Home Left

ସନ୍ଧ୍ୟା ପରେ ମିଳୁନି ଚିକିତ୍ସା

ଧୂଷୁରୀ, ୧୮।୯: ଭଦ୍ରକ ଜିଲା ଧାମନଗର ବ୍ଲକର ଧୂଷୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ଏରିଆ ହସ୍ପିଟାଲରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଆବଶ୍ୟକ ଅନୁଯାୟୀ ଡାକ୍ତର ନ ଥିବା ବେଳେ ଏଠାରେ ରାତ୍ରକାଳୀନ ରୋଗୀସେବା ମିଳୁ ନ ଥିବା ନେଇ ସାଧାରଣରେ ଅସନ୍ତୋଷ…

ଧସିଲା ପଥର ପ୍ୟାକିଂ ୱାଲ୍‌

କେନ୍ଦ୍ରାପଡ଼ା ଅଫିସ, ୧୮।୯: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କେରୁଆଁପାଳ ପଞ୍ଚାୟତ ପ୍ରଭାତୀ ଗାଁ ଗହିରମଥା ତଟବନ୍ଧ ପାଶର୍‌ବରେ ହୋଇଥିବା ପଥର ପ୍ୟାକିଂ କ୍ରମାଗତ ଭାବେ ଧସି ଚାଲିଛି। ଏନେଇ ଲୁଣା ନଦୀର ପାଖ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଦିନ ବିତାଉଛନ୍ତି।…

କଦଳୀ ଭେଳାରେ ପୂଜା ପାଆନ୍ତି ମା’ମନସା

ମହାକାଳପଡ଼ା,୧୮।୯(ଡି.ଏନ.ଏ.): ସର୍ପ ଦଂଶନରୁ ରକ୍ଷା ପାଇଁ ବଙ୍ଗୀୟ ଲୋକମାନେ ଅଷ୍ଟନାଗ ମା’ ମନସା ଦେବୀଙ୍କ ଚରଣରେ ଶରଣାପନ୍ନ ହୁଅନ୍ତି। ବିଶ୍ବାସ ରହିଛି ମା’ମନସା ଦେବୀଙ୍କୁ ନଦୀରେ କଦଳୀ ଭେଳା କରି ପୂଜାର୍ଚ୍ଚନା କଲେ ପରିବାରରେ ବିପତ୍ତି ପଡ଼େ ନାହିଁ। ମା’ ଙ୍କ…

ରୋଗୀ ସୁରକ୍ଷା: ସଚେତନତାରୁ ବିପଦ ଟଳିବ

ଜଗତ୍‌ସିଂହପୁର ଅଫିସ, ୧୮।୯: ରୋଗୀଙ୍କ ସୁରକ୍ଷା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଏନେଇ ସମନ୍ବୟ ରକ୍ଷା ସହିତ ଉତ୍ତରଦାୟୀ ପଦକ୍ଷେପ ନିଆଯିବା ନିମନ୍ତେ ସାରା ବିଶ୍ୱରେ ସେପ୍ଟେମ୍ବର ୧୭ ତାରିଖକୁ ରୋଗୀ ସୁରକ୍ଷା ଦିବସ ଭାବେ ପାଳନ କରାଯାଉଛି।…

ସିସିଟିଭି ଜଗିବ ପୂଜାମଣ୍ଡପ

ଖୋର୍ଦ୍ଧା ଅଫିସ,୧୮।୯:  ଆଉ ଦିନ କେଇଟା ପରେ ଧରାପୃଷ୍ଠରେ ପୂଜା ପାଇବେ ଜଗତ୍‌ଜନନୀ ମା’ଦୁର୍ଗା ଓ ଧନଲକ୍ଷ୍ମୀ। ଦୁଇବର୍ଷ ପରେ ବିନା କଟକଣାରେ ମା’ଙ୍କ ପୂଜାର୍ଚ୍ଚନା ସହ ସମୂହ ଭସାଣି ଅନୁଷ୍ଠିତ ହେବ। ଫଳରେ ଖୋର୍ଦ୍ଧାରେ ପ୍ରବଳ ଜନସମାଗମ ହେବା ସମ୍ଭାବନା…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ଦନ୍ତା

କେନ୍ଦୁଝର,୧୮ା୯(ସ୍ବ.ପ୍ର.): ତେଲକୋଇ ରେଞ୍ଜ ଅନ୍ତର୍ଗତ ତେଲକୋଇ ବିଟ୍‌ ଅଧିନସ୍ଥ କନ୍ତଲେଇ ଗ୍ରାମରେ ରବିବାର ସକାଳେ ଶୌଚ କରିବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ୬୫ ବର୍ଷୀୟ ବୃଦ୍ଧ ଆହତ ହୋଇଛନ୍ତି। ଗୋଠଛଡ଼ା ଦନ୍ତାଟି ବୃଦ୍ଧଙ୍କୁ ଶୁଣ୍ଢରେ…

ପୋଲିସ-ମଦବେପାରୀ ଛକାପଞ୍ଝା ବେଳେ ଅଘଟଣ: ଭାଇ ମୃତ, ଭଉଣୀ ସଙ୍କଟାପନ୍ନ

କାମାକ୍ଷାନଗର, ୧୮।୯(ଡି.ଏନ୍‌.ଏ.): ମଦ ବ୍ୟବସାୟୀ ଏବଂ ପୋଲିସ ମଧ୍ୟରେ ଛକାପଞ୍ଝା ବେଳେ ଘଟିଛି ଅଘଟଣ। ପୋଲିସକୁ ଚକ୍‌ମା ଦେଇ ଦ୍ରୁତଗତିରେ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ଏକ ଚୋରା ମଦ ବୋଝେଇ କାର୍‌ ଧକ୍କାରେ ଭାଇଙ୍କ ମୃତ୍ୟୁ ଘଟିଛି। ସଙ୍କଟାପନ୍ନ ଅବସ୍ଥାରେ ସମ୍ପର୍କୀୟ…

ଭୁବନେଶ୍ୱରରେ ଦିଗ୍‌ବିଜୟ, ଜୟରାମ

ଭୁବନେଶ୍ୱର୧୮।୯(ବ୍ୟୁରୋ): କଂଗ୍ରେସ ଏମ୍‌ପି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ ଏବଂ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ଶନିବାର ସାରେ ଭୁବନେଶ୍ୱରରେ ପହଞ୍ଚଛନ୍ତି। ରବିବାର ପୂର୍ବାହ୍ନରେ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି(ପିସିସି ) ସଭାପତି ଶରତ ପଟ୍ଟନାୟକଙ୍କ…

ଓବିସି ବର୍ଗକୁ ସାବତ ପୁଅ ଭାବୁଛନ୍ତି ରାଜ୍ୟ ସରକାର:ଭାଜପା

ଭୁବନେଶ୍ୱର୧୮।୯(ବ୍ୟୁରୋ): ଶିକ୍ଷା କ୍ଷେତ୍ରରେ ନାମଲେଖା ପାଇଁ ସଂରକ୍ଷଣ ଦେବାରେ ରାଜ୍ୟ ସରକାର ପକ୍ଷପାତିତା କରୁଛନ୍ତି। ରାଜ୍ୟର ସଂଖ୍ୟାଧିକ ଓବିସି ଏବଂ ଏସ୍‌ଇବିସିଙ୍କୁ କ୍ରମାଗତ ଭାବେ ରାଜ୍ୟ ସରକାର ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଇଛନ୍ତି ା ଏପରି କି ରାଜ୍ୟ ସରକାର…

ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଜଏଣ୍ଟ ଟାସ୍କ ଫୋର୍ସ ଗଠିତ

ଭୁବନେଶ୍ୱର, ୧୮।୯(ବ୍ୟୁରୋ):  ରାଜ୍ୟରେ ହାତୀ ତଥା ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସରକାର ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ୍‌) ଗଠନ କରିଛନ୍ତି। ଏଥିପାଇଁ ଶନିବାର ୫ଜଣ ବନ ଅଧିକାରୀଙ୍କୁ ବଦଳି କରାଯାଇ ଜେଟିଏଫ୍‌ରେ ନିଯୁକ୍ତ କରାଯାଇଛି। ସେମାନେ ହେଲେ ପିସିସିଏଫ୍‌ କାର୍ଯ୍ୟାଳୟର ଏସିଏଫ୍‌ ରାମପଦ…

ବାତ୍ୟା, ବନ୍ୟାଞ୍ଚଳରେ ବିଦ୍ୟୁତ୍‌ ସମସ୍ୟାର ସମାଧାନ ହେବ

ଯାଜପୁର ଅଫିସ,୧୮।୯: ଓଡ଼ିଶାର ବାତ୍ୟା ଓ ବନ୍ୟାପ୍ରବଣ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ଏକ ବଡ଼ ସମସ୍ୟା ହୋଇ ରହିଛି। ପଶ୍ଚିମବଙ୍ଗ ଦେଇ ବାଂଲାଦେଶକୁ ଗୋରୁ ଓ କୋଇଲା ଚୋରା ଚାଲାଣ ଅଣାୟତ୍ତ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗତ ଏପ୍ରିଲ ୨୨ରେ…

ଆତ୍ମସମର୍ପଣ କଲେ ୭ଶହ ମାଓବାଦୀ, ମିଲିସିଆ

ମାଲକାନଗିରି,୧୮୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅନ୍ତର୍ଗତ ଅଣ୍ଡ୍ରାହାଲ ବିଏସ୍‌ଏଫ୍‌ କ୍ୟାମ୍ପ ପରିସରରେ ଶନିବାର ୭ଶହ ମହିଳାପୁରୁଷ ମାଓବାଦୀ, ମିଲିସିଆ ଓ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ସେମାନେ ଆଉ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ। ନିଜ ଅଞ୍ଚଳର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri