ଟିକେଟ୍ କାଉଣ୍ଟରେ ଲାଗିଥିଲା ଏପରି ସାଇନ ବୋର୍ଡ: ଦେଖିଲେ ହସି ହସି ଗଡ଼ିଯିବେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଯାଦବଙ୍କୁ ଏକାଠି କରିବା ଲାଗି ହାତ ମିଳାଇଲେ ଶିବପାଲ, ଡି.ପି. ଯାଦବ
ଲକ୍ଷ୍ନୌ,୩ା୯: ସମାଜବାଦୀ ପାର୍ଟିର ଯାଦବ ଭୋଟବ୍ୟାଙ୍କକୁ ସୁରକ୍ଷିତ କରିବା ଲାଗି ଅଖିଳେଶ ଯାଦବଙ୍କ ଦାଦା ଶିବପାଲ ଯାଦବ ଏବଂ ପୂର୍ବତନ ଏମ୍ପି ଡି.ପି. ଯାଦବ ପରସ୍ପର ହାତ ମିଳାଇଛନ୍ତି। ସେମାନେ ଆନୁଷ୍ଠାନିକ ଭାବେ ‘ଯଦୁକୁଳ ପୁନର୍ଜାଗରଣ ମିଶନ’(ଓ୍ବାଇପିଏମ୍) ଶୁଭାରମ୍ଭ କରିଛନ୍ତି। ୨୦୨୪…
ପାଲାନିସ୍ବାମୀ ଏଆଇଏଡିଏମ୍କେର ସର୍ବୋଚ୍ଚ ନେତା
ଚେନ୍ନାଇ,୩ା୯(ପି.ଟି.): ଏଆଇଏଡିଏମ୍କେ ନେତୃତ୍ୱକୁ ନେଇ ବିବାଦ ଲାଗିରହିଥିବାବେଳେ ଇ.କେ. ପାଲାନିସ୍ବାମୀ ଦଳର ଶୀର୍ଷ ନେତା ବୋଲି ମାଡ୍ରାସ ହାଇକୋର୍ଟ ଶୁକ୍ରବାର ରାୟ ଦେଇଛନ୍ତି। ଅନ୍ୟପକ୍ଷରେ ଓ. ପନିରସେଲ୍ଭାମଙ୍କ ସପକ୍ଷରେ ଆସିଥିବା ଜଣିକିଆ ଖଣ୍ଡପୀଠ ରାୟକୁ ଜଷ୍ଟିସ ଏମ୍. ଦୁରାଇସ୍ବାମୀ ଓ ସୁନ୍ଦର…
କେନାଲ ପାଣି ଅଭାବରୁ ଫାଟିଲା ଚାଷ ଜମି
କୁଳିଅଣା,୩ା୯(ସ୍ବ.ପ୍ର.): କେନାଲ ପାଣି ନ ମାଡ଼ିବା ଓ ବର୍ଷା ଅଭାବରୁ ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ମାରାଙ୍ଗତାଣ୍ଡି ପଞ୍ଚାୟତ ଅଧୀନ ପଳାଶବଣୀ ଗ୍ରାମରେ ଥିବା ଚାଷ ଜମି ଫାଟି ଅଁା କଲାଣି। ଅଗଷ୍ଟ ମାସ ସୁଦ୍ଧା ଚାଷୀମାନେ ଯେନତେନ ପ୍ରକାରରେ ତଳି…
ଭାଜପାର ସବୁ ଏମ୍ପି, ବିଧାୟକ କ’ଣ ପୂରା ଖାଣ୍ଟି: ତେଜସ୍ବୀ
ପାଟନା,୩ା୯: ସିବିଆଇ ଏବଂ ଇଡି ଭଳି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ନେଇ ପୁଣି ଭାଜପାକୁ ଟାର୍ଗେଟ୍ କରିଛନ୍ତି ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ। ସେ ପ୍ରଶ୍ନ କରିଛନ୍ତି ଭାରତୀୟ ଜନତା ପାର୍ଟିର ସମସ୍ତ ଏମ୍ପି ଓ ବିଧାୟକ…
ପଡ଼ିଆ ପଡ଼ିଛି ଚାଷଜମି
ବନ୍ତ, ୩ା୯(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକର ବହୁ ଚାଷଜମି ଧାନ ତଳି ଅଭାବରୁ ପଡ଼ିଆ ପଡ଼ିଛି। ସରକାରୀ ବିହନ ଗଜା ନ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ଏହି ବ୍ଲକର ମୋଟ…
ବଳାତ୍କାରକୁ ପ୍ରତିରୋଧ କରିବାରୁ ମହିଳାଙ୍କୁ ଟ୍ରେନ୍ରୁ ଫିଙ୍ଗିଦେଲେ
ଚଣ୍ଡିଗଡ଼, ୩ା୯: ହରିୟାଣାର ଫରିଦାବାଦ୍ରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ବଳାତ୍କାର ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କୁ ପ୍ରତିରୋଧ କରିବାରୁ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଚଳନ୍ତା ଟ୍ରେନ୍ରୁ ଫିଙ୍ଗି ହତ୍ୟା କରାଯାଇଛି। ମହିଳାଙ୍କ ସାଙ୍ଗରେ ତାଙ୍କର ୯ ବର୍ଷୀୟ ପୁଅ ଥିଲେ।…
୯ବର୍ଷ ପରେ ଧରାପଡ଼ିଲେ ଅଭିଯୁକ୍ତ
ବୈଶିଙ୍ଗା,୩ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ସନ୍ତରା ପଞ୍ଚାୟତର ପତଡ଼ା ଗ୍ରାମରେ ଘଟିଥିବା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଚୁଇଁ ଓରଫ ଫକୀର ଖଁାଙ୍କୁ ୯ ବର୍ଷ ପରେ ଗୁରୁବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଛି। ସୂଚନା…
ତଦନ୍ତ ପାଇଁ ପହଞ୍ଚିଲା ମେଡିକାଲ ଟିମ୍
ଅମରପାଲି,୩ା୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ସୁରଧାପାଲି (ହୋତାପାଲି )ଗ୍ରାମରେ ସପ୍ତାହକ ମଧ୍ୟରେ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ ଦୁଇ ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଏନେଇ ଗତ ୨୨ତାରିଖ ଧରିତ୍ରୀରେ ‘କିଡନୀ ଆକ୍ରାନ୍ତ…
ସଂସ୍କୃତକୁ ରାଷ୍ଟ୍ରଭାଷା ଘୋଷଣା ଆବେଦନ ଖାରଜ
ନୂଆଦିଲ୍ଲୀ,୩ା୯: ସଂସ୍କୃତକୁ ଭାରତର ଜାତୀୟ ଭାଷା ଘୋଷଣା କରିବା ଲାଗି ଦାଏର ଏକ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। କୌଣସି ଭାଷାକୁ ଜାତୀୟ ମାନ୍ୟତା ଦେବା ଏକ ନୀତିଗତ ନିଷ୍ପତ୍ତି ହୋଇଥିବାରୁ ଏଥିପାଇଁ କୋର୍ଟ ନିର୍ଦ୍ଦେଶ ଦେଇପାରିବେ ନାହିଁ। ଏଥିପାଇଁ…
ନିଆରା ନୂଆଁଖାଇ: ୧୮୦ ପରିବାରର ୮୦୦ ସଦସ୍ୟ ସାମିଲ
ରେଙ୍ଗାଲି,୩ା୯(ଡି.ଏନ.ଏ.): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ଅବସରରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛି ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକର ଗୋଲାମାଲ ଗ୍ରାମ। ଏହି ପର୍ବରେ ପଶ୍ଚିମ ଓଡ଼ିଶାର ଘରେ ଘରେ ପରିବାର ସହିତ ନୂଆଁ ଖାଇବାର ପରମ୍ପରା ରହିଛି। ହେଲେ…
ଝାଡ଼ଖଣ୍ଡ ସଙ୍କଟ: ଦିଲ୍ଲୀ ଗଲେ ରାଜ୍ୟପାଳ
ରାଞ୍ଚି,୩ା୯: ଝାଡ଼ଖଣ୍ଡରେ ରାଜନୈତିକ ଅନିଶ୍ଚିତତା ଲାଗିରହିଥିବାବେଳେ ଜେଏମ୍ଏମ୍-କଂଗ୍ରେସ ମେଣ୍ଟର ବିଧାୟକମାନେ ଗୁରୁବାର ରାଜ୍ୟପାଳ ରମେଶ ବୈଶଙ୍କୁ ଭେଟି ନିର୍ବାଚନ କମିଶନଙ୍କ ସୁପାରିସ ଉପରେ ତୁରନ୍ତ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ। ରାଜ୍ୟପାଳ ଶୁକ୍ରବାର ଦିଲ୍ଲୀ ଗସ୍ତ କରିଥିବାରୁ ନିଷ୍ପତ୍ତି ନେବାରେ ଅଧିକ…
Archives


