ସୂଚନା ନ ଦେଇ ୨୪ ଗାଁରେ ବିଦ୍ୟୁତ୍ କାଟ୍, ଲୋକେ ଅସନ୍ତୋଷ
ଦିଗପହଣ୍ଡି,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ୍ରେ ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ବ୍ଳକ୍ର ବିଭିନ୍ନ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ୍ ହେଉଛି। ଗୁରୁବାର ଦିଗପହଣ୍ଡି ବ୍ଳକ୍ର ଭୀଷ୍ମଗିରି ଫିଡର୍ ଅଧୀନରେ ଥିବା ଭୀଷ୍ମଗିରି, ଏସ୍.ଟିକରପଡା ଓ ଗଜପତି…
ଶାହିଦଙ୍କୁ କରିନାଙ୍କ ପୂର୍ବ ସ୍ବାମୀ କହିଲେ କରନ୍ ଜୋହର
ବମ୍ବେ: ପ୍ରସାରିତ ହେବା ଦିନଠାରୁ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ କରନ୍ ଜୋହରଙ୍କ ବିବାଦୀୟ ରିଆଲିଟି ଶୋ’ ‘କଫି ଉଇଥ୍ କରନ୍’। ସେଲିବ୍ରିଟିମାନଙ୍କ ସହ ଗପ୍ସପ୍ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରସଙ୍ଗକୁ ନେଇ କରନ୍ ପ୍ରଶ୍ନ କରୁଛନ୍ତି। ଗୁରୁବାର ପ୍ରସାରିତ…
ପୁଣି ୫୧ ହଜାର ଟଙ୍କା ଜମାକଲେ ବିଡିଓ
ପୁରୁଷୋତ୍ତମପୁର,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅନ୍ନଯଜ୍ଞ ସାମଗ୍ରୀ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ସାମଗ୍ରୀ ବିକ୍ରି ପରେ ଗୁରୁବାର ବିଡିଓ ପୁଣି ୫୧ ହଜାର ୩ ଶହ ଟଙ୍କା ଅନ୍ନଯଜ୍ଞ ଆକାଉଣ୍ଟରେ…
ଅକ୍ଷୟଙ୍କ ୮ ଘଣ୍ଟା ଅନ୍ୟ ଅଭିନେତାଙ୍କ ୧୫ ଘଣ୍ଟା ସହ ସମାନ
ବଲିଉଡର ଖିଲାଡି କୁମାର ତଥା ଅକ୍ଷୟ କୁମାର କ୍ରମାଗତ ଟ୍ରୋଲର ସମ୍ମୁଖୀନ ହେଉଛନ୍ତି। ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଫ୍ଲପ ହେବା ପରେ ତାଙ୍କୁ ଦର୍ଶକ ଟାର୍ଗେଟ କରିଥିଲେ। ଆଜି ବି ‘ସମ୍ରାଟ ପୃଥୀରାଜ’ ଭଳି ଫିଲ୍ମକୁ ସମାଲୋଚନା କରାଯାଉଛି। ତେବେ ଏତେ…
ବିଜୟରୁ ବଜରଙ୍ଗ, ଦୀପକଙ୍କ ଅଭିଯାନ ଆରମ୍ଭ
ବର୍ମିଂହାମ,୫।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତି ଇଭେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଆରମ୍ଭରୁ ଭାରତର ଦୁଇ ଷ୍ଟାର ରେସ୍ଲର ବଜରଙ୍ଗ ପୁନିଆ ଏବଂ ଦୀପକ ପୁନିଆ ପ୍ରଥମ ମ୍ୟାଚରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ…
କହିଥିଲେ ଶାହାରୁଖ: ‘କାଜୋଲ ମୋ’ ସାନ ଭଉଣୀ’
ବମ୍ବେ: ବଲିଉଡ୍ରେ ଏକାଠି କାମ କରୁଥିବା କଳାକାରଙ୍କ ଲିଙ୍କଅପ୍ର ଅନେକ ଖବର ଶୁଣିବାକୁ ମିଳେ। କେତେବେଳେ ଏହା ସତ ପାଲଟେ ତ କେତେବେଳେ ଗୁଜବ। ଏହି କ୍ରମରେ ସୁପରଷ୍ଟାର ଶାହାରୁଖ ଖାଁଙ୍କ ନାମ ଅନେକ ନାୟିକାଙ୍କ ସହ ଯୋଡ଼ା ଯାଇଛି। ସେଥିରୁ…
ତ୍ରିରଙ୍ଗା ଅଭିଯାନକୁ ନେଇ କେଜରିୱାଲଙ୍କ ଅପିଲ
ନୂଆଦିଲ୍ଲୀ,୫ ।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତ୍ରିରଙ୍ଗା ଅଭିଯାନକୁ ନେଇ ଲୋକଙ୍କୁ ଅପିଲ କରିଛନ୍ତି । କେଜରିୱାଲ କହିଛନ୍ତି ସମସ୍ତ ଭାରତବାସୀ ୧୪ ଅଗଷ୍ଟରେ ତ୍ରିରଙ୍ଗା ସହ ଜାତୀୟ ସଙ୍ଗିତ ଗାନ କରିବେ । ୧୪ ତାରିଖରେ ସମସ୍ତଙ୍କ ହାତରେ…
ମୋଦି ସରକାରଙ୍କ ବିିରୋଧରେ କଂଗ୍ରେସର ଆନ୍ଦୋଳନ: ଗିରଫ ହେଲେ ୨୦୦ନେତା, ୫୦ଏମ୍ପି
ନୂଆଦିଲ୍ଲୀ,୫।୮: ଦରବୃଦ୍ଧି ଓ ବେରୋଜଗାରୀ ଓ ଜିଏସ୍ଟିକୁ ନେଇ ମୋଦି ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି। ଏହି କ୍ରମରେ ଦିଲ୍ଲୀରେ ମଧ୍ୟ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ପ୍ରତିବାଦରେ ଦଳର କଂଗ୍ରେସ…
ଝିଅକୁ ୪ ମହଲା ଆପାର୍ଟମେଣ୍ଟରୁ ଫିଙ୍ଗିଦେଲା ମା’
ବେଙ୍ଗାଲୁରୁ,୫।୮: ବେଙ୍ଗାଲୁରୁର ଏସ୍ଆର ନଗରର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ସେଠାରେ ଜଣେ ମହିଳା ନିଜ ୪ ବର୍ଷର ଝିଅକୁ ଚାରି ମହଲା ଆପାର୍ଟମେଣ୍ଟର ବାଲକୋନୀରୁ ଫିଙ୍ଗି ଦେଇଛନ୍ତି। ଏହି ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ତେବେ ନାବାଳିକାଙ୍କ…
ଚାଇନା ହମ୍ବତୋଟା ବନ୍ଦରକୁ ପଠାଇଲା ସ୍ପାଏ ଜାହାଜ: ଆପତ୍ତି କଲା ଭାରତ
କଲମ୍ବୋ/ବେଜିଂ,୫।୮: ଏଲ୍ଏସିକୁ ନେଇ ଭାରତ-ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ପୁଣି ଦେଖାଦେଇଛି। ବର୍ତ୍ତମାନ ଚାଇନାର ଆଉ ଏକ କାର୍ଯ୍ୟ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା ସମ୍ପର୍କକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ଭାରତ ଏବଂ ଚାଇନା ମଧ୍ୟରେ ବଢ଼ୁଥିବା ତିକ୍ତତାର…
୨୦ କି.ମି ମୃତଦେହ କାନ୍ଧରେ ବୋହିବା ଘଟଣା: ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ
ବାରାଣସୀ,୫।୮: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାରେ ପୁଅର ମୃତଦେହକୁ କାନ୍ଧରେ ବୋହିବା ଘଟଣାର ୩ ଦିନ ପରେ ଯୋଗୀ ସରକାର ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଦ୍ୟୁତ୍ ବିଭାଗର ୩ଜଣ ଅଧିକାରୀଙ୍କୁ ସରକାର ନିଲମ୍ବିତ କରିଥିବା ବେଳେ ମୁଖ୍ୟ ଯନ୍ତ୍ରୀଙ୍କ ସମେତ…
‘ଜନତାଙ୍କୁ ନେଇ ସରକାର, ସରକାରଙ୍କୁ ନେଇ ଜନତା ନୁହେଁ’
ନୂଆଦିଲ୍ଲୀ,୫।୮: ଦରବୃଦ୍ଧି ଓ ବେରୋଜଗାରୀକୁ ନେଇ କଂଗ୍ରେସ ଶୁକ୍ରବାର ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏହି କ୍ରମରେ ଦିଲ୍ଲୀରେ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ବେଳେ ପୋଲିସ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ କଂଗ୍ରେସ…
Archives


