ମହେଶ ଭଟ୍ଟଙ୍କ ଅସଲ ନାମ ‘ଅସଲମ’, ଚମକାଇବା ଭଳି ତଥ୍ୟ ଦେଲେ ଅଭିନେତ୍ରୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ତାଙ୍କର ବିନ୍ଦାସ ଓ ବେକାବୁ ବୟାନକୁ ନେଇ ସେ ଖୁବ୍ ଚର୍ଚ୍ଚିତ । ଏବେ ସେ ବଲିଉଡ୍ ଫିଲ୍ମ ମେକର ମହେଶ ଭଟ୍ଟଙ୍କୁ ନେଇ ଏମିତି ଏକ…
ଅସଲି ଲୋଗୋରେ ନକଲି ସାମଗ୍ରୀ ବିକ୍ରି, ଜଣେ ଅଟକ
ଫୁଲନଖରା,୫ା୯(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ପାହାଳ ଥାନା ଅନ୍ତର୍ଗତ ହଂସପାଳ ନିକଟସ୍ଥ ଶିବଶକ୍ତିନଗର ଲେନ୍ ୧୫ରେ ନକଲି ସର୍ଫ ଏକ୍ସିଲ ଓ ଟାଟା ସଲ୍ଟ ପ୍ୟାକେଟ ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊଦ୍ଧର୍ବ ହେବ ବୋଲି…
ଗୁଣିଗାରେଡ଼ି ସନ୍ଦେହ: ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ପଡ଼ୋଶୀ
ରାୟଗଡ଼ା ଅଫିସ,୫ା୯: ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା କରିଛନ୍ତି ପଡ଼ୋଶୀ ଯୁବକ। ରାୟଗଡ଼ା ସହରର କୋଇଲାପଡ଼ାଠାରେ ଏପରି ଅଭାବନୀୟ ଘଟଣା ଘଟିଛି। ଚନ୍ଦ୍ରମା ବିଭାର (୫୦)ଙ୍କୁ ସୋମବାର ମଧ୍ୟାହ୍ନରେ ତାଙ୍କ ପଡ଼ୋଶୀ ରାଜେଶ କୁଲୁ ଶିକା ହତ୍ୟା କରିଛନ୍ତି। ପୋଲିସ ପହଞ୍ଚି…
ଡେଙ୍ଗୁ ଆତଙ୍କ: ପହଞ୍ଚିଲା ପ୍ରଶାସନିକ ଟିମ୍
ଆର.ଉଦୟଗିରି,୫।୯(ଡି.ଏନ୍.ଏ.): ଗଜପତି ଜିଲା ମୋହନା ବ୍ଲକରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। କିଛିଦିନ ତଳେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଅଞ୍ଚଳର କିଛି ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଖବର ପାଇ ଗଜପତି ଜିଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ…
ସୁଧୁରୁଛି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ, ୫।୯: ବଲିଉଡ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଲଗାତାର ଅପ୍ଡେଟ୍ ଆସିବାରେ ଲାଗିଛି। ନିକଟରେ ପ୍ରବଳ ଜ୍ୱର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଏବେ ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ଏନେଇ ରାଜୁଙ୍କ ମୁଖ୍ୟ ପରାମର୍ଶଦାତା…
ଅଲଗା ହେଲେ ସୁସ୍ମିତା-ଲଳିତ!
ମୁମ୍ବାଇ: ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ନାୟିକା ସୁସ୍ମିତା ସେନ ଓ ଲଳିତ ମୋଦି । ଦୁଇ ମାସ ପୂର୍ବେ ଏମାନେ ରିଲେସନଶିପରେ ଥିବା ବେଳେ ଖୁବ୍ ଚର୍ଚ୍ଚା ସାଉଁଟିଥିଲେ । ଏହାପରେ ଉଭୟଙ୍କ ଫଟୋ ସାମ୍ନାକୁ ଆସିଥିଲା ।…
କାନାଡାରେ ବର୍ବରକାଣ୍ଡ: ୧୦ ମୃତ, ୧୫ ଆହତ
ଓଟୱା,୫।୯: କାନାଡାର ସସ୍କାଚୱାନ ପ୍ରଦେଶରେ ଏକ ବଡ଼ଧରଣର ହିଂସାକାଣ୍ଡ ଘଟିଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ଛୁରାମାଡ଼ ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୫ଜଣ ଆହତ ହୋଇଥିବା ସରକାରୀ ତଥ୍ୟରୁ ସୂଚନା ଦିଆଯାଇଛି। ଘଟଣାରେ ସମ୍ପୃକ୍ତ ୨…
ଗୁଜରାଟରେ କଂଗ୍ରେସକୁ ବଡ଼ ଝଟକା
ଗାନ୍ଧୀନଗର,୫।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଗୁଜରାଟ ଗସ୍ତ ପୂର୍ବରୁ ବିଶ୍ୱନାଥସିଂ ବଘେଲା ରାଜ୍ୟ ଯୁବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଏଭଳି ସ୍ଥିତିରେ ଗୁଜରାଟରେ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି। କଂଗ୍ରେସରେ ଯୋଗଦିଅ ଅଭିଯାନରେ ରାହୁଲ…
ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ: ସମ୍ବର୍ଦ୍ଧନା ପାଇଁ ସମାଗମ ହୋଇପାରନ୍ତି ୫୦ ହଜାର ଲୋକ
ଭୁବନେଶ୍ୱର,୫।୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଓଡ଼ିଶା ଫେରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହୋଇପାରନ୍ତି। ଏଥିପାଇଁ କମିଶନର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୩୦ ପ୍ଲାଟୁନ୍ ଫୋର୍ସ…
ଏହି କାରଣରୁ ସୋସିଆଲ ମିଡିଆରେ ରଣବୀରଙ୍କୁ ଫଲୋ କରନ୍ତି କ୍ୟାଟ୍ରିନା
ମୁମ୍ବାଇ: ଅଭିନେତା ରଣବୀର ସିଂ ବଲିଉଡ୍ର ଏପରି ଜଣେ ଷ୍ଟାର, ଯାହାଙ୍କ ଶକ୍ତି କେବଳ ପ୍ରଶଂସକଙ୍କ ଦ୍ୱାରା ପାଗଳ ନୁହେଁ ବରଂ ତାଙ୍କର ଶାନ୍ତ ରୂପ ଦେଖି ଅଭିନେତ୍ରୀମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ହେଳା କରନ୍ତି ନାହିଁ। ସାରା ଅଲି…
୪୮ଘଣ୍ଟା ମଧ୍ୟରେ ଲଘୁଚାପ !
ଭୁବନେଶ୍ୱର,୫।୯(ବ୍ୟୁରୋ): ଆସନ୍ତା ୭ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…
କୁକୁରର ଓଜନ ୭୦ କିଲୋଗ୍ରାମରୁ ଅଧିକ, ଭିଡିଓ ଦେଖିଲେ…
ମଣିଷ ଏବଂ କୁକୁରମାନଙ୍କ ମଧ୍ୟରେ ସମ୍ପର୍କ ବେଶ୍ ଘନିଷ୍ଠ। ଏପରିକି ମଣିଷମାନେ ନିଜ ପିଲାମାନଙ୍କ ପରି କୁକୁରଙ୍କୁ ବଢ଼ାଇଥାନ୍ତି। ଆଜିର ଯୁଗରେ ଅନେକ ପ୍ରଜାତିର କୁକୁର ଦେଖିବାକୁ ମିଳୁଛି। ଲୋକମାନେ ସେମାନଙ୍କର ଷ୍ଟାଟସ୍ ଅନୁଯାୟୀ କୁକୁର କିଣିଥାନ୍ତି ଏବଂ ରକ୍ଷାଣାବେକ୍ଷଣ କରିଥାନ୍ତି।…
Archives


