Home Left

ସରକାରୀ ସ୍କୁଲର ଶ୍ରେଣୀଗୃହକୁ ୧୫ ହଜାରରେ ବିକିଦେଲେ ଶିକ୍ଷକ

ମୋରଦାବାଦ,୫।୮: ଉତ୍ତରପ୍ରଦେଶ ମୋରାଦାବାଦର କୁଣ୍ଡାର୍କି ବିକାଶ ବ୍ଲକ ଅଞ୍ଚଳର ପିଟପୁର ନାୟାକୋଡା ଗାଁର ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀକୁ ଜଣେ ଶିକ୍ଷକ ବିକ୍ରି କରିଦେଇଛନ୍ତି। ଶିକ୍ଷକ ମୁଜାହିଦ୍‌ ହୁସୈନ ୩୦ ହଜାରରେ ଶ୍ରେଣୀଗୃହକୁ ବିକ୍ରି କରିଥିବା କିଛି ଲୋକ କହୁଥିବା ବେଳେ…

ସ୍କୁଲ ହଷ୍ଟେଲରୁ ୪୧ ଛାତ୍ରୀ କରୋନା ପଜିଟିଭ

ଚନ୍ଦ୍ରପୁର,୫ା୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ସଦର ସ୍ଥିତ ସରକାରୀ ଏଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟର ହଷ୍ଟେଲରୁ ୪୧ ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବୁଧବାର ୧୨ ଛାତ୍ରୀ ଏବଂ ଗୁରୁବାର ୨୯ ଛାତ୍ରୀଙ୍କ ଆଣ୍ଟିଜେନ୍‌ ରିପୋର୍ଟ ପଜିଟିଭ୍‌ ଆସିଛି।…

ଏଣିକି ଡ. ସୁରେଶ ରାଇନା

ନୂଆଦିଲ୍ଲୀ,୫।୮: ‘ଡକ୍ଟରେଟ୍‌’ ଉପାଧି ପାଇଲେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା। ଓ୍ବେଲ୍ସର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ଷ୍ଟଡିଜ୍‌(ଭିଇଏଲ୍‌ଏସ୍‌) ପକ୍ଷରୁ ରାଇନାଙ୍କୁ ଏହି ଡିଗ୍ରୀ ପ୍ରଦାନ କରାଯାଇଛି। ଏହି ବିଶେଷ ମୂହୁର୍ତ୍ତରେ କ୍ରିକେଟରଙ୍କ ପୁରା ପରିବାର…

ନାଳରୁ ମିଳିଲା ଯୁବକଙ୍କ ମୃତଦେହ

ଆର.ଉଦୟଗିରି,୫ା୮(ଡି.ଏନ୍‌.ଏ.): ଗଜପତି ଜିଲା ଆର.ଉଦୟଗିରି ଆରସି ସାହି ନାଳରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ରାମଗିରି ଥାଟରାଜ୍‌ କଲୋନୀର ସୁଦାମ ରଇତ (୩୦)। ପ୍ରକାଶ ଯେ, ସୁଦାମ ଓ ତାଙ୍କ ସ୍ତ୍ରୀ କୌଣସି କାମରେ…

ଛାତ୍ରୀଙ୍କ ଫଟୋ ଭାଇରାଲ :ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୫ା୭: ସ୍ବତନ୍ତ୍ର ଫାଷ୍ଟଟ୍ରାକ ପୋକ୍‌ସୋ ଜଜ୍‌ ଗଣେଶ୍ୱର ପତି ଶୁକ୍ରବାର ଜଣେ ଛାତ୍ରୀଙ୍କ ଫଟୋ ଭାଇରାଲ ମାମଲାର ବିଚାର କରିଥିଲେ। ପ୍ରମାଣ ଅଭାବରୁ ସେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଋଷିଆ…

ମୋଦିଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ,୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଚାରିଦିନିଆ ଦିଲ୍ଲୀ ଗସ୍ତରେ। ଗୁରୁବାର ସେ ଏଠାରେ ପହଞ୍ଚିବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସେ ତାଙ୍କୁ ବାକି ରହିଥିବା ଜିଏସ୍‌ଟି ବାବଦ ଅର୍ଥ ଦେବାକୁ ଅନୁରୋଧ କରିବା ସହ…

ଅଗଷ୍ଟ ୧୮ ଯାଏ ଜେଲରେ ରହିବେ ପାର୍ଥ-ଅର୍ପିତା

କୋଲକାତା,୫।୮: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୧୮ ଯାଏ ଅର୍ଥାତ ଆସନ୍ତା ୧୪ ଦିନ ଯାଏ ଜେଲରେ ରହିବେ। ଉଭୟଙ୍କୁ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରି ଜେରା…

ଶୋଇବା ସମୟରେ କରନ୍ତୁ ଏହି ସବୁ କାମ , ସୁଖମୟ ହେବ ବୈବାହିକ ଜୀବନ

ବର୍ତ୍ତମାନର ବ୍ୟସ୍ଥବହୁଳ ଜୀବନଶୈଳୀ ଲାଗି ଅନେକଙ୍କ ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି ହୋଇଥାଏ। ଯାହାକୁ ନେଇ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବାର ଆଶଙ୍କା ମଧ୍ୟ ରହିଥାଏ। ଜଣେ ଅନ୍ୟ ଜଣଙ୍କ ପାଖରେ ଥାଇ ମଧ୍ୟ ଫୋନ ସହିତ ସମୟ ବିତାଉଥିବା ନଜରକୁ ଆସିଥାଏ।…

ବର୍ଷା ଅଭାବରୁ ଉଜୁଡିବ ଧାନଚାଷ: ଚିନ୍ତାରେ ଚାଷୀ

କୁଚିଣ୍ଡା,୫ା୮(ଡି.ଏନ୍‌.ଏ.): ଆଷାଢ଼ ଯାଇ ଶ୍ରାବଣ ଶେଷ ହେବାକୁ ବସିଲାଣି। ହେଲେ ବର୍ଷାର ଦେଖା ନାହିଁ। ନିଅଣ୍ଟିଆ ବର୍ଷା ଯୋଗୁ ଚାଷକାମ ଠପ୍‌ ହୋଇଯାଇଛି। ତଳି ସବୁ ପାଚି ଲାଲ ହୋଇଯାଇଥିବା ବେଳେ ବୁଣାଧାନ ମରିବା ସ୍ଥିତିରେ ପହଞ୍ଚିଛି। ଏ ହେଉଛି ସମ୍ବଲପୁର…

ପୋଲାର୍ଡଙ୍କ ଅତିଥି ସାଜିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୫।୮: ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର କିରନ୍‌ ପୋଲାର୍ଡଙ୍କ ଘରେ ଅତିଥି ସାଜିଲେ ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମୟରେ ବିରତି ନେଇ ସେ ପୋଲାର୍ଡଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଉଭୟ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ…

ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଥିବା ୫ ଟ୍ରକ୍‌ ଜବତ

ଗଞ୍ଜାମ,୫ା୮(ଡି.ଏନ.ଏ.): ଓଡ଼ିଶାର ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। ମାଫିଆଙ୍କ ଚୋରା ବାଲି ଗାଡି କେତେବେଳେ ପ୍ରଶାସନ ହାବୁଡ଼ରେ ପଡୁଛି ତ କେତେବେଳେ ଛୁ ମାରୁଛି। ଗୁରୁବାର ବିଳମ୍ବିତ ରାତିରେ ୫ ବାଲି ଟ୍ରକ ଜବତ କରିଛି…

ରଣବୀରଙ୍କ ପରେ ଏବେ କୁନାଲ ହେଲେ ‘ନ୍ୟୁଡ୍‌’

ବମ୍ବେ: କିଛି ଦିନ ପୂର୍ବେ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହିଥିଲେ ଅଭିନେତା ରଣବୀର ସିଂ। କିଛି ଲୋକ ତାଙ୍କୁ ବିରୋଧ କରିଥିବା ବେଳେ କିଛି ଖୋଲାଖୋଲି ଭାବେ ସମର୍ଥନ କରିଥିଲେ। ବିଶେଷକରି ଟେଲି ଅଭିନେତାମାନେ ତାଙ୍କ ସମର୍ଥନରେ ନିଜର ନ୍ୟୁଡ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri