଲେ। ଏହି ଅବସରରେ ଭରତନାଟ୍ୟମ ଡ୍ୟାନ୍ସ ଶୋ ରଖାଯାଇଥିଲା। ଏହି ଶୋର ନିଜର ନୃତ୍ୟ ଦକ୍ଷତା ରାଧିକା ଦେଖାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri