ଭାରତୀୟ ମହିଳା ଦଳକୁ ରୌପ୍ୟ ପଦକ
ଭୁବନେଶ୍ୱର, ୧୦ା୮ (କ୍ରୀଡ଼ା ପ୍ରତିନିଧି): ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଏସିଆ ରଗ୍ବୀ ସେଭେନ୍ସ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି। ଭାରତୀୟ ଦଳରେ କିସ୍ର ୩ ଖେଳାଳି ହୁପି ମାଝି, ତରୁଲତା ନାଏକ ଓ ଦୁମୁନି ମାର୍ଣ୍ଡି…
ରେଣୁକାଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍
ଦୁବାଇ,୧୦ା୮(ପି.ଟି.): ଭାରତୀୟ ପେସ୍ ବୋଲର ରେଣୁକା ସିଂ ମଙ୍ଗଳବାର ପ୍ରକାଶିତ ଆଇସିସି ଟି୨୦ ମହିଳା ର଼୍ୟାଙ୍କିଙ୍ଗରେ କ୍ୟାରିୟର ଶ୍ରେଷ୍ଠ ୧୮ତମ ସ୍ଥାନ ଅଧିକାର କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର ହୋଇଥିଲେ। ବର୍ମିଂହାମ୍ ଗେମ୍ସରେ ସେ ୧୧ଟି…
ଯୌନଶୋଷଣ ଅଭିଯୋଗରେ ରେସିଂ କୋଚ ବାସନ୍ଦ
ଲଣ୍ଡନ,୧୦ା୮(ପି.ଟି): ଯୌନ ଶୋଷଣ ଅଭିଯୋଗରେ ଇଂଲଣ୍ଡ ରେସିଂ ଦଳର କୋଚ ଟୋନି ମିନିଚିଏଲୋଙ୍କୁ ଆଜୀବନ ବାସନ୍ଦ କରାଯାଇଛି। ଦୀର୍ଘ ୧୫ ବର୍ଷର କ୍ୟାରିୟର ମଧ୍ୟରେ ଏକାଧିକ ଖେଳାଳିଙ୍କ ସହିତ ଅସଦାଚରଣ କରିଥିବା ପ୍ରମାଣିତ ହେବା ପରେ ୟୁକେ ଆଥଲେଟିକ୍ସ ପରିଚାଳନା ବୋର୍ଡ…
ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କ ପରଲୋକ
କଟକ ଅଫିସ,୧୦।୮: ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। କଟକ ସ୍ଥିତ ସିଡିଏ-୯ନଂ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଲିଭର…
ଡୋପିଂ: ଟେନିସ ଖେଳାଳି ମାର୍ଟିନ ସସ୍ପେଣ୍ଡ
ଲଣ୍ଡନ, ୧୦ା୮(ଏପି): ଟେନିସ ଖେଳାଳି ଆନ୍ଦ୍ରେଜ ମାର୍ଟିନ ଏକ ପ୍ରତିଯୋଗିତା ବେଳେ ହୋଇଥିବା ଡୋପ୍ ଟେଷ୍ଟରେ ବିଫଳ ହେବାରୁ ମଙ୍ଗଳବାର ତାଙ୍କୁ ସସ୍ପେଣ୍ଡ କରାଯାଇଛି। ସ୍ଲୋଭାକିଆର ଏହି ୩୨ ବର୍ଷୀୟ ଖେଳାଳିଙ୍କର ଗତ ଜୁନ୍ରେ ତାଙ୍କ ଦେଶର ଏକ ଦ୍ୱିତୀୟ ପାହ୍ୟା…
ପ୍ରଭାକର ନେପାଳ କ୍ରିକେଟ ଦଳ ମୁଖ୍ୟ କୋଚ୍
ନୂଆଦିଲ୍ଲୀ,୧୦ା୮(ପି.ଟି.): ପୁବୁଡୁ ଦାସାନାୟକେଙ୍କ ସ୍ଥାନରେ ପୂର୍ବତନ ଅଲରାଉଣ୍ଡର ମନୋଜ ପ୍ରଭାକର ନେପାଳ କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଛନ୍ତି। ଦାସାନାୟକେ ଜୁଲାଇରେ ତାଙ୍କ ପଦ ତ୍ୟାଗ କରିଛନ୍ତି। ସେ କାନାଡା କ୍ରିକେଟ ଦଳର ମୁଖ୍ୟ କୋଚ୍ ଦରୟିତ୍ୱ ଗ୍ରହଣ…
ଭାରତ ମହିଳା ‘ଏ’, ପୁରୁଷ ‘ବି’ ଦଳକୁ ବ୍ରୋଞ୍ଜ
ମାମାଲ୍ଲାପୁରମ, ୧୦ା୮(ପି.ଟି.): ଚେନ୍ନାଇର ମାମାଲ୍ଲାପୁରମଠାରେ ଚେସ୍ ଅଲିମ୍ପିଆଡ୍ର ୪୪ତମ ସଂସ୍କରଣ ମଙ୍ଗଳବାର ଶେଷ ହୋଇଛି। ଏଥିରେ ଭାରତର ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିବାବେଳେ ମହିଳା ‘ଏ’ ଏବଂ ପୁରୁଷ ‘ବି’ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତରେ ପ୍ରଥମଥରପାଇଁ…
ଲଗାଣ ବର୍ଷାରେ ଭାଙ୍ଗିଲା ଘର
ସିନାପାଲି,୧୦ା୮(ଡି.ଏନ.ଏ.): ନୂଆପଡା ଜିଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚଚରାଭଟା ନିବାସୀ ବିଧବା ମହିଳା ସାବିତ୍ରୀ ବାଗଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ପଡିିଛି। ଏଥିରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ନିରାଶ୍ରୟ ହୋଇପଡିଛନ୍ତି। ଏ ନେଇ…
କର୍ଲାମୁଣ୍ଡା ବ୍ଲକ: ଯୁକ୍ତ ୨ରେ ୮୭.୧୪ % ପାସ୍
କର୍ଲାମୁଣ୍ଡା,୧୦ା୮(ଡି.ଏନ.ଏ.): ଚଳିତବର୍ଷର ଯୁକ୍ତ ୨ କଳା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଜେକେ କଲେଜ ଛାତ୍ରୀ ପୂଜା ଭୋଇ ୫୩୫ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି। ବ୍ଲକରେ ପ୍ରଥମ ଶ୍ରେଣୀରେ ୧୪୫ଜଣ,…
ବଦଳିଲା ନିଷ୍ପତ୍ତି: ସ୍ବାଧୀନତା ଦିବସରେ ସାମିଲ ହେବେ ଛାତ୍ରୀଛାତ୍ର
ଭୁବନେଶ୍ୱର,୧୦।୮(ବ୍ୟୁରୋ): ବଦଳିଲା ନିଷ୍ପତ୍ତି। ସ୍ବାଧୀନତା ଦିବସରେ ଛାତ୍ରୀଛାତ୍ର ସାମିଲ ହେବେ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ୍ରେ ଛାତ୍ରୀଛାତ୍ର ସାମିଲ ହେବେନି ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା।…
ଛାତ୍ରୀନିବାସରେ ରାତିରେ ରହୁନାହାନ୍ତି ୱାଡେନ
କେସିଙ୍ଗା,୧୦ା୮(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୨୦୦୬ରେ ସ୍ଥାପିତ ହୋଇଛି। ଛାତ୍ରୀନିବାସରେ ରାତିରେ ୱାଡେନ ରହୁ ନ ଥିବା ଅଭିଭାବକମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ବିଦ୍ୟାଳୟରେ ୨୦୦ଜଣ ଜନଜାତି, ଅନୁସୂଚିତ ଜନଜାତି ଓ…
ଡରାଉଛି କରୋନା: ରାଜ୍ୟରେ ୬୫୩ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୦।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ୬୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୨୮ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୩୮୪ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୬୯…
Archives


