Home Left

ଛେଚୁଛି ବର୍ଷା, ବଢୁଛି ଭୟ

ଭୋଗରାଇ, ୨୦।୮(ଡି.ଏନ.ଏ.): ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡିଶା-ପଶ୍ଚିମବଙ୍ଗ ଦୀଘା ଉପକୂଳ ମୁହାଁ ହେଉଥିବାରୁ ପ୍ରଶାସନ ପକ୍ଷରୁ ବାଲେଶ୍ୱର ଜିଲାରେ ସତର୍କ ସଂକେତ ଜାରି କରାଯାଇଛି l ଲଘୁଚାପ ସହିତ ଦକ୍ଷିଣ ପଶ୍ଚିମ ମୌସମୀ ବାୟୁ ଯୋଗୁ ଜିଲାରେ ଅବିଶ୍ରାନ୍ତ ବର୍ଷା…

ବଡ଼ଗୁଡ଼ା ସାହିକୁ ଭରସା କାଠପୋଲ

ବିଶୋଇ,୨୦।୮(ଡି.ଏନ.ଏ.): ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ବିଶୋଇ ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳର ଲୋକେ ସରକାରୀ ସୁବିଧାରୁ ବଞ୍ଚିତ। ନଦୀରେ ପାଣି ଯୋଗୁ ଏହି ବ୍ଲକ ଅଧୀନ ବଡ଼ମଣଦା ପଞ୍ଚାୟତର…

ଘର ଭାଙ୍ଗିଲେ, ୧୦ ଏକର ଫସଲ ନଷ୍ଟ କଲେ

ଲାଞ୍ଜିଗଡ଼,୨୦ା୮(ଡି.ଏନ.ଏ.): ଜଙ୍ଗଲୀ ହାତୀପଲ ଆସି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ କୁଟିଙ୍ଗପଦର ଗାଁରେ ହାତୀ ଉପଦ୍ରବ ଦେଖାଦେଇଛି। ଏଠାରେ ୩ ଜଣଙ୍କ ଘର ଭାଙ୍ଗି ଧାନ, ଚାଉଳ, ମାଣ୍ଡିଆ, କାନ୍ଦୁଲ ଖାଇ ନଷ୍ଟ କରିବା ସହ ଘରେ…

ଜୀବିକାରେ ପରିବର୍ତ୍ତନ ଆଣିଛି ପୋଖରୀ ଚାଷ

ଯୋଡ଼ା,୨୦।୮(ଡି.ଏନ.ଏ.): ଟାଟା ଷ୍ଟିଲ୍‌ ଲିମିଟେଡ୍‌ ସିଏସଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ) କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ଚାଷୀଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ ଚଳାଇ ଆସୁଛି। ଏହାର କାର୍ଯ୍ୟକ୍ଷେତ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଲୋକେ କୃଷି କାର୍ଯ୍ୟରେ ବ୍ୟବହାର କରୁଥିବା ପୋଖରୀକୁ…

ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହେବେ ୩ ପ୍ରତିଭା

ମ.ରାମପୁର,୨୦ା୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମହାବୀର (ଏମ୍‌ଏସ୍‌ଏ) ଭବାନୀପାଟଣା ପକ୍ଷରୁ ହେବାକୁ ଥିବା ଚଳିତ ବର୍ଷର ବାର୍ଷିକ ଉତ୍ସବରେ ମ.ରାମପୁରର ୩ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଜଣାପଡ଼ିଛି। ତଦନୁସାରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଲଳିତ କଳା ଶିଳ୍ପୀ…

ଧସିଲା ବୁଢ଼ାବଳଙ୍ଗ ପଥର ପ୍ୟାକିଂ

ବାଲେଶ୍ୱର ଅଫିସ, ୨୦।୮: ବାଲେଶ୍ୱର ସହର ଉପକଣ୍ଠ ଦହପଡ଼ା-ଫୁଲାଡ଼ି ମଧ୍ୟଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ଦକ୍ଷିଣପାର୍ଶ୍ୱରେ ହୋଇଥିବା ପଥରପ୍ୟାକିଂ ଧସିଛି। ନଦୀକୂଳିଆ ଗାଁକୁ ଥିବା ବିପଦ ଥିବା ଆଶଙ୍କା ନେଇ ସ୍ଥାନୀୟ ବାସିନ୍ଦା ଜିଲା ପ୍ରଶାସନଠାରେ ଅଭିଯୋଗ ଆଣିଛନ୍ତି। ବୁଢ଼ାବଳଙ୍ଗ ନଦୀ…

ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୨୦ା୮(ନି.ପ୍ର.): ଗଡଜାତ ପରମ୍ପରା ଅନୁସାରେ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳର ଜନସାଧାରଣଙ୍କ ପାଇଁ ନୂଆଁଖାଇ ଲଗ୍ନ ଶୁକ୍ରବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖ ଭାଦ୍ରବ ଶୁକ୍ଳ ଋଷି ପଞ୍ଚମୀ…

ଆପଣ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ମୁଁ ପୂରଣ କରିବି: ପିତାଙ୍କୁ ଏମିତି ମନେ ପକାଇଲେ ରାହୁଲ

ନୂଆଦିଲ୍ଲୀ,୨୦ ।୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୮ ତମ ଜୟନ୍ତୀରେ ତାଙ୍କୁ ମନେ ପକାଇଛନ୍ତି ପୁତ୍ର ତଥା କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଝିଅ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏହି ଅବସରରେ ଏମାନେ ବୀରଭୂମି…

ଲଘୁଚାପ ବର୍ଷା, ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି

ସମ୍ବଲପୁର,୨୦ା୮(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀକୁଳକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ମାନେଶ୍ୱର ଓ ଧନକଉଡ଼ା ବ୍ଲକରେ ହୋଇଥିବା ଧାନ ଫସଲରେ ପାଣି ଜମି ନଷ୍ଟ ହୋଇଛି। ଚଳିତ ଖରିଫ ଋତୁ ଆରମ୍ଭରୁ ନିଅଣ୍ଟିଆ ବର୍ଷା ଯୋଗୁ ଚାଷକାର୍ଯ୍ୟ ଆଗେଇପାରି…

ନୂଆ ଘରେ ଦୀପିକା-ରଣବୀର

ମୁମ୍ବାଇ: ନୂଆ ଘରକୁ ପ୍ରବେଶ କଲେ ବଲିଉଡ୍‌ ଅଭିନେତା ରଣବୀର ସିଂ ଓ ସ୍ତ୍ରୀ ପାଦୁକୋନ। ଏ ନେଇ ରଣବୀର ଇନ୍‌ଷ୍ଟାଗ୍ରମରେ ଗୃହପ୍ରବେଶ ପାଇଁ କରାଯାଇଥିବା ସ୍ବତନ୍ତ୍ର ପୂଜାର ଫଟୋ ଶେୟାର କରିଛନ୍ତି। ରଣବୀର, ଦୀପିକା ଧଳା ରଙ୍ଗର କପଡ଼ା ପିନ୍ଧିଥିବାବେଳେ…

କାଜୁ ଖାଉଥିଲେ…

କାଜୁ ଖାଇବା ଲାଗି ସ୍ବାଦିଷ୍ଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଏଥିରେ ଭିଟାମିନ ଓ ପ୍ରୋଟିନ୍‌ର ମାତ୍ରା ଅଧିକ ରହିଥାଏ। ଶୀତଦିନେ ଏହାକୁ ଖାଇବା ଲାଭଜନକ ହେବା ସହ ଅନେକ ରୋଗକୁ ମୁକ୍ତି ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ……

ଡ୍ରେନେଜ୍‌ ସୁବିଧା ନାହିଁ: ରାସ୍ତା ଉପରେ ପାଣିର ଲହଡ଼ି

ପଟ୍ଟାମୁଣ୍ଡାଇ, ୨୦।୮(ସ୍ବ.ପ୍ର.): ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ କେତେକ ସାହି, ବାସ୍ତି ଓ ସହର ବେହାଲ ହୋଇଛି। ଏପରି କି ଜୀବନଯାତ୍ରା ମଧ୍ୟ ଠପ ହୋଇଯାଇଛି। ଡ୍ରେନେଜ୍‌ ସୁବିଧା ନ ଥିବାରୁ ରାସ୍ତା ଉପରେ ପାଣିର ଲହଡି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri