Advertisement

ହିନ୍ଦୁ ଯୁବତୀଙ୍କୁ ୩ ଖଣ୍ଡ କଲେ ମୁସଲମାନ ପ୍ରେମିକ

ଢାକା,୧୯।୧୧(ଆଇଏଏନ୍‌ଏସ୍‌): ଦିଲ୍ଲୀରେ ଜଣେ ମୁସଲମାନ ଯୁବକ ତାଙ୍କ ଲିଭ୍‌-ଇନ୍‌ ପାର୍ଟନରଙ୍କୁ ହତ୍ୟା କରିବା ପରେ ୩୫ ଖଣ୍ଡ କରି ଫିଙ୍ଗିବା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବାବେଳେ ବାଂଲାଦେଶରେ ଅନୁରୂପ ଅପରାଧ ଘଟିଛି। ସେଠାରେ ଜଣେ ମୁସଲମାନ ପ୍ରେମିକ ତାଙ୍କ ହିନ୍ଦୁ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଶରୀରକୁ ୩ ଖଣ୍ଡ କରି ଡ୍ରେନ୍‌ରେ ଫିଙ୍ଗିଦେଇଛନ୍ତି। ଖୁଲ୍‌ନା ଜିଲାର ସୋନାଡଙ୍ଗା ଅଞ୍ଚଳରେ ପ୍ରେମିକ ଅବୁ ବକର ସିଦ୍ଦିକୀ ଗତ ୭ ତାରିଖରେ କବିତା ରାଣୀଙ୍କ ମୁଣ୍ଡ ଓ ହାତକୁ କାଟି ତାହାକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପୂରାଇ ଫିଙ୍ଗିଦେଇଥିବା ଭଏସ୍‌ ଅଫ୍‌ ବାଂଲାଦେଶ ହିନ୍ଦୁ ପକ୍ଷରୁ କୁହାଯାଇଛି। ଅବୁ ବିବାହିତ ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ାରୁ ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତଙ୍କୁ ରାପିଡ୍‌ ଆକ୍ସନ ବାଟାଲିୟନ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଡୋଜ୍‌ ଟିକା ନେଇ ମଧ୍ୟ କରୋନା ଆକ୍ରାନ୍ତ ହେଲେ ବ୍ରିଟେନ ରାଣୀ

ଲଣ୍ଡନ,୨୦।୨: ବ୍ରିଟେନର ରାଣୀ ଏଲିଜାବେଥ-୨ କରୋନାର ଶିକାର ହୋଇଛନ୍ତି। ଏନେଇ ରବିବାର ବର୍ମିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଣୀ...

ଚାଇନା ଯୁଦ୍ଧପୋତରେ ଇନ୍ଧନ ଭର୍ତ୍ତି କଲା ଶ୍ରୀଲଙ୍କା, ଭାରତ ଅସନ୍ତୁଷ୍ଟ…

କଲମ୍ବୋ,୩।୧୧ : ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଚାଇନାର ଋଣ ଜାଲରେ ପଡ଼ିବା ପରେ ଏକ ଗୁରୁତର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଭାରତ...

ଏଫ୍‌-୧୬ ଫାଇଟର ବିମାନ ପାଇଁ ପାକିସ୍ତାନକୁ ୪୫୦ ନିୟୁତ ଡଲାର ପ୍ୟାକେଜ ଘୋଷଣା କଲା ଆମେରିକା, ଭାରତର କଡ଼ା ବିରୋଧ…

ଓ୍ବାଶିଂଟନ, ୧୧।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଯାହା କରି ନଥିଲେ ଏବେ ତାହା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କଣ...

କରୋନା ରୋକିବାକୁ ବାଇଡେନ୍‌ଙ୍କ ନୂଆ ପ୍ରୟାସ

ୱାଶିଂଟନ,୨୫ ।୧: କରୋନା ମହାମାରୀ ଏବେବି ଆମେରିକାରେ ଥମିବାର ନାଁ ନେଉନାହିଁ । ସଂକ୍ରମଣ ସଂଖ୍ୟାରେ ବେଳକୁ ବେଳେ ବୃଦ୍ଧି ହେଉଥିବାରୁ ନବ ନିର୍ବାଚିତ ରାଷ୍ଟ୍ରପତି...

ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ଆଇସିୟୁରୁ ବାହାରିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୦।୪: କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ସୁସ୍ଥ ହେବା ପରେ ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଆଇସିୟୁରୁ...

ଭାରତ ସଚ୍ଚୋଟ ବନ୍ଧୁ: ଆମେରିକା

ୱାଶିଂଟନ,୨୩ ।୧: ଭାରତକୁ ଏବେ ପ୍ରଶଂସା କରିଛି ଆମେରିକା । କୋଭିଡ ମହାମାରୀଠାରୁ ଦୂରେଇ ରହିବାକୁ ଭାରତ ଏବେ ବିଭିନ୍ନ ଦେଶକୁ କରୋନା ଟିକା ଯୋଗାଇ...

ପାକିସ୍ତାନରେ ନୀରବ ବିଦ୍ରୋହ:ଅର୍ଥନୀତି ସୁଧାରିବାକୁ ଅଣ୍ଟା ଭିଡ଼ିଲେ ସେନାମୁଖ୍ୟ

ଇସ୍‌ଲାମାବାଦ,୪-୧୦(ପି.ଟି.):ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆରମ୍ଭ ହୋଇଛି ନୀରବ ବିଦ୍ରୋହ। ସ୍ଥଳସେନା ମୁଖ୍ୟ ଜେନେରାଲ କମର ଜାଭେଦ୍‌...

ହିଜାବ ସପକ୍ଷରେ ବାହାରିଲେ ଷ୍ଟାର ଫୁଟ୍‌ବଲର ପୋଗବା

ନୂଆଦିଲ୍ଲୀ,୧୧।୨: କର୍ନାଟକର ଏକ ଉଡୁପି ଜିଲାର ସରକାରୀ କଲେଜର ଛାତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି। ଏହି ଆନ୍ଦୋଳନର...

Advertisement
Archives

Model This Week