୪୦୦ କେଜି ଗୋ ମାଂସ ଜବତ, ୩ ଅଟକ

ରାଉରକେଲା ଅଫିସ,୨୫।୧୨: ସୁନ୍ଦରଗଡ଼ ଜିଲା ବିଶ୍ରା ଅଞ୍ଚଳରୁ ରାଉରକେଲାକୁ ୨ଟି ଅଟୋରେ ଗୋମାଂସ ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳ ଏହାକୁ ଜବତ କରି ପୋଲିସକୁ ହସ୍ତାନ୍ତର କରିଛି। ଏହି ଘଟଣାରେ ବନ୍ଧମୁଣ୍ଡା ପୋଲିସ ୩ ଜଣଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ମୁତାବକ, ବିଶ୍ରା ଥାନା ଅଧୀନ ଗୁଡଗୁଡଜୋର ଅଞ୍ଚଳରୁ ଦୁଇଟି ଅଟୋରେ ବିପୁଳ ପରିମାଣର ଗୋମାଂସ ରାଉରକେଲା ନାଲାରୋଡ ଅଞ୍ଚଳକୁ ଚାଲାଣ ହେଉଥିଲା। ଏନେଇ କୌଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳ କର୍ମୀମାନେ ବନ୍ଧମୁଣ୍ଡା ସି’ ସେକ୍ଟର ଛକରେ ଅଟୋ ଦ୍ୱୟକୁ ଅଟକାଇଥିଲେ। ଯାଞ୍ଚ ବେଳେ ଅଟୋରୁ ଦୁଇଟି ଅଖାରେ ୪୦୦ କେଜି ଗୋମାଂସ ଥିବା ଜଣାପଡିଥିଲା। ଏନେଇ ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମଳ କମିବ, ଆୟ ପ୍ରଭାବିତ ହେବ

ରସୁଲପୁର,୬ା୧୨(ଡି.ଏନ.ଏ.): ବାତ୍ୟା ଜଓ୍ବାଦ ବିପଦ ଟଳିଥିବାରୁ ରସୁଲପୁର ବ୍ଲକ ଅଞ୍ଚଳରେ ପବନ ବେଗ କମ ପରିଲକ୍ଷିତ ହୋଇଛି। ଫଳରେ ମଞ୍ଚା ଜାତୀୟ ଫସଲ ବିଶେଷକରି ପାନବରଜ...

କଟାଗଲା ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ

ବନ୍ତଳା, ୩୦।୧୨ (ଡି.ଏନ୍‌.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ବେଆଇନ ଭାବେ ଚାଲିଛି ଗଞ୍ଜେଇ ଚାଷ। କୌଣସି ସୂତ୍ରରୁ ଏସ୍‌ପି ଜଗମୋହନ ମୀନା...

ଉତ୍ତରପ୍ରଦେଶ ପୀଡ଼ିତାଙ୍କୁ ତ୍ୱରିତ ନ୍ୟାୟ ଦାବି: ରାଜରାସ୍ତାରେ ଗର୍ଜିଲେ ଆମ୍ବେଡକରବାଦୀ ସଂଗଠନ

ଭବାନୀପାଟଣା,୪।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ହାଥରସ ଓ ବଳରାମପୁରରେ ଦଳିତ ନାବାଳିକାଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶର ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନ...

ଅନ୍‌ଲାଇନ୍‌ କ୍ଲାସ୍‌ରେ ପିଲାଙ୍କ ଉପସ୍ଥିତି କମ୍‌

ସାକ୍ଷୀଗୋପାଳ,୨୩।୪:(ସ୍ବ.ପ୍ର.): ଗତବର୍ଷ ମାର୍ଚ୍ଚ ମାସରେ ମହାମାରୀ କରୋନା ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଓ ଶଟଡାଉନ୍‌ ଘୋଷଣା କରିଥିଲେ। ଏହି ସମୟରେ ଶିକ୍ଷାନୁଗୁଡ଼ିକ ବନ୍ଦ...

କମାପଲ୍ଲୀ ପୋଖରୀ ପୁନରୁଦ୍ଧାର କରାଯାଉ

ବ୍ରହ୍ମପୁର ଅଫିସ,୬ା୬- ବ୍ରହ୍ମପୁର ମହାନଗର ନିଗମର ୩୧ନଂ. ୱାର୍ଡରେ ଥିବା ପୁରାତନ କମାପଲ୍ଲୀ ପୋଖରୀ ଦୀର୍ଘବର୍ଷରୁ ପଙ୍କରେ ପୋତି ହୋଇଯାଇଛି। ଏହାର ପୁନରୁଦ୍ଧାର ପାଇଁ ଅଞ୍ଚଳବାସୀ...

ଧାନ ଅମଳ ପୂର୍ବରୁ ରୋଗପୋକ ଆତଙ୍କ

ପାରଳାଖେମୁଣ୍ଡି,୮ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡ଼ା ଅଞ୍ଚଳର ଏକର ଏକର ଜମିରେ ଦେଖାଦେଇଛି ଭିନ୍ନ ଏକ ପ୍ରଜାତିର ପୋକ ବ୍ଲାଷ୍ଟ। ଧାନ ଗଛକୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି

ଖୋର୍ଦ୍ଧା ଅଫିସ,୩୦ା୧:  ଖୋର୍ଦ୍ଧା ମ୍ୟୁନିସିପାଲିଟିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବାର ମୁଖ୍ୟମନ୍ତ୍ରୀ ଓ ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଆବାସ ଯୋଜନାରେ...

ସବୁ ଅଟୋ ପଛରେ ଲାଗିବ ଦର ସାରଣୀ

ପୁରୀ ଅଫିସ,୬।୬: ଅଟୋରେ ଲାଗିବ ଦର ତାଲିକା। ଅଟୋ ଚାଳକମାନେ ମନମୁତାବକ ଦର ନେଇପାରିବେ ନାହିଁ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଭିନ୍ନ ଭିନ୍ନ...

Advertisement
Archives

Model This Week