ବିଜେବି କଲେଜ ନାଁରେ ଆଉ ଏକ ର଼୍ୟାଗିଂ ଅଭିଯୋଗ
ଭୁବନେଶ୍ୱର,୭ା୭(ବ୍ୟୁରୋ): ବିଜେବି କଲେଜ ନାଁରେ ପୁଣି ର଼୍ୟାଗିଂ ଅଭିଯୋଗ ହୋଇଚି। ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ରୁଦ୍ର ନାରାୟଣ ପାତ୍ରଙ୍କୁ ହଷ୍ଟେଲରେ ରହୁଥିବା ତାଙ୍କର ଜଣେ ସହପାଠୀ ଗାଡ଼ି…
ଆସନ୍ତାକାଲି ଅପରାହ୍ନରୁ ଆଉ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ
ପୁରୀ ଅଫିସ,୭ା୭: ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ଏବଂ ତା’ ପରଦିନ ବାହୁଡ଼ାଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ନ ହୋଇ ଅପରାହ୍ନ ୪ଟା…
ମୁଖ୍ୟମନ୍ତ୍ରୀଙ୍କ ବିବାହ ସମ୍ପନ୍ନ
ଚଣ୍ଡିଗଡ,୭।୭: ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଡା. ଗୁରୁପ୍ରୀତ କୌରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨ଟାରେ ମୁଖ୍ୟମନ୍ତ୍ରୀଙ୍କ ବାହସଭବନରେ ଦୁହେଁ ବିବାହ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…
୩୧ ଲକ୍ଷ ଟଙ୍କା ଠକିନେଲେ ଆଲିଆ
ବଲିଉଡର ପ୍ରସିଦ୍ଧ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସ୍ତ୍ରୀ ଆଲିଆଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ସେ ପ୍ରାୟ ୩୧ ଲକ୍ଷ ଟଙ୍କା ଠକିନେଇଥିବା କୁହାଯାଉଛି। ଆଲିଆଙ୍କ ପ୍ରଡକସନ୍ ଭେଞ୍ଚର ‘ହୋଲି କାଓ’ର କ୍ରିଏଟିଭ ହେଡ ତଥା ସହ-ପ୍ରଯୋଜିକା ମଞ୍ଜୁ ଗରୱାଲ ଆଲିଆଙ୍କ…
ତାରାତାରିଣୀ ଦର୍ଶନ କଲେ କେନ୍ଦ୍ର ହସ୍ତତନ୍ତ ମନ୍ତ୍ରୀ , ଭାରତବାସୀଙ୍କ ଲାଗି କଲେ ମଙ୍ଗଳ କାମନା
ପୁରୁଷୋତ୍ତମ ପୁର, ୭/୭(ଡିଏନ୍ଏ): କେନ୍ଦ୍ର ହସ୍ତତନ୍ତ ମନ୍ତ୍ରୀ ଦର୍ଶନା ଜୋରଦଶ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଗ୍ରସ୍ତରେଆସି ମା ତାରା ତାରିଣୀ ପିଠକୁ ଯାଇ ପୂଜାର୍ଚ୍ଚନା କରି ଭାରତ ବାସୀ ଙ୍କ ମଙ୍ଗଳ କାମନା କରିବା ସହ ଦେଶର ବିକାଶ ଲାଗି…
ଆଇନ ଛାତ୍ରୀଛାତ୍ରଙ୍କ ପରୀକ୍ଷା ବର୍ଜନ
କଟକ ଅଫିସ,୭ା୭: ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ରୀଛାତ୍ର ପରୀକ୍ଷା ବର୍ଜନ କରିଛନ୍ତି। ମହାବିଦ୍ୟାଳୟର ୩ କର୍ମଚାରୀ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିବାରୁ ପରୀକ୍ଷା କେନ୍ଦ୍ର ବଦଳାଇବା ଏବଂ ଅନ୍ଲାଇନ୍ରେ ପରୀକ୍ଷା ଦେବାକୁ ଛାତ୍ରୀଛାତ୍ର ଦାବି କରିଛନ୍ତିି।
ସଲମାନଙ୍କ ଓକିଲଙ୍କୁ ହତ୍ୟା ଧମକ
ବଲିଉଡ ଅଭିନେତା ସଲମାନ ଖାନଙ୍କ ପରେ ଏବେ ତାଙ୍କ ଓକିଲ ହସ୍ତିମାଲ ସାରସ୍ବତଙ୍କୁ ହତ୍ୟା ଧମକ ଦିଆଯାଇଛି। ଏକ ଚିଠି ମାଧ୍ୟମରେ ଏହି ଧମକ ମିଳିଛି। ପୋଲିସ ତଦନ୍ତ ଆରମ୍ଭ କରିଛି। ଏହା ସହିତ ସାରସ୍ବତଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି।…
ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୧୦ ଡଙ୍ଗା ଜବତ-୪ ପାକିସ୍ତାନୀ ଗିରଫ…
ଅହମଦାବାଦ, ୭।୭ : ସୀମା ସୁରକ୍ଷା ବାହିନୀ (ବିଏସଏଫ) ପୁଣି ଥରେ ପାକିସ୍ତାନର ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ଗୁରୁବାର ଗୁଜୁରାଟରେ ଭାରତୀୟ ସାମୁଦ୍ରିକ ସୀମା ପାର ହେଉଥିବା ବେଳେ ବିଏସଏଫ କର୍ମଚାରୀ ଚାରିଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି।…
ବିଲରୁ ମିଳିଲା ଯୁବକଙ୍କ ମୃତଦେହ
ଭୁବନେଶ୍ୱର,୭ା୭(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସିଶୋଲୋ ଗାଁ ନିକଟସ୍ଥ ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ଜଣଙ୍କ ହେଲେ ଆଶିଷ ଓଝା। ତାଙ୍କ ଘର ସିଶୋଲୋରେ ବୋଲି ଜଣାଯାଇଛି। ଗୁରୁବାର ସକାଳେ ଆଶିଷଙ୍କ ମୃତଦେହ ବିଲରେ…
ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ସାଉଥମ୍ପଟନ,୭।୭: ଭାରତ ଏବଂ ଇଂଲଣ୍ଡର କ୍ରିକେଟ ଦଳ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଆଜିଠାରୁ ଖେଳାଯିବ। ଏହି ମ୍ୟାଚ ସାଉଥମ୍ପଟନରେ ଖେଳାଯିବ। ଏଡବାଷ୍ଟନଠାରେ ପୁନନିର୍ଦ୍ଧାରିତ ପଞ୍ଚମ ଟେଷ୍ଟ ମ୍ୟାଚରେ ପରାଜୟ ପରେ ବର୍ତ୍ତମାନ ଟିମ ଇଣ୍ଡିଆ ଏକ…
ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ଚାଲିଗଲା ଜୀବନ
ମୋହନା,୭।୭: ଗଜପତି ଜିଲାର ମୋହନା ନାରାୟଣନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଉମିନ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ୩ ଜଣ ହେଲେ ଅରୁଣ ସାହୁ, ମୁଠା ଦଳାଇ ଓ ଆଉ…
ଲଣ୍ଡନରେ ଜନ୍ମଦିନ ପାଳିଲେ ଧୋନୀ
ଲଣ୍ଡନ,୭।୭: ଭାରତର ପୂର୍ବତନ ଅଧିନାୟକ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ଧୋନୀ ନିଜ ଜନ୍ମଦିନ ଲଣ୍ଡନରେ ସ୍ତ୍ରୀ ସାକ୍ଷୀ ଏବଂ ଝିଅ ଜିଭାଙ୍କ ଧୂମ୍ଧାମରେ ପାଳନ କରିଛନ୍ତି। ଏହାର ଭିଡିଓ ସାକ୍ଷୀ ଇନ୍ଷ୍ଟାଗ୍ରାମରେ ଶେୟାର…
Archives


