Home Left

କ୍ୟାରିୟରର ସର୍ବଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ହାସଲ କଲେ ସ୍ମୃତି ମନ୍ଧାନା

ଦୁବାଇ, ୨୦ା୯: ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ଆଇସିସି ଅନ୍ତର୍ଜାତୀୟ ଟି୨୦ ର଼୍ୟାଙ୍କିଙ୍ଗ ତାଲିକାରେ କ୍ୟାରିୟର ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ତର୍ଜାତୀୟ ଦିନିକିଆ ର଼୍ୟାଙ୍କିଙ୍ଗରେ ମଧ୍ୟ ସେ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅନ୍ୟ ଭାରତୀୟ ଖେଳାଳିଙ୍କ…

ଆସନ୍ତା ୨୨ରେ ରାଜ୍ୟ କ୍ୟାବିନେଟ୍‌

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ଆସନ୍ତା ୨୨ ତାରିଖ ଅପରାହ୍ନ ୫ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବ।…

୧୧ ନକଲି ସାଧୁ ଗିରଫ, ୭୦ ହଜାର ଟଙ୍କା ଜବତ…

ଇଟାନଗର, ୨୦।୯ : ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ଜିଲାରୁ ୧୧ ଜଣ ନକଲି ସାଧୁଙ୍କୁ ପୋଲିସ ଗିରଫ କରିଛି। ପଶ୍ଚିମବଙ୍ଗର ମାଲଦାଠାରେ ଆଶ୍ରମ ନିର୍ମାଣ ନାମରେ ସେମାନେ ଘରଘର ବୁଲି ଟଙ୍କା ସଂଗ୍ରହ କରୁଥିଲେ। ଏହି ଗ୍ୟାଙ୍ଗର ସନ୍ଦେହଜନକ କାର୍ଯ୍ୟକଳାପ…

ଟି-୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ; ରେକର୍ଡ ସପ୍ତମ ଥର ଲାଗି ଖେଳିବେ…

ନୂଆଦିଲ୍ଲୀ,୨୦।୯: ଟି୨୦ ବିଶ୍ୱକପ୍‌ ଲାଗି ମଙ୍ଗଳବାର ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲ୍ୟାଣ୍ଡ। କେନ ୱିଲିୟମସନଙ୍କ ନେତୃତ୍ୱାଧିନ ଏହି ଟିମ୍‌ରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମାର୍ଟିନ ଗୁପ୍ତିଲ ଥିବା ଦେଖାଯାଇଛି। ସେ ରେକର୍ଡ ସପ୍ତମ ଥର ପାଇଁ ଟୁର୍ନାମେଣ୍ଟରେ ଖେଳିବାକୁ ଯାଉଛନ୍ତି।…

ନିଜ ଦେଶର ଲିଗ୍‌ରେ ବିଶ୍ୱକପ୍‌ ଅଧିନାୟକଙ୍କୁ ମିଳିଲେନି କ୍ରେତା, ଖେଳପ୍ରେମୀ ଚକିତ

ନୂଆଦିଲ୍ଲୀ, ୨୦।୯: ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ୍‌ ଲାଗି ମେଗା ନିଲାମ ଅନୁଷ୍ଠିତ ହୋଇଛି। ଏଥିରେ ଯୁବ ବ୍ୟାଟ୍ସମ୍ୟାନ୍‌ ଟ୍ରିଷ୍ଟାନ ଷ୍ଟବ୍ସ ସବୁଠାରୁ ମହଙ୍ଗା ଖେଳାଳି ଭାବେ ୪ କୋଟିରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛନ୍ତି। ହେଲେ ଏହି ଲିଗ୍‌ରେ ଦକ୍ଷିଣ…

ପିଏଫ୍‌ ଖାତାଧାରୀଙ୍କ ପାଇଁ ଖୁସିଖବର: ନବରାତ୍ରୀରେ ସରକାର ଦେଇପାରନ୍ତି ବଡ଼ ଭେଟି !

ନୂଆଦିଲ୍ଲୀ,୨୦।୯: ଆଗକୁ ଦୁର୍ଗାପୂଜା। ଏହା ପୂର୍ବରୁ ନବରାତ୍ରୀରେ କେନ୍ଦ୍ର ସରକାର ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ଭେଟି ଦେବାକୁ ଯୋଜନା କରୁଛନ୍ତି। ପିଏଫ୍‌ ଖାତାରେ ଥିବା ଜମା ରାଶି ଉପରେ ୮.୧ ପ୍ରତିଶତ ସୁଧ ମିଳିପାରେ। ଇପିଏଫ୍‌ଓ ପକ୍ଷରୁ ଏହି ମାମଲାରେ ଆଧିକାରୀକ ଘୋଷଣା…

ରାଜକୁମାରୀ ଭଳି ସଜେଇ ହେବେ ରିଚା, ୧୭୫ ବର୍ଷ ପୁରୁଣା ଜୁଏଲାରୀ ପ୍ରସ୍ତୁତ କରୁଛି ଗହଣା

ବମ୍ବେ: ବି-ଟାଉନ୍‌ରେ ଏବେ ଅଭିନେତ୍ରୀ ଋଚା ଚଢ୍ଢା ଏବଂ ଅଭିନେତା ଅଲି ଫଜଲଙ୍କ ବିବାହକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ବିବାହ ତାରିଖ ଘୋଷଣା ହେବା ସହ କାର୍ଯ୍ୟକ୍ରମଗୁଡ଼ିକଲାଗି ଅତିଥି ନିମନ୍ତ୍ରଣ ସରିଲାଣି। ଉଭୟଙ୍କର ପ୍ରିଓ୍ବେଡିଂ ଫଙ୍କସନ ସେପ୍ଟେମ୍ବର ୩୦ରୁ…

କୁଡୁମୀ ସମାଜ ସଙ୍ଗଠନର ରେଳରୋକୋ: ଯାତାୟାତ ବାଧାପ୍ରାପ୍ତ

ରାଇରଙ୍ଗପୁର,୨୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ନିକଟବର୍ତ୍ତୀ ଅଁଳାଯୋଡ଼ି ଷ୍ଟେଶନ ନିକଟରେ ମଙ୍ଗଳବାର କେନ୍ଦ୍ରୀୟ କୁଡୁମୀ ସମାଜ ସଙ୍ଗଠନ ରାଇରଙ୍ଗପୁର ଶାଖା ପକ୍ଷରୁ ରେଳରୋକୋ କରାଯାଇଛି । କୁଡୁମୀ ସମାଜକୁ ଆଦିବାସୀ ମାନ୍ୟତା ଦାବିରେ ଏହି ରେଳରୋକୋ ହୋଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ସମ୍ପାଦକ…

ନାଳ ପାରି ହେବା ବେଳେ ବର୍ଷାପାଣିରେ ଭାସିଗଲେ ଯୁବକ

ବୌଦ୍ଧ,୨୦।୯(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଶାଳକଟା ନିକଟ ଲକ୍ଷ୍ମୀ ନାଳ ପାଣିରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ଶାଳକଟା ଗ୍ରାମର ପ୍ରମୋଦ ଭୋକ୍ତା । ଘଟଣାସ୍ଥଳରେ ପୋଲିସ ପହଞ୍ଚି…

୨୨ରୁ +୨ ପାଠପଢ଼ା

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ଆସନ୍ତା ୨୨ ତାରିଖରୁ +୨ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ। ମଙ୍ଗଳବାର ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ସାଢ଼େ ୩ ଲକ୍ଷ ପିଲା…

ଉତ୍ତରାଖଣ୍ଡ କ୍ୟାବିନେଟରେ ହୋଇପାରେ ବଡ ଧରଣର ଅଦଳବଦଳ, ମୁଖ୍ୟମନ୍ତ୍ରୀ ଧାମିଙ୍କୁ ମନ୍ତ୍ରୀଙ୍କ ରିପୋର୍ଟ ମାଗିଲେ ଭାଜପା ହାଇକମାଣ୍ଡ

ଡେରାଡୁନ,୨୦ ।୯: ଉତ୍ତରାଖଣ୍ଡ କ୍ୟାବିନେଟରେ ଖୁବଶୀଘ୍ର ବଡ ଧରଣର ଅଦଳବଦଳ ହୋଇପାରେ । ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ କ୍ୟାବିନେଟରେ ଏହା ପ୍ରଥମ ଅଦଳବଦଳ ହେବ । ଯେଉଁଥିରେ ମନ୍ତ୍ରୀଙ୍କ ପୋର୍ଟଫୋଲିଓ ବଦଳି…

ମ୍ୟୁଜିକ ଇଣ୍ଡଷ୍ଟ୍ରି ଛାଡିବେ ବାଦଶାହ

ମୁମ୍ବାଇ: ଦେଶରେ ଜଣେ ଆଗଧାଡିର ରାପର ଭାବେ ବାଦଶାହଙ୍କ ନାମ ଆଗରେ ରହିଛି । ଟପ୍ ରାପରଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ । ଇଣ୍ଡିଆନ ପପ ଷ୍ଟାର ବାଦଶାହ ନିଜର ଖୁବ ସୁନ୍ଦର ଗୀତ ପାଇଁ ବେଶ ପରିଚିତ ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri