ଆଥିଆ-ରାହୁଲଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁନୀଲ ଶେଟ୍ଟୀ

ଭାରତୀୟ କ୍ରିକେଟର୍‌ କେ.ଏଲ ରାହୁଲ ଏବଂ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଉଭୟ କୁଆଡେ ପରିବାର ଏବଂ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଆସନ୍ତା ଜାନୁୟାରୀରେ ବିବାହ କରିବାକୁ ଯାଉଛନ୍ତି। ବିବାହର ସମସ୍ତ କାର୍ଯ୍ୟ ସୁନୀଲ ଶେଟ୍ଟୀଙ୍କ ଘରେ ଅନୁଷ୍ଠିତ ହେବ। ବିବାହ ପାଇଁ ରାହୁଲ ଛୁଟି ଆବେଦନ କରିଛନ୍ତି। ଏଭଳି ଖବରକୁ ନେଇ ଆଥିଆଙ୍କ ପିତା ସୁନୀଲ ଶେଟ୍ଟୀ ଅସ୍ବୀକାର କରିଛନ୍ତି। ଏକ ସାକ୍ଷାତକାରରେ ସୁନୀଲ କହିଛନ୍ତି, ବିବାହ ତାରିଖ ମୋତେ ଜଣାଅ, ଯାହାଫଳରେ ମୁଁ ନିଜେ ବିବାହ ଉତ୍ସବରେ ଯୋଗ ଦେଇ ପାରିବି। ଏଥିରୁ ସ୍ପଷ୍ଟ ହୋଇଛି ଯେ ଆଥିଆଙ୍କ ବିବାହ ଖବର ଏକ ଗୁଜବ ଅଟେ। ଏଗୁଡ଼ିକରେ କୌଣସି ସତ୍ୟତା ନାହିଁ।
ନିକଟରେ ଚର୍ଚ୍ଚା ହେଉଥିଲା ଯେ, ଆଥିଆ ଏବଂ ରାହୁଲଙ୍କ ବିବାହକୁ ନେଇ ଉଭୟ ପରିବାର ଉତ୍ସାହିତ ଅଛନ୍ତି। ରାହୁଲ ମଧ୍ୟ ବିବାହ ପାଇଁ ବ୍ୟକ୍ତିଗତ ଛୁଟି ନେଇଛନ୍ତି ଏବଂ ବିସିସିଆଇ ମଧ୍ୟ ତାଙ୍କୁ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ହେବନାହିଁ ମୁନାୱର ଫାରୁକିଙ୍କ ଶୋ’, ପୋଲିସ ଦେଲାନାହିଁ ଅନୁମତି

ନୂଆଦିଲ୍ଲୀ,୨୭ ।୮: ମୁନାୱର ଫାରୁକି ହେଉଛନ୍ତି ଜଣେ ଫେମଶ ଷ୍ଟାଣ୍ଡ ଅପ କମେଡିଆନ, ଯାହାଙ୍କ ଶୋ’ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଖୁବ୍ ଉତ୍କଣ୍ଠା ଥାଏ ।...

‘ଚେହରେ’ରୁ ଚେହେରା ଗାଏବ

ବିଗ୍‌ ବି ଅମିତାଭ ବଚ୍ଚନ ଓ ଇମ୍ରାନ ହାସ୍‌ମୀଙ୍କ ଫିଲ୍ମ ‘ଚେହରେ’ର ଆଉ ଏକ ପୋଷ୍ଟର ରିଲିଜ ହୋଇଛି। ହେଲେ ଏଥିରେ ଅଭିନୟ କରିଥିବା ରିୟା...

‘ପଠାନ’ର ସଫଳତାକୁ ଦେଖି ବିଳିବିଳାଇଲେ କଙ୍ଗନା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିକଟରେ ଟୁଇଟରକୁ ଫେରିଛନ୍ତି । ଆଉ ଫେରିବା ପରେ ପୁଣିଥରେ ବଲିଉଡ ଉପରେ ହମଲା କରିଦେଇଛନ୍ତି । ଏବେ...

ବିବାହ ପୂର୍ବରୁ ସ୍ବତନ୍ତ୍ର ଡାଏଟ୍‌ ଫଲୋ କରୁଛନ୍ତି କାଟ୍ରିନା

ମୁମ୍ବାଇ: ଗତ କିଛି ଦିନ ଧରି କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରତିଦିନ ତାଙ୍କ ବିବାହକୁ ନେଇ...

ନବାଗତା ସତ୍ତ୍ୱେ ବିବାଦରେ ରହିଆସୁଛନ୍ତି ସୈଫ ଲଳନା: କେବେ ଭାଇଙ୍କ ସହ ବିକିନି ପିନ୍ଧି ତ କେବେ ଡ୍ରଗ୍ସ ସେବନକୁ ନେଇ…

ବମ୍ବେ: ସୈଫ ଲଳନା ସାରା ଯେଉଁଆଡେ ବିବାଦ ସେହିଆଡେ। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ଖୁବ୍‌ କମ୍‌ ଦିନ ହେଲା ବଲିଉଡ୍‌ରେ ପାଦ...

ଐଶ୍ଚର୍ଯ୍ୟା ପିନ୍ଧିଥିବା ଏହି ଘଣ୍ଟାର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି ଫିଲ୍ମଠାରୁ ଦୂରରେ ଅଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ସେ ତାଙ୍କ ପ୍ରଶଂସକଙ୍କ ପାଇଁ ସମୟ ସମୟରେ ଫଟୋ...

କରଣଙ୍କ ରୋମାଣ୍ଟିକ୍‌ ଫିଲ୍ମରେ ନଜର ଆସିବେ ଆୟୁଷ୍ମାନ

ମୁମ୍ବାଇ: ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେବା ପରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଚାହିଦା ବଢ଼ିଗଲାଣି। ନାମୀଦାମୀ ନିର୍ଦ୍ଦେଶକ ଆୟୁଷ୍ମାନଙ୍କୁ ତାଙ୍କ ଫିଲ୍ମରେ...

ଅଭିନେତ୍ରୀଙ୍କ ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଚ୍ୟାଲେଞ୍ଜ: ଭାଇରାଲ ହେଉଛି ଫଟୋ

ଲକ୍‌ଡାଉନ୍‌ ସମୟରେ ଘରେ ରହି ଲୋକେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ଚ୍ୟାଲେଞ୍ଜକୁ ଆସେପ୍ଟ କରୁଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଚ୍ୟାଲେଞ୍ଜ।...

Advertisement
Archives

Model This Week