Home Left

ପାକ୍‌ ଚ୍ୟାନେଲରେ ଇମ୍ରାନ୍‌ଙ୍କ ଭାଷଣ ବ୍ୟାନ୍‌

ଇସ୍‌ଲାମାବାଦ, ୨୨ା୮: ଇସ୍‌ଲାମାବାଦର ଏକ ପାର୍କରେ ଭାଷଣ ଦେବାବେଳେ ବରିଷ୍ଠ ପୋଲିସ ଅଧିକାରୀ, ଜଣେ ମହିଳା ବିଚାରପତି, ସରକାରୀ ଅଫିସରଙ୍କୁ ଖୋଲାଖୋଲି ଧମକ ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଣିକି ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌…

ରଦ୍ଦ ହେଲା ଡେପୁଟି କଲେକ୍ଟର ସ୍ତ୍ରୀଙ୍କ ରାଶନ କାର୍ଡ

ମାଲକାନଗିରି, ୨୨ା୮ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ଡେପୁଟି କଲେକ୍ଟର ସ୍ତ୍ରୀଙ୍କ ନାମରେ ରାଶନ କାର୍ଡ କରି ଜମି ଖଜଣା ବାବଦକୁ ଅର୍ଥ କମ୍‌ ଦେଇ ପଟ୍ଟା ହାତେଇବା ଘଟଣା ଶନିବାର ଜଣାପଡ଼ିବା ପରେ ଉକ୍ତ କାର୍ଡକୁ ରବିବାର ରଦ୍ଦ କରାଯାଇଛି। ସେ…

୨୩ରୁ ପୁଣି ବର୍ଷା: ତିନି ଜିଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ମାସକରେ ଲଗାତର ୩ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବା ଫଳରେ ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗିରହିଛି। ଅଧିକାଂଶ ଅଞ୍ଚଳରେ ଲୋକେ ପାଣି ଘେରରେ ନାନା ଦୁର୍ଦ୍ଦଶା ଭିତରେ କାଳାତିପାତ କରୁଛନ୍ତି। ତେବେ ଦୁଇଦିନ ଧରି ଶୁଖିଲା ପାଗ ବନ୍ୟା…

ପଦ ଛାଡ଼ିଲେ ଏନ୍‌ଏସ୍‌ଓ ସିଇଓ

ଜେରୁଜେଲମ, ୨୨ା୮: ଇସ୍ରାଏଲର ପେଗାସସ୍‌ ସ୍ପାଏଓ୍ବେର ପ୍ରସ୍ତୁତକାରୀ କମ୍ପାନୀ ଏନ୍‌ଏସ୍‌ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶାଲେଭ ହୁଲିଓ ପଦ ଛାଡ଼ିଛନ୍ତି। ଏନ୍‌ଏସ୍‌ଓରେ ହୋଇଥିବା ଅଦଳବଦଳ ଅନୁଯାୟୀ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। କମ୍ପାନୀର ଅନ୍ୟତମ ପ୍ରତିଷ୍ଠାତା ହୁଲିଓଙ୍କ ସ୍ଥାନରେ ଚିଫ୍‌…

ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଭୟଙ୍କର ବନ୍ୟା ପରେ ଏବେ ଉତ୍ତର ଓଡ଼ିଶା ପାଇଁ ବିପଦ ସୃଷ୍ଟି ହୋଇଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ ବ୍ୟାରେଜରୁ ୬ଲକ୍ଷ କ୍ୟୁସେକ ପାଣି ଆସୁଛି। ଏହା ଫଳରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା…

ଆଣ୍ଟି ଟେରର ଆକ୍ଟରେ ଇମ୍ରାନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

ଇସଲାମାବାଦ,୨୨ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯେ କୌଣସି ସମୟରେ ଗିରଫ ହୋଇ ପାରନ୍ତି । ଆଣ୍ଟି ଟେରର ଆକ୍ଟ ଅନୁଯାୟୀ ଇମ୍ରାନଙ୍କ ବିରୋଧରେ ଆରେଷ୍ଟ ୱାରଣ୍ଟ ଜାରି କରାଯାଇଛି । ଅଗଷ୍ଟ ୨୦ରେ ଇମ୍ରାନ ଖାଁ ଆଇଜି…

ହତ୍ୟା କରି ଥାନାରେ ଆତ୍ମସମର୍ପଣ

ଉମରକୋଟ, ୨୧।୮(ସ୍ବ.ପ୍ର.): ପୂର୍ବ ଶତ୍ରୁତାକୁ ନେଇ ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ରବିବାର ଜଣଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ଓ ଦାଦା ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଘଟଣାରେ ମୃତକଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତମାନେ ଥାନାରେ…

ସଂଗ୍ରାମୀ, ଐତିହ୍ୟ ନାମରେ ନାମିତ ହେବ ଏମ୍ସ ହସ୍ପିଟାଲ

ନୂଆଦିଲ୍ଲୀ,୨୧।୮: ଦେଶରେ ଥିବା ସମସ୍ତ ୨୩ଟି ଯାକ ଏମ୍ସ ହସ୍ପିଟାଲର ନାମକରଣ ପାଇଁ କେନ୍ଦ୍ର ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ସ୍ବାଧୀନତା ସଂଗ୍ରାମୀ, ଐତିହାସିକ ସମାରୋହ ଏବଂ ଐତିହ୍ୟର ନାମ ଅନୁସାରେ ଏମ୍ସ ହସ୍ପିଟାଲର ନାମକରଣ କରାଯିବ। କେନ୍ଦ୍ରୀୟ ସ୍ବାସ୍ଥ୍ୟ…

ମସ୍କୋରେ ବିସ୍ଫୋରଣ: ପୁଟିନ୍‌ ସହଯୋଗୀଙ୍କ ଝିଅ ନିହତ

ମସ୍କୋ, ୨୧ା୮: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହଯୋଗୀ ଆଲେକ୍‌ଜାଣ୍ଡର ଡଗିନ୍‌ଙ୍କ ଝିଅ ଏକ କାର୍‌ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ୨୯ ବର୍ଷୀୟା ଡାରିଆ ଡଗିନା ଏକ ଏସ୍‌ୟୁଭି କାର୍‌ ଚଳାଉଥିବା ବେଳେ ସେଥିରେ ବୋମା ଖଞ୍ଜାଯାଇଥିବା କୁହାଯାଉଛି। ମସ୍କୋଠାରୁ ୪୦…

ସିରିଜ୍‌ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ: ହୋଇପାରେ ପରୀକ୍ଷା ନିରୀକ୍ଷା

ହରାରେ,୨୧ା୮: ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମୁକାବିଲା ସୋମବାର ଖେଳାଯିବ। ଏହି ମୁକାବିଲା ଜିତି ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିବାକୁ ପ୍ରୟାସ କରିବ ଭାରତ। ଉଭୟ ଦଳର ଫର୍ମକୁ ଦେଖିଲେ ଭାରତ ସିରିଜ୍‌ କ୍ଲିନ୍‌ ସୁଇପ୍‌ ନିମନ୍ତେ…

ଆଫଗାନିସ୍ତାନରେ ପ୍ରବଳ ବନ୍ୟା: ୨୦ ମୃତ

କାବୁଲ, ୨୧ା୮: ଆଫଗାନିସ୍ତାନର ଲୋଗାର ପ୍ରଦେଶରେ ଲଗାଣ ବର୍ଷା ଯୋଗୁ ଖୋସି ଜିଲାରେ ବନ୍ୟା ହୋଇଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି। ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଛି। ଗତ…

‘ବୁଲ୍‌ବୁଲ୍‌-ଏ-ପାକିସ୍ତାନ’ ନାୟାରା ନୂର୍‌ଙ୍କ ପରଲୋକ

ଭାରତ ଜନ୍ମିତ ପାକିସ୍ତାନ ମେଲୋଡି କୁଇନ୍‌ ନାୟାରା ନୂର୍‌ଙ୍କ ରବିବାର ପରଲୋକ ହୋଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ଅସୁସ୍ଥତା ଯୋଗୁ କିଛିଦିନ ହେଲା ସେ ଚିକିତ୍ସାଧୀନ ଥିଲେ। ୧୯୫୦ରେ ଆସାମର ଗୁଆହାଟୀରେ ଗାୟିକା ନାୟାରାଙ୍କ ଜନ୍ମ। ତାଙ୍କୁ ୭ ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri