୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ୫୦ ଅଟକ
ଭୁବନେଶ୍ୱର,୧୯।୭(ବ୍ୟୁରୋ): ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ଦାବିରେ ମଙ୍ଗଳବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ପୋଲିସ ଓ ନବନିର୍ମାଣ ଯୁବଛାତ୍ର ସଂଗଠନ କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ସଙ୍ଗଠନର ଶତାଧୀକ…
ଏନ୍ସିବିରୁ କ୍ଲିନ୍ ଚିଟ୍ ମିଳିବା ପରେ କ୍ଲବରେ ପାର୍ଟି କରୁଛନ୍ତି ଆର୍ୟନ : ଭିଡ଼ିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ ଗତ ବର୍ଷ କ୍ରୁଜ୍ ଡ୍ରଗ୍ସ ମାମଲାରେ ଫସିବା ପରେ ଲଗାତର ଏବେ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ବି-ଟାଉନର ସବୁଠାରୁ କୁଲ ଷ୍ଟାରକିଡ୍ସ ମଧ୍ୟରୁ ଅନ୍ୟତମ ଥିବା ଆର୍ୟନ ପୁଣି ଥରେ…
ନାମାଙ୍କନପତ୍ର ଦାଖଲ କଲେ ମାର୍ଗାରେଟ୍ ଆଲ୍ଭା
ନୂଆଦିଲ୍ଲୀ,୧୯।୭: ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍ ଆଲ୍ଭା ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନ ଲାଗି ସଂସଦରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର, ସୀତାରାମ ୟେଚୁରୀ, ମଲ୍ଲିକାର୍ଜୁନ ଖାର୍ଗେ ପ୍ରମୁଖ…
ସେନା ପକ୍ଷରୁ ସ୍ପଷ୍ଟୀକରଣ: ନିଯୁକ୍ତି ପ୍ରକ୍ରିୟାରେ ଜାତି ପ୍ରମାଣ ପତ୍ର ପୂର୍ବରୁ ମଧ୍ୟ ମଗାଯାଉଥିଲା
ନୂଆଦିଲ୍ଲୀ,୧୯।୭: ଅଗ୍ନିବୀର ଭର୍ତ୍ତି ପ୍ରକ୍ରିୟାରେ ଜାତି ଏବଂ ଧର୍ମ ପ୍ରମାଣ ପତ୍ର ଦେଖାଇବାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର ସେନା ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି। ଅଗ୍ନିପଥ ଯୋଜନା ଅଧୀନରେ ସାମରିକ ନିଯୁକ୍ତି ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହୋଇନାହିଁ।…
‘ବ୍ରହ୍ମାସ୍ତ୍ର’-୨ରେ ନଜର ଆସିବେ ଦୀପିକା, ହିରୋ ହେବେ କିଏ?
ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ‘ବ୍ରହ୍ମାସ୍ତ୍ର’ ଫିଲ୍ମ ସପ୍ଟେମ୍ବର ୯ରେ ରିଲିଜ ହେବାକୁ ଯାଉଛି । ରିଲିଜ ପୂର୍ବରୁ ଏହାର ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ରେସପଣ୍ଡ ମିଳିଛି । ଫିଲ୍ମଟି ୩ଟି ପାର୍ଟରେ ମୁକ୍ତିଲାଭ କରିବ । ଚଳିତ…
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଅଗ୍ନିପଥ ଯୋଜନା ବିରୋଧରେ ହୋଇଥିବା ସମସ୍ତ ଆବେଦନର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ,୧୯।୭: ‘ଅଗ୍ନିପଥ’ ଯୋଜନା ବିରୋଧରେ ସାରା ଦେଶରେ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ସମସ୍ତ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ। ଜଷ୍ଟିସ ଡି.ଓ୍ବାଇ…
ନୁପୁର ଶର୍ମାଙ୍କ ଭିଡିଓ ଦେଖିବାରୁ ଯୁବକଙ୍କୁ ଛୁରାମାଡ
ପାଟନା,୧୯।୭: ନୁପୁର ଶର୍ମା ମାମଲାକୁ ନେଇ ରାଜସ୍ଥାନର ଉଦୟପୁର ଏବଂ ମହାରାଷ୍ଟ୍ରର ଅମରାବତୀ ପରେ ବିହାରର ସୀତାମଢିରେ ମଧ୍ୟ ଏକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ନୁପୁରଙ୍କ ବିବାଦୀୟ ଭିଡିଓ ଦେଖିବାକୁ ନେଇ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି। ଏହି ଘଟଣାରେ…
ରାଷ୍ଟ୍ରପତି ଦୌଡରୁ ଓହରିଲେ ପ୍ରେମଦାସା
କଲମ୍ବୋ,୧୯।୭: ବୁଧବାର ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ନିର୍ବାଚନ ପୂର୍ବରୁ ବିରୋଧି ଦଳ ନେତା ସାଜିତ ପ୍ରେମଦାସା ରାଷ୍ଟ୍ରପତି ଦୌଡରୁ ଓହରିଛନ୍ତି।ସେ ନିଜର ପ୍ରାର୍ଥିିପତ୍ର ପ୍ରତ୍ୟାହାର କରିଥିବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ଦେଶର ପ୍ରଗତି…
ଶ୍ରୀଲଙ୍କା ସଙ୍କଟ: ସନ୍ଧ୍ୟାରେ ବସିବ ସର୍ବଦଳୀୟ ବୈଠକ
ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କାରେ ଦେଖାଯାଇଥିବା ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଉପରେ ଆଲୋଚନା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଯୋଗଦେଇ ସବୁଦଳର ନେତାମାନଙ୍କୁ…
ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ପରଲୋକ
ଭୁବନେଶ୍ବର,୧୯।୭(ବ୍ୟୁରୋ): ଆଇଏଲ୍ଏସ୍ ନିର୍ଦ୍ଦେଶକ ଡା.ଅଜୟ ପରିଡାଙ୍କ ମଙ୍ଗଳବାର ଦେହାନ୍ତ ହୋଇଛି। ଏ ନେଇ ଆଇଏଲ୍ଏସ୍ ପକ୍ଷରୁ ସୂଚନା ମିଳିଛି। ଗୌହାଟୀରେ ଏକ ପ୍ରେସ କନଫରେନ୍ସରେ ଯୋଗଦେବାକୁ ଯାଇଥିଲେ ଅଜୟ ପରିଡା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଲେ ପୁଣି ଜଣେ କ୍ରିକେଟର୍
ସେଣ୍ଟଲୁସିଆ,୧୯।୭: ଇଂଲଣ୍ଡର ବେନ୍ ଷ୍ଟୋକ୍ସଙ୍କ ପରେ ୱେଷ୍ଟଇଣ୍ଡିଜ୍ର ଶ୍ରେଷ୍ଠ କ୍ରିକେଟର ଲେଣ୍ଡଲ ସିମନ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଦିନିକିଆ ଏବଂ ଟି-୨୦ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ସିମନ୍ସଙ୍କ କ୍ୟାରିୟର ଭଲ ଥିଲା। ଦିନିକିଆ କ୍ରିକେଟରେ ସିମନ୍ସ ୨…
ଦୁଇ ବିଚାରାଧୀନ କଏଦୀ ଫେରାର
ଅନୁଗୋଳ ଅଫିସ୍,୧୯।୭: ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ କାରାଗାରର ପାଚେରି ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଫେରାର ଦୁଇ କଏଦୀ ହେଲେ ଡିମିରିଆ ଗ୍ରାମର ବସନ୍ତ ମହାକୁଳ ଏବଂ…
Archives


