ଭୋପାଳରେ ହେବ ଦେଶର ପ୍ରଥମ ଛାଡ଼ପତ୍ର ଉତ୍ସବ, ୨୦୦ ଅତିଥି ହେବେ ସାମିଲ, ନିମନ୍ତ୍ରଣ ପତ୍ର ଭାଇରାଲ…
ଭୋପାଳ, ୧୦।୯ : ଭୋପାଳରେ ଏକ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଦେଶର ପ୍ରଥମ ଛାଡପତ୍ର ଉତ୍ସବ ବୋଲି ଦାବି କରାଯାଉଛି। ଏଥିରେ ୧୮ ଜଣ ପୁରୁଷ ଏବଂ ସେମାନଙ୍କ ପରିବାର ଅନ୍ତର୍ଭୁକ୍ତ ହେବେ ଯେଉଁମାନେ ଛାଡପତ୍ର ଆଦେଶ…
ପୁଅଙ୍କ ସାମ୍ନାରେ ଭାସିଗଲେ ବାପା, ୨୪ ଘଣ୍ଟା ପରେ ବି ମିଳିନି ପତ୍ତା
କେନ୍ଦୁଝର,୧୦ା୯(ସ୍ବ.ପ୍ର.): ଦୀର୍ଘ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାଂଶପାଳ ବ୍ଲକ କେନ୍ଦୁଘାଟି ନିକଟ ବୈତରଣୀରେ ଶୁକ୍ରବାର ଅପରାହ୍ନରେ ଭାସି ଯାଇଥିବା ବ୍ୟକ୍ତିଙ୍କ ପତ୍ତା ମିଳିନାହିଁ। ପୋଲିସ ଓଡ୍ରାଫ୍ ଟିମ୍ ଜରିଆରେ ଖୋଜାଖୋଜା ଜାରି ରଖିଛି। ଫଳରେ ଆଶା ଓ ଆଶଙ୍କା ମଧ୍ୟରେ…
ନପଚାରି ଦେଇଦେଲେ ଡିଆର୍ଏସ୍; ରାଗରେ ବାବର କହିଲେ ‘ଅଧିନାୟକ ମୁଁ’
ଦୁବାଇ,୧୦।୯: ବର୍ତ୍ତମାନ ଭଲ ଫର୍ମରେ ଅଛି ପାକିସ୍ତାନ କ୍ରିକେଟ ଟିମ୍। ଦମ୍ଦାର ପ୍ରଦର୍ଶନ ଯୋଗୁ ଏସିଆ କପ୍ ୨୦୨୨ ସିଜନ ଫାଇନାଲରେ ଦଳ ସ୍ଥାନ ପକ୍କା କରିଛି। ଏଥିରେ ଶ୍ରୀଲଙ୍କା ସହ ଦଳର ମୁକାବିଲା ହେବ। ତେବେ ଏହା ପୂର୍ବରୁ ପାକିସ୍ତାନର…
ଏମିତି ପ୍ରେମରେ ପଡ଼ିଥିଲେ କିମ୍-ଜୋଙ୍ଗ୍-ଉନ୍
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍-ଜୋଙ୍ଗ୍-ଉନ୍ଙ୍କ ବର୍ବରତାର କାହାଣୀ ସମଗ୍ର ବିଶ୍ୱ ଜାଣିଛି। କିମ୍ଙ୍କ ଜୀବନ ଯେତେ ରହସ୍ୟମୟ, ତାଙ୍କ ବିବାହ ମଧ୍ୟ ସେତିକି ରହସ୍ୟମୟ ଅଟେ। କିମ୍ କେବେ ପ୍ରେମରେ ପଡ଼ିଥିଲେ ଓ କିପରି ବିବାହ କରିଥିଲେ ତାହା କେହି…
ସବ୍ଜେଲ ସମ୍ମୁଖରୁ କଫ୍ସିରପ୍ ବୋଝେଇ ଅଟୋ ଜବତ: ୨ ଗିରଫ
ବରଗଡ଼ ଅଫିସ,୧୦ା୯: ବରଗଡ଼ ଟାଉନ ଥାନା ପୋଲିସ ଶନିବାର ବିପୁଳ ପରିମାଣରେ କଫ୍ସିରପ୍ ଜବତ କରିଛି। ବରଗଡ଼ ସହରକୁ ଏକ ଅଟୋ ଯୋଗେ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ସବ୍ଜେଲ୍ ସମ୍ମୁଖରୁ କଫ୍ସିରପ୍ ବୋଝେଇ ଅଟୋକୁ ପୋଲିସ ଜବତ କରିଛି। ସେହିପରି…
‘ଦ୍ରାବିଡ ଜାଣିଛନ୍ତି ଯେ ତାଙ୍କର ହନିମୁନ୍ ଅବଧି ଶେଷ ହୋଇଛି’
ନୂଆଦିଲ୍ଲୀ,୧୦।୯: ଏସିଆ କପ୍ ୨୦୨୨ ଟୁର୍ନାମେଣ୍ଟରୁ ଭାରତର ଯାତ୍ରା ଶେଷ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ସୁପର-୪ ପର୍ଯ୍ୟାୟରେ ପ୍ରଥମେ ପାକିସ୍ତାନ ଓ ପରେ ଶ୍ରୀଲଙ୍କାଠାରୁ ପରାଜିତ ହୋଇଥିଲା। ଏହାକୁ ନେଇ ପୂର୍ବ ଚୟନକର୍ତ୍ତା ସବା କରିମ ଦଳର…
କନ୍ନୁରରେ ବୋମା ବିସ୍ଫୋରଣ…
ନୂଆଦିଲ୍ଲୀ, ୧୦।୯ : କେରଳର କନ୍ନୁର ଜିଲାରେ ବୋମା ବିସ୍ଫୋରଣ ଘଟିଛି। ରାଷ୍ଟ୍ରୀୟ ସ୍ବଂୟସେବକ ସଂଗଠନର (ଆରଏସଏସ) କର୍ମଚାରୀଙ୍କ ଘର ନିକଟରେ ଏହି ବିସ୍ଫୋରଣ ଘଟିଛି। ମଟ୍ଟୁନୁର ପୋଲିସର ସୂଚନାନୁସାରେ, ଆରଏସଏସ କର୍ମୀ ସୁଧିଶଙ୍କ ଘରୁ ପ୍ରାୟ ୫୦ ମିଟର ଦୂରରେ…
ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିବା ପ୍ରଶଂସକଙ୍କୁ ଭିନ୍ନ ଅନ୍ଦାଜରେ ଧନ୍ୟବାଦ ଦେଲେ ଅକ୍ଷୟ
ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ୯ ସେପ୍ଟମ୍ବରରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆଉ ଏବେ ଅକ୍ଷୟ ୫୫ ବର୍ଷ ପୂରଣ କରି ୫୬ ବର୍ଷରେ ପାଦ ରଖିଛନ୍ତି । ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକ ତଥା…
ପାକିସ୍ତାନ ବନ୍ୟାରେ ୩୦ ବିଲିୟନ ଡଲାର କ୍ଷତି
ଇସ୍ଲାମାବାଦ,୧୦।୯: ପାକିସ୍ତାନରେ ଲଗାଣ ବର୍ଷା ଜନିତ ପ୍ରଳୟଙ୍କରୀ ବନ୍ୟାରେ ୩୦ ବିଲିୟନ ଡଲାର ମୂଲ୍ୟର କ୍ଷୟକ୍ଷତି ହୋଇଥିବା ସରକାର ଆକାଳନ କରିଛନ୍ତି। ଶୁକ୍ରବାର ବନ୍ୟାଞ୍ଚଳ ଗସ୍ତରେ ଆସିଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ପାକିସ୍ତାନକୁ ପର୍ଯ୍ୟାପ୍ତ ସହାୟତା ଯୋଗାଇଦେବା ଲାଗି ସାରା…
ନାଗପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଗୋଟିଏ ପରିବାରର ଚାଲିଗଲା ୪ ଜୀବନ
ନାଗପୁର,୧୦।୯: ମହାରାଷ୍ଟ୍ରର ନାଗପୁର ସାକାରଦାରା ଓଭରବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ୩ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ଗୁଡ଼ିକ ବ୍ରିଜ୍ ତଳକୁ ଖସିପଡି ୪ଜଣଙ୍କ ଜୀବନ ଯାଇଛି। ଅନ୍ୟ ୨ ଜଣ ଗୁରୁତର ଆହତ…
ଟି-ଶର୍ଟରୁ ଏସି କଣ୍ଟେନର ପର୍ଯ୍ୟନ୍ତ… କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ଉଠିଲା ବିବାଦ
ନୂଆଦିଲ୍ଲୀ,୧୦ ।୯: ଆଗାମୀ ୨୦୧୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ତା’ର ଭାରତ ଯୋଡୋ ଯାତ୍ରା ଆରମ୍ଭ କରି ଦେଇଛି । ଏହା କନ୍ୟାକୁମାରୀରୁ ଆରମ୍ଭ ହୋଇ ପ୍ରାୟ ୧୫୦ ଦିନ ପରେ କଶ୍ମୀରରେ ଶେଷ ହେବ ।…
ଅଶ୍ଳୀଳ ଫଟୋ ଉଠାଇ ବ୍ଲାକ୍ମେଲିଂ କରି ଟଙ୍କା ଲୁଟ ମାମଲା: ଗିରଫ ହେଲେ ଯୁବତୀଙ୍କ ସହ ପୁରୁଷବନ୍ଧୁ
ବଲାଙ୍ଗୀର ଅଫିସ,୧୦।୯: ବଲାଙ୍ଗୀର ସହର ସାଗର କଲୋନୀର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଭଡା ରହିବାକୁ ଆସି ଯୁବତୀଙ୍କ ସହ ତାଙ୍କର ପୁରୁଷବନ୍ଧୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ତରଭା ଅଞ୍ଚଳର ସମ୍ପୃକ୍ତା ଯୁବତୀ ମୃଦୁ ପାନୀୟରେ ଅବସରପ୍ରାପ୍ତ…
Archives


