ଅମ୍ବାନୀଙ୍କ ଭାବି ବୋହୂଙ୍କ ନାଚ ଦେଖିବାକୁ ପହଞ୍ଚିଲେ ସେଲିବ୍ରିଟି
ଶିଳ୍ପପତି ମୁକେଶ ଅମ୍ବାନୀ ଓ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଭାବି ବୋହୂ ରାଧିକା ମର୍ଚାଣ୍ଟଙ୍କ ପାଇଁ ସ୍ପେଶାଲ ସେରିମନିର ଆୟୋଜନ କରିଥିଲେ। ଏହି ଅବସରରେ ଭରତନାଟ୍ୟମ ଡ୍ୟାନ୍ସ ଶୋ ରଖାଯାଇଥିଲା। ଏହି ଶୋର ନିଜର ନୃତ୍ୟ ଦକ୍ଷତା ରାଧିକା ଦେଖାଇ…
ସୁନା ପରେ ଏବେ ବିହାରରେ ପେଟ୍ରୋଲିୟମ ଭଣ୍ଡାର ମିଳିବାର ସଙ୍କେତ, ଖୋଜିବାକୁ ଓଏନଜିସିକୁ ମିଳିଲା ଅନୁମତି
ନୂଆଦିଲ୍ଲୀ,୭ ।୬: ବିହାରର ଜମୁଇରେ ଗୋଟିଏ ପଟେ ଦେଶର ସବୁଠାରୁ ବଡ ସୁନା ଖଣି ଥିବା କୁହାଯିବା ପରେ ଏବେ ଅନ୍ୟପଟେ ବକ୍ସର ଓ ସମସ୍ତିପୁରରେ ପ୍ରେଟ୍ରୋଲିୟମ ଭଣ୍ଡାର ଥିବା ଆଶଙ୍କା କରାଯାଉଛି । ସମସ୍ତିପୁର ଜିଲାର ୩୦୮ କିଲୋମିଟର ଓ…
କାନପୁର ହିଂସାର ଅପରାଧିଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରକୁ ଆକ୍ରମଣ
କାନପୁର,୭ ।୬: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗତ ଶୁକ୍ରବାର କାନପୁର ଗସ୍ତ କରିଥିବା ସମୟରେ ସେଠାରେ ହୋଇଥିବା ହିଂସାରେ ପଥରମାଡ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଲାଗି ପଡିଛି । ହେଲେ ଏପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଶାନ୍ତି ଫେରିପାରୁ ନାହିଁ ।…
ପୂର୍ବତନ କଂଗ୍ରେସ ମନ୍ତ୍ରୀ ସାଧୁ ସିଂ ଧର୍ମସୋତ ଗିରଫ
ଚଣ୍ଡିଗଡ଼,୭ ।୬: ପଞ୍ଜାବର ପୂର୍ବତନ କଂଗ୍ରେସ ମନ୍ତ୍ରୀ ସାଧୁ ସିଂ ଧର୍ମସୋତଙ୍କୁ ଗିରଫ କରାଯାଇଛି । ଏକ ଭ୍ରଷ୍ଟାଚାର ମାମଲାରେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । କ୍ୟାପଟେନ ଅମରିନ୍ଦର ସିଂଙ୍କ ସରକାରରେ ଧର୍ମସୋତ ମନ୍ତ୍ରୀ ଥିଲେ । ସୋମବାର…
ମୟୂରଭଞ୍ଜରେ ମହିଳା କାର୍ଡ
ବାରିପଦା ଅଫିସ,୭ା୬: ଇତି ମଧ୍ୟରେ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହୋଇଛି। ମୟୂରଭଞ୍ଜ ଜିଲାରୁ କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରୁଥିବା ସୁଦାମ ମାରାଣ୍ଡିଙ୍କୁ ବାଦ୍ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି। ବାସନ୍ତୀଙ୍କୁ ମହିଳା…
ହୋଟେଲ ଗଲେ ଶିବସେନା ବିଧାୟକ
ନୂଆଦିଲ୍ଲୀ,୭।୬ : ମହାରାଷ୍ଟ୍ରରୁ ୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଜପା ଘୋଡ଼ାବେପାରରେ ସାମିଲ ହେବା ଆଶଙ୍କା କରି ଶାସକ ଶିବସେନାର ବିଧାୟକମାନେ ସୋମବାର ସନ୍ଧ୍ୟାରେ ଏକ ଅଜଣା ହୋଟେଲକୁ ଯାଇଥିବା ଜଣାପଡ଼ିଛି। ସେମାନଙ୍କ…
ଭତ୍ତାକୁ ଅପେକ୍ଷା କରି ଆଖି ବୁଝିଲେ ଭ୍ରମର
ବରୀ,୭।୬(ଡି.ଏନ.ଏ.):ସରକାର ଗରୀବ ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା ପ୍ରଣୟନ କରିଛନ୍ତି ା ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତିଯୋଗୁ ବହୁ ଗରୀବ ନୀରହି ମଣିଷ ସେହି ସୁବିଧାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହୋଇଛି ା ଏମିତି ଏକ ଘଟଣା ବରୀ…
‘ପଛୁଆବର୍ଗଙ୍କ ଅଧିକାର ଛଡ଼ାଇ ଦିଆ ନ ଯାଉ’
ଜଗତ୍ସିଂହପୁର ଅଫିସ, ୭ା୬:ପଛୁଆବର୍ଗଙ୍କ ଅଧିକାର ଛଡ଼ାଇ ନିଆ ନ ଯାଉ। ଜାତିଭିତ୍ତିକ ଜନଗଣନା କରାଯାଉ। ଯଦ୍ଦାରା ପ୍ରତ୍ୟେକ ଜାତିର ଅର୍ଥନୈତିକ, ସାମାଜିକ ଓ ଶିକ୍ଷାଗତ ଯୋଗ୍ୟତା ଠିକ ଭାବରେ ଚିହ୍ନଟ ହୋଇପାରିବ। ମହାରାଷ୍ଟ୍ର, ହରୟଆଣା ଏବଂ ଓଡ଼ିଶା ଭଳି ରାଜ୍ୟରେ ଏହି…
ଛୁରାମାଡ଼ କରି ଲୁଟୁଥିବା ଗ୍ୟାଙ୍ଗ ଧରାପଡିଲା
ଭୁବନେଶ୍ୱର,୭।୬(ବ୍ୟୁରୋ):ରାତିହେଲେ ରାଜଧାନୀରେ ମୁଖ୍ୟ ରାସ୍ତାଠାରୁ ଗଳିକନ୍ଦି ଘୁରି ବୁଲୁଥିଲେ। ଯାହାକୁ ପାରିଲେ ଛୁରାମାଡ଼ କରି ଲୁଟୁଥିଲେ। ଗତ ୧୬ ତାରିଖରେ ଜଣେ ଧୂପ ବ୍ୟବସାୟୀଙ୍କୁ ଛୁରି ଭୁସି ଲୁଟ୍ କରିବା ଘଟଣାରେ ଭରତପୁର ଥାନା ପୋଲିସ ସମ୍ପୃକ୍ତ ଗ୍ୟାଙ୍ଗ ମୁଖ୍ୟଙ୍କ ସମେତ…
ରାଜ୍ୟ ସଭାକୁ ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ
ଭୁବନେଶ୍ୱର, ୭ା୬(ବ୍ୟୁରୋ):ନିରଞ୍ଜନ ବିଶି ରାଜ୍ୟ ସଭାକୁ ନିଦର୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଥିଲା। ମିଳିଥିବା ସୂଚନା ମୁତାବକ, ଅପରାହ୍ନ ୩ଟା ସୁଦ୍ଧା କେହି ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରି ନ ଥିଲେ। ସଂଖ୍ୟା ଦୃଷ୍ଟିରୁ ଭାଜପା ଓ…
୫ ଶ୍ରେଷ୍ଠ ତୀର୍ଥସ୍ଥାନରେ ପୁରୀ: ଓୟୋ
ନୂଆଦିଲ୍ଲୀ,୭।୬:ଭାରତର ୫ ଶ୍ରେଷ୍ଠ ତୀର୍ଥସ୍ଥାନ ମଧ୍ୟରେ ପୁରୀ ରହିଛି। ସର୍ବାଧିକ ଯାତ୍ରୀ ଆସୁଥିବା ଅନ୍ୟ ତୀର୍ଥସ୍ଥାନଗୁଡ଼ିକ ହେଲେ ବାରାଣସୀ, ତିରୁପତି, ଅମୃତସର ଏବଂ ଶିରିଡ଼ି। ଟ୍ରାଭେଲ୍ ଟେକ୍ କମ୍ପାନୀ ଓୟୋ ପକ୍ଷରୁ ପ୍ରକାଶିତ ରିପୋର୍ଟ ‘ଇଣ୍ଡିଆସ୍ ଟ୍ରେଜର ଟ୍ରୋଭ୍ ଅଫ୍ କଲ୍ଚର…
ସିଡାକ୍ ଓ ନାବକନ୍ସ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ
ଭୁବନେଶ୍ୱର, ୭।୬(ବ୍ୟୁରୋ):ରାଜ୍ୟରେ ବିଭିନ୍ନ ହସ୍ତଶିଳ୍ପ ପ୍ରକଳ୍ପର ସଫଳ ରୂପାୟନ ପାଇଁ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍) ଏବଂ ନାବାର୍ଡ କନ୍ସଲ୍ଟାନ୍ସି ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ (ନାବ୍କନ୍ସ) ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ସୋମବାର ସିଡାକ ସଭାଗୃହରେ…
Archives


